ବାଣପୁର (ସୀତାରାମ ଅଗ୍ରୱାଲ): ବୁଧବାର ଡିଜାଷ୍ଟର ଡେ ଉପଲକ୍ଷେ ଏବଂ ଆଗାମୀ ଦିନରେ ବନ୍ୟା ବାତ୍ୟା ଭଳି ଦୈବୀ ଦୁର୍ବିପାକକୁ ଆଖି ଆଗରେ ରଖି ରାଜ୍ୟ ସରକାର ପ୍ରତି ବାତ୍ୟା ଆଶ୍ରୟ ସ୍ଥଳୀ ଠାରେ ସାଧାରଣ ଲୋକଙ୍କୁ ବିପର୍ଯୟ ସମୟରେ ରକ୍ଷା […]
ବାଣପୁର (ସୀତାରାମ ଅଗ୍ରୱାଲ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶର କୃଷକ ମାନଙ୍କୁ ପିଏମ କିଷାନ ସାମ୍ମନ ନିଧି ଯୋଜନାର ୧୭ ତମ କିସ୍ତି ଟଙ୍କା ସେମାନଙ୍କ ବ୍ୟାଙ୍କ ଖାତାକୁ ହସ୍ତାନ୍ତର କରିଛନ୍ତି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର […]
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଟାଉନ ଥାନା ଅନ୍ତର୍ଗତ ବିଜୁ ପଟ୍ଟନାୟକ ପାର୍କ ନିକଟସ୍ଥ ଭେଣ୍ଡିଂ ଜୋନ୍ ଭିତରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ହେଲେ ମୁତ୍ୟୁର କାରଣ ଜଣା ପଡ଼ିନାହିଁ। କିନ୍ତୁ ଅଂଶୁଘାତରେ ମୃତ୍ୟୁବରଣ କରିଥିବା ଆଲୋଚନା ହେଉଛି। ଖବର […]
ବାଲୁଗାଁ (ସୀତାରାମ ଅଗ୍ରୱାଲ): ଚିଲିକା ବ୍ଲକ ଅନ୍ତର୍ଗତ ବଡକୁଳ ସ୍ଥିତ ଓଟିଡିସି ଠାରେ ବହୁ ଆଡମ୍ବରରେ ରଜ ମହୋତ୍ସବ ପାଳିତ ହୋଇଯାଇଛି। ଆୟୋଜିତ ରଜ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ପୁରୀ ସାଂସଦ ଡାକ୍ତର ସମ୍ବିତ ପାତ୍ର ଯୋଗଦେଇ ଉଦଘାଟନ କରିଥିଲେ। […]
ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ନିକଟସ୍ଥ ଆୟତପୁରରେ ବେଶ ଧୂମଧାମରେ ପାଳିତ ହୋଇଯାଇଛି ଶୀତଳ ଷଷ୍ଠୀ ଯାତ୍ରା। ପ୍ରଭୃ ବେଲେଶ୍ବରଙ୍କ ନିକଟରେ ଏହି ଉତ୍ସବ ବହୁ ବର୍ଷ ଧରି ପାଳନ କରାଯାଇଆସୁଛି। ସେହି ଅଞ୍ଚଳରେ ବେଲେଶ୍ବର ଶୀତଳ ଷଷ୍ଠୀ ଦେଖିବା ପାଇଁ […]
ରଣପୁର: ପ୍ରତି ବର୍ଷ ଜୁନ ମାସ ୧୨ ତାରିଖକୁ ବିଶ୍ୱ ଶିଶୁ ଶ୍ରମିକ ନିରାକରଣ ଦିବସ ଭାବେ ପାଳନ କରାଯାଏ। ୧୮ ବର୍ଷ ପର୍ଯ୍ୟନ୍ତ କୌଣସି ଶିଶୁ ଶ୍ରମିକଙ୍କୁ କାର୍ଯ୍ୟରେ ନିୟୋଜିତ କରାଯିବ ନାହିଁ। ଯଦି ସେମାନଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଏ, […]
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଆନ୍ତର୍ଜାତୀୟ ଶିଶୁ ଶ୍ରମିକ ନିରାକରଣ ଦିବସ ଉପଲକ୍ଷେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଆଇ ଏସ୍ ଆର ଡି ସ୍ବେଚ୍ଛାସେବୀ ସଂସ୍ଥା ତରଫରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ଆଇ ଏସ୍ ଆର ଡି […]
ଖୋର୍ଦ୍ଧା/ନିରାକରପୁର: ମଦ୍ୟ ପାନ କରି ଗାଦି ଚଳାଇବା ଚାଳକଙ୍କୁ ମହଙ୍ଗା ପଡିଛି। ଯାହା ଫଳରେ ଭରସାମ୍ୟ ହରାଇ ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବଡ଼ ପୋଖରୀଆ ଛକ ନିକଟରେ ପେଟ୍ରୋଲ କଣ୍ଟେନର ଓଲଟି ପଡିଛି। ଚାଳକଙ୍କୁ ଗୁରୁତର ଅବସ୍ଥାରେ […]
ରେଢ଼ାଖୋଲ (କନ୍ଦର୍ପ ବେହେରା): ଚଳିତ ବର୍ଷ ରଥଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ରେଢ଼ାଖୋଲ ଉପଜିଲ୍ଲାପାଳ ରଶ୍ମି ରଞ୍ଜନ ମହନ୍ତଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରେଢ଼ାଖୋଲରେ ହେବାକୁ ଥିବା ଚଳିତ ବର୍ଷ ରଥଯାତ୍ରା କିପରି ସୁରୁଖୁରୁରେ ହେବା ସହିତ […]
ବାଣପୁର (ସୀତାରାମ ଅଗ୍ରୱାଲ): ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କର ବିବାହ ବା ମହାମିଳନ ଉତ୍ସବ। ଦେବ ଓ ଶକ୍ତିଙ୍କ ମିଳନକୁ ଦିବ୍ୟମିଳନ କୁହାଯାଏ। ଆସନ୍ତାକାଲି ଶୀତଳ ଷଷ୍ଠୀ। ଏହି ମହାନ ପରମ୍ପରା ଓଡି଼ଶାରେ କାହିଁ କେଉଁ ଅନାଦି କାଳରୁ […]
ଟାଙ୍ଗୀ: ଓଡ଼ିଆ ଗଣ ପର୍ବ ରଜ ଯାତ୍ରା ପୂର୍ବରୁ ଓଡିଶାର ପ୍ରସିଦ୍ଧ ତନ୍ତ୍ର ପୀଠ ମା ଉଗ୍ରତାରା ଦେବୀଙ୍କ ମନ୍ଦିରର ଦାନ ହୁଣ୍ଡୀ ଆଜି ଖୋଲା ଯାଇଛି। ଦାନ ହୁଣ୍ଡୀ ଖୋଲା ଯାଇ ମନ୍ଦିର କାର୍ଯ୍ୟାଳୟ ପରିସରରେ ଭକ୍ତଙ୍କର ଦାନ ଟଙ୍କା […]
ଟାଙ୍ଗୀ: ଦୀର୍ଘ ୨୦ ବର୍ଷର ଅପେକ୍ଷା ପରେ ରଣପୁର ନିର୍ବାଚନ ମଣ୍ଡଳୀରୁ ବିପୁଳ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ। ବିଜେପି ଟିକେଟରେ ତିନିଥର ନିର୍ବାଚନ ଲଢ଼ି ପରାଜୟ ହାସଲ କରିଥିଲେ ମଧ୍ୟ ସେ ନିର୍ବାଚନ […]
ଚିଲିକା (ସୀତାରାମ ଅଗ୍ରୱାଲ): ରାଜ୍ୟରେ ସରକାର ପରିବର୍ତ୍ତନ ହୋଇଛି। ଆସନ୍ତା ୧୦ ତାରିଖରେ ନୁଆ ବିଜେପି ସରକାର ଗଠନ ହେବ। ତେବେ ନୁଆ ସରକାର ଆସିବା ପୁର୍ବରୁ ପୁରୁଣା ବିଜେଡି ସରକାର ଆରମ୍ଭ କରିଥିବା ଲକ୍ଷ୍ମୀ ବସ ଗୁଡ଼ିକରୁ ବର୍ତ୍ତମାନ ଶଙ୍ଖ […]
ବାଣପୁର( ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। କେନାଲରୁ ଖସିଯାଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ପୋଲିସ ସୂଚନା ମୁତାବକ ପ୍ରତାପ ଗ୍ରାମ ହରିଜନ ସାହି ମନିଆ ନାୟକ(75) ସବୁଦିନ ପରି […]
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ପୁଷ୍ପା ବାର ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୫ଜଣ ଆହତ ହୋଇ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି ହୋଇଥିବା ସୂଚନା। ଆହାତଙ୍କ ମଧ୍ୟରୁ ୩ଜଣ ଗୁରୁତର […]
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): କରୁଣା ଶାନ୍ତି ଯୁକ୍ତ ଦୁଇ ବିଜ୍ଞାନ ଏବଂ ଧନ୍ଦାମୂଳକ ତାଲିମ ଆବାସିକ କ୍ୟାମ୍ପସରେ ବୃକ୍ଷରୋପଣ ଅଭିଯାନ ଏବଂ ସଚେତନତା ସେମିନାର ସହିତ ବିଶ୍ୱ ପରିବେଶ ଦିବସ ପାଳନ କରିଥାଏ। ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ, […]
ରଣପୁର: ଆଜି ସବୁଆଡେ ପାଳନ ହୋଇଛି ସାବିତ୍ରୀ ବ୍ରତ। ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ମହିଳା ମାନେ ଆଜି ପାଳନ କରିଛନ୍ତି ସାବିତ୍ରୀ ବ୍ରତ। ଓଡିଆ ପରମ୍ପରା ଅନୁଯାୟୀ ସଧବା ମହିଳାମାନେ ବ୍ରତ ପାଳନ କରିଛନ୍ତି। ଏଥିପାଇଁ ବିଭିନ୍ନ ମନ୍ଦିରରେ […]
ଚିଲିକା (ସୀତାରାମ ଅଗ୍ରୱାଲ): ଚିଲିକା ନିର୍ବାଚନମଣ୍ଡଳୀରେ ନିର୍ବାଚନୀ ପରବର୍ତ୍ତୀ ହିଂସାକୁ ଦୃଷ୍ଟିରେ ରଖି ଅତିରିକ୍ତ ଫୋର୍ସ ବାଣପୁର ଥାନା ଅଞ୍ଚଳରେ ମୁତୟନ କରାଯାଇଛି। ଆଜି ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ବାଲୁଗାଁ ଏସଡିପିଓଙ୍କ ତତ୍ୱାବଧାନରେ ଦୁଇ ସେକ୍ସନ ସିଏପିଏଫ ବାଣପୁର ଥାନା […]
ବାଲୁଗାଁ (ସୀତାରାମ ଅଗ୍ରୱାଲ): ସ୍ଵେଚ୍ଛାସେବୀ ଅନୁଷ୍ଠାନ ବିହଙ୍ଗ ଫାଉଣ୍ଡେସନ ପକ୍ଷରୁ ଆଜି ଶ୍ରୀ ଶ୍ରୀ ଉମାମହେଶ୍ୱର ମନ୍ଦିର ପରିସରରେ ବିଦ୍ୟାଳୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ବିଶ୍ୱ ପରିବେଶ ଦିବସ ଅନୁଷ୍ଠିତ ହୋଇଯାଇଛି। ଫାଉଣ୍ଡେସନର ସଭାପତି ଅଧ୍ୟାପକ ଡକ୍ଟର […]
ଭୁବନେଶ୍ଵର: ଚିଲିକା ବିଧାନସଭା ଆସନ ପାଇଁ ଏପର୍ଯ୍ୟନ୍ତ ୧୪ ତମ ରାଉଣ୍ଡ ଫଳାଫଳ ହସ୍ତଗତ ହୋଇଛି। ଏହି ରାଉଣ୍ଡରେ ବିଜେପି ଏକ ବଡ ଅଗ୍ରଣୀ ହାସଲ କରିଛି। ୧୪ ତମ ରାଉଣ୍ଡରେ ବିଜେଡ଼ି ପ୍ରାର୍ଥୀ ରଘୁନାଥ ସାହୁଙ୍କ ଠାରୁ ବିଜେପି ପ୍ରାର୍ଥୀ […]
ଭୁବନେଶ୍ଵର: ଚିଲିକା ବିଧାନସଭା ଆସନ ପାଇଁ ଏପର୍ଯ୍ୟନ୍ତ ସପ୍ତମ ପର୍ଯ୍ୟାୟ ଫଳାଫଳ ହସ୍ତଗତ ହୋଇଛି। ଏହି ରାଉଣ୍ଡରେ ବିଜେପି ଏକ ବଡ ଅଗ୍ରଣୀ ହାସଲ କରିଛି। ସପ୍ତମ ପର୍ଯ୍ୟାୟରେ ବିଜେଡ଼ି ପ୍ରାର୍ଥୀ ରଘୁନାଥ ସାହୁଙ୍କ ଠାରୁ ବିଜେପି ପ୍ରାର୍ଥୀ ପୃଥ୍ବୀରାଜ ହରିଚନ୍ଦନ […]