ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ୪୪ତମ ଚେସ୍ ଅଲିମ୍ପିଆଡର ଐତିହାସିକ ମଶାଲ ରିଲେର ଶୁଭାରମ୍ଭ କରିଛନ୍ତି। ଏଫଆଇଡିଇ ସଭାପତି ଆର୍କାଡୀ ଦ୍ରୋକୋଭିଚ୍ ପ୍ରଧାନମନ୍ତ୍ରୀଙ୍କୁ ଚେସ୍ ଅଲିମ୍ପିଆଡ୍ର ମଶାଲ ହସ୍ତାନ୍ତର କରିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ସେହି […]
ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୫ ଟି -୨୦ ମ୍ୟାଚ୍ ସିରିଜର ଶେଷ ମ୍ୟାଚ୍ ଆଜି ବାଙ୍ଗାଲୋରର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ। ଏହି ନିର୍ଣ୍ଣାୟକ ମ୍ୟାଚ୍ ଜିତିବା ଏବଂ ସିରିଜ୍ ଜିତିବା ପାଇଁ ଉଭୟ ଦଳ […]
ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଟେଷ୍ଟ ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆ ଖେଳାଳିମାନେ ଅଭ୍ୟାସ ଆରମ୍ଭ କରିଛନ୍ତି। ଗୁରୁବାର ଦିନ ଭାରତୀୟ ଖେଳାଳିମାନେ ଇଂଲଣ୍ଡରେ ପହଞ୍ଚିଥିଲେ ଏବଂ ଏହାର ଗୋଟିଏ ଦିନ ପରେ ସେମାନେ ଗ୍ରାଉଣ୍ଡରେ ପ୍ରସ୍ତୁତି ଆରମ୍ଭ କରିଥିଲେ। […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ ୧୯ ତାରିଖ ସନ୍ଧ୍ୟା ୫ଟା ବେଳେ ଇନ୍ଦିରା ଗାନ୍ଧି ଷ୍ଟାଡିୟମ, ନୂଆଦିଲ୍ଲୀ ଠାରେ ୪୪ତମ ଚେସ ଅଲିମ୍ପିଆଡ ପାଇଁ ଐତିହାସିକ ମଶାଲ ଦୌଡ ଶୁଭାରମ୍ଭ କରିବେ। ଏହି ଅବସରରେ ଆୟୋଜିତ ସଭାରେ ସେ ଉଦବୋଧନ […]
ରାଜକୋଟ: ରାଜକୋଟରେ ଖେଳାଯାଇଥିବା ଟି-୨୦ ସିରିଜର ଚତୁର୍ଥ ମ୍ୟାଚରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ ୮୨ ରନରେ ପରାସ୍ତ କରିଛି। ଦୀନେଶ କାର୍ତ୍ତିକ ଭାରତ ପାଇଁ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଆଭେଶ ଖାନ ୪ ଟି ୱିକେଟ୍ ନେଇଥିଲେ। ଏହି […]
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି -୨୦ ସିରିଜରେ ଭାରତୀୟ ଦଳ ଏପର୍ଯ୍ୟନ୍ତ ଖେଳାଳି ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। ସମସ୍ତ ତିନୋଟି ମ୍ୟାଚ୍ରେ ଭାରତୀୟ ଦଳ ସମାନ ଖେଳାଳିଙ୍କୁ ନେଇ ପଡିଆକୁ ଓହ୍ଲାଇଛି। ପ୍ରକାଶ ଥାଉକି, ଆଜି ଅନୁଷ୍ଠିତ ହେବାକୁ […]
ନୂଆଦିଲ୍ଲୀ: ୨୦୨୪ ରୁ ଆଇପିଏଲ ପାଇଁ ଆଇସିସିରୁ ୱିଣ୍ଡୋ ବୃଦ୍ଧି କରିବାକୁ ବିସିସିଆଇ ଦାବି କରିସାରିଛି। କିନ୍ତୁ ବର୍ତ୍ତମାନ ପାକିସ୍ତାନ କ୍ରିକେଟ୍ ବୋର୍ଡ ଏହି ପ୍ରସଙ୍ଗରେ ବିସିସିଆଇର ଅସୁବିଧାକୁ ବଢାଇପାରେ। ପିସିବି ବିଶ୍ବାସ କରେ ଯେ, ପରବର୍ତ୍ତୀ FTP କ୍ୟାଲେଣ୍ଡରରେ ଆଇପିଏଲ୍ […]
ମୁମ୍ବାଇ/ଭୁବନେଶ୍ୱର: ଭାୟାକମ୍୧୮ ପକ୍ଷରୁ ୨୦୨୩ରୁ ୨୦୨୭ ପର୍ଯ୍ୟନ୍ତ ଭାରତୀୟ ଉପ ମହାଦେଶରେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ମ୍ୟାଚ୍ଗୁଡ଼ିକର ଡିଜିଟାଲ ଷ୍ଟ୍ରିମିଂ ଅଧିକାର ହାସଲ କରାଯାଇଛି। ପ୍ରତି ସିଜନର ୧୮ଟି ମ୍ୟାଚ୍ ପାଇଁ ଏହା ଭାରତ ଡିଜିଟାଲ୍ ଅଧିକାରର ସ୍ୱତନ୍ତ୍ର ପ୍ୟାକେଜ୍ […]
ନୂଆଦିଲ୍ଲୀ: ଭାରତୀୟ ଟେଷ୍ଟ ଦଳ ଆଜି ଇଂଲଣ୍ଡ ଗସ୍ତକୁ ଯାଇଛନ୍ତି। ଇଂଲଣ୍ଡ ଗସ୍ତ ଜୁଲାଇ ୦୧ ତାରିଖରୁ ଆରମ୍ଭ ହେବ। ପ୍ରଥମେ ପୂର୍ବ ଭ୍ରମଣର ଅବଶିଷ୍ଟ ପଞ୍ଚମ ଟେଷ୍ଟ ମ୍ୟାଚ ଖେଳାଯିବ। ଏହା ପରେ ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ […]
ନୂଆଦିଲ୍ଲୀ: ଭାରତୀୟ ଟେଷ୍ଟ ଦଳ ଇଂଲଣ୍ଡ ଗସ୍ତ ପାଇଁ ଯାତ୍ରା କରିଛନ୍ତି। ଶେଷ ଭ୍ରମଣର ବାକି ଥିବା ଅନ୍ତିମ ଟେଷ୍ଟ, ତିନୋଟି ଦିନିକିଆ ଏବଂ ତିନୋଟି ଟି -୨୦ ମ୍ୟାଚ୍ ଖେଳିବାକୁ ପଡିବ। ତେବେ ଏହି ସମୟ ମଧ୍ୟରେ ଭାରତୀୟ ଦଳ […]
ନୂଆଦିଲ୍ଲୀ: ଆୟର୍ଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସଞ୍ଜୁ ସାମସନ ଭାରତୀୟ ଦଳକୁ ଫେରିଛନ୍ତି। ଏହି ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟା ଭାରତୀୟ ଦଳର ଅଧିନାୟକ ହେବେ। ଭାରତୀୟ ଦଳ: ହାର୍ଦ୍ଦିକ ପାଣ୍ଡ୍ୟା (କ୍ୟାପଟେନ), ଭୂବନେଶ୍ୱର କୁମାର, […]
ଭୁବନେଶ୍ବର: ଆନ୍ତର୍ଜାତିକ ଅଲମ୍ପିକ କମିଟି ଦ୍ୱାରା ସ୍ୱୀକୃତ “ଇଣ୍ଟରନାସନାଲ ଫେଡେରେସନ ଅଫ ମୁଏଥାଇ ଆସୋସିଏସନ” ସହ ଅନୁବନ୍ଧିତ ଏକମାତ୍ର ଭାରତୀୟ ସଂସ୍ଥା “ୟୁନାଇଟେଡ଼ ମୁଏଥାଇ ଆସୋସିଏସନ- ଇଣ୍ଡିଆ” ପକ୍ଷରୁ ମଧ୍ୟପ୍ରଦେଶ ର ଦେବାସ ସ୍ଥିତ ଶ୍ରୀମନ୍ତ ଟୁକୋଜି ରାଓ ପାୱାର ଇଣ୍ଡୋର […]
ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସର ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ମଙ୍ଗଳବାର ଫିନଲ୍ୟାଣ୍ଡରେ ପାଭୋ ନୁରମି ଗେମ୍ସରେ ଜାତୀୟ ରେକର୍ଡ ଭାଙ୍ଗିବା ପରେ ପ୍ରମୁଖ କ୍ରୀଡା ଇଭେଣ୍ଟ ଉପରେ ଧ୍ୟାନ ଦେବା ବିଷୟରେ କହିଛନ୍ତି। ୨୪ ବର୍ଷର ନୀରଜ ଚୋପ୍ରା ୮୯.୩୦ […]
ନୂଆଦିଲ୍ଲୀ: ୨୦୨୨ ରୁ ୨୦୨୭ ପର୍ଯ୍ୟନ୍ତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ଚକ୍ର ପାଇଁ ମିଡିଆ ରାଇଟସର ନିଲାମରେ ବିସିସିଆଇ ୪୮ ହଜାର କୋଟି ଟଙ୍କା ରୋଜଗାର କରିଛି। ଏହା ସହିତ ଆଇପିଏଲ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଲିଗ୍ ଭାବେ ଉଭା […]
ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ଆଜି ସନ୍ଧ୍ୟା ୭ ଟା ସମୟରେ ବିଶାଖାପାଟନମ ସ୍ଥିତ ଡକ୍ଟର ୱାଇଏସ ରାଜସେଖର ରେଡ୍ଡୀ କ୍ରିକେଟ୍ ଷ୍ଟାଡିୟମରେ ମୁହାଁମୁହିଁ ହେବେ। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜର ଏହି ତୃତୀୟ ମ୍ୟାଚ୍ ହେଉଛି […]
କଟକ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଉଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଟିମ୍ ଇଣ୍ଡିଆକୁ ମଧ୍ୟ ପରାଜୟର ସାମ୍ନା କରିବାକୁ ପଡିଛି। ତେବେ ଟିମ୍ ଇଣ୍ଡିଆର ତାରକା ଦ୍ରୁତ ବୋଲର ଭୁବନେଶ୍ୱର କୁମାର ୧୩ ରନ୍ […]
କଟକ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ଦଳ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜର ଦ୍ୱିତୀୟ ମ୍ୟାଚ୍ ପାଇଁ ପ୍ରସ୍ତୁତ। ଏହି ମ୍ୟାଚ୍ ଆଜି ସନ୍ଧ୍ୟା ୭ ଟାରୁ କଟକସ୍ଥିତ ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହେବ। ଏପର୍ଯ୍ୟନ୍ତ ଏହି ଷ୍ଟାଡିୟମରେ ଦୁଇଟି […]
ନୂଆଦିଲ୍ଲୀ: ଆସନ୍ତା ପାଞ୍ଚ ବର୍ଷ ପାଇଁ ଆଇପିଏଲ୍ ମିଡିଆ ଅଧିକାର ପାଇଁ ଇ-ନିଲାମ ଆଜିଠାରୁ ଆରମ୍ଭ ହେଉଛି। ଜୁନ୍ ୧୨ ତାରିଖରେ ବିଜେତା ଘୋଷିତ ହେବ ବୋଲି ଆଶା କରାଯାଉଛି। ଏଥିରୁ ହଜାରେ କୋଟି ଟଙ୍କା ରୋଜଗାର କରିବାକୁ ବିସିସିଆଇ ଆଶା […]
ନୂଆଦିଲ୍ଲୀ: ତିନିମାସ ପରେ ଭାରତୀୟ ଦଳ ଅନ୍ତର୍ଜାତୀୟ କ୍ରିକେଟକୁ ଫେରୁଛି। ଟିମ୍ ଇଣ୍ଡିଆ ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜର ପ୍ରଥମ ମ୍ୟାଚ୍ ଖେଳିବ। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ୭ ଟାରୁ […]
ନୂଆଦିଲ୍ଲୀ: ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜର ପ୍ରଥମ ମ୍ୟାଚ୍ ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ। ଅବଶ୍ୟ, ଏହା ପୂର୍ବରୁ କ୍ୱଚିତ୍ ଜୁନ୍ ମାସରେ ଦିଲ୍ଲୀରେ ଏକ ଆନ୍ତର୍ଜାତୀୟ ମ୍ୟାଚ୍ […]
ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଦଳର ଅଧିନାୟକ ଭାବେ ନିଯୁକ୍ତ କେ.ଏଲ୍ ରାହୁଲ ଆହତ […]