ସୀତାରାମ ଅଗ୍ରଓ୍ବାଲ ବାଣପୁର / ବାଲୁଗାଁ: ଆଜି ଚିଲିକା ନିର୍ବାଚନ ମଣ୍ଡଳୀରୁ ୪୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଦୁର୍ଭାଗ୍ୟର ବିଷୟ ଯେ ଏହି ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ କରୋନା ଯୋଦ୍ଧା ରହିଛନ୍ତି। ମିଳିଥିବା ସୂଚନା ଅନୁସାରେ ବାଣପୁରର ଦୁଇ […]
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଟାଙ୍ଗୀ ତହସିଲ ଅଂଚଳରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଚୋରା ମାଙ୍କଡା ପଥର କାରବାର। ଚୋରା ପଥର ବେପାରୀ ମାନେ ଧରାକୁ ସରା ନମାନି ଵେଧଡକ ଭାବେ ଚଳାଇଛନ୍ତି ସେମାନଙ୍କର କାରବାର। ଏଭଳି କାରବାରକୁ ରୋକ୍ […]
ସୀତାରାମ ଅଗ୍ରଓ୍ବାଲ ବାଣପୁର: ଆଜି ରାଜ୍ୟ ସରକାର ଓଏଏସ୍ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି। ଆଜି ୧୩ ଜଣ ଓଏଏସ୍ ଅଫିସରଙ୍କୁ ବଦଳି କରାଯିବା ସହ ନୂତନ ନିଯୁକ୍ତି ଦିଆଯାଇଛି। ଏହିକ୍ରମରେ କଳାହାଣ୍ଡିର ଅତିରିକ୍ତ ଜିଲ୍ଲାପାଳ ଥିବା ବିଶ୍ବଜିତ୍ ରାୟଙ୍କୁ କେନ୍ଦ୍ରାପଡା […]
ରମେଶ ମହାନ୍ତି ଜଗତସିଂହପୁର: ବର୍ତ୍ତମାନ ବିଶ୍ୱ ତାପମାତ୍ରା ବୃଦ୍ଧିକୁ ଆଖି ଆଗରେ ରଖି, “ଗ୍ରୀନ ଭିଲେଜ କ୍ଳିନ ଭିଲେଜ” ବିଷୟବସ୍ତୁକୁ ଆଧାର କରି ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ଉପଲକ୍ଷେ ନାଉଗାଁ ବ୍ଲକର ତିରୁଣା ପଞ୍ଚାୟତରେ ଏକତା ସ୍ପୋଟିଙ୍ଗ କ୍ଲବ୍ ତିରୁଣା […]
ସୀତାରାମ ଅଗ୍ରୱାଲ ବାଣପୁର: ରାଜ୍ୟ ସରକାର ଲୋକଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନାରେ ପ୍ରତ୍ୟେକ ଗାଁକୁ କଂକ୍ରିଟ ରୋଡ଼ କରିବା ସକାଶେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ଏଥିରୁ କିନ୍ତୁ ବାଦ ପଡିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ମୋରମୋରୀ ପଂଚାୟତର […]
ଭୁବନେଶ୍ବର, ଆଜି ଅପରାହ୍ନ ପାଞ୍ଚଟା ବେଳେ କିମ୍ବା ସଂଧ୍ୟାରେ ଓଡିଶାର 5ଟି ବ୍ଲକରେ ପ୍ରବଳ ବଜ୍ରପାତ ହେବ ବୋଲି ସୂଚନା ମିଳିଛି। ମୟୁରଭଂଜ ଜିଲ୍ଲାର ହେଉଛି ଏହି ପାଞ୍ଚୋଟି ବ୍ଲକ। ସେଗୁଡିକର ନାମ ହେଲା କୁସୁମି,ଜାମଡା,ସୁକ୍ରୁଲି,ଯଶିପୁର ଏବଂ ରାରୁନ ବ୍ଲକ। ଏହି […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : “ବୃକ୍ଷ ବିହୁନେ ମାଟି କ୍ଷୟ ବନ୍ୟା ମରୁଡି ବିପର୍ଯ୍ୟାୟ” ଏଭଳି ସ୍ଲୋଗାନରେ ସିମୀତ ହୋଇ ରହୁଛି ବୃକ୍ଷ ସୁରକ୍ଷା ଅଭିଯାନ । ପ୍ରତି ବର୍ଷ ସରକାରୀ ଓ ବେସରକାରୀ ଅନୁଷ୍ଟାନ ତରଫରୁ ଲକ୍ଷ ଲକ୍ଷ […]
ସୀତାରାମ ଅଗ୍ରଓ୍ବାଲ ବାଣପୁର: କରୋନା ପରି ଏକ ସଂକଟମୟ ପରିସ୍ଥିତିରେ କରୋନା ଯୋଦ୍ଧା ସାଜିଥିବା ଆମ ପ୍ରଶାସନିକ ଅଧିକାରୀମାନେ ସାଧାରଣ ଜନତାଙ୍କ ପାଇଁ ନିଜ ଜୀବନକୁ ବାଜି ଲଗାଇ କେବଳ କରୋନା ସହ ଲଢେଇ କରୁନାହାନ୍ତି। ସାହାଯ୍ୟ ଓ ସହଯୋଗ କରି […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସାଧାରଣ ଜନତା ତଥା ଗରିବ, ମଧ୍ୟବର୍ତ୍ତୀ ଶ୍ରେଣୀର ଲୋକଙ୍କ ସମସ୍ୟା ପାଇଁ ଲଢ଼ୁଥିବା ପିଫୁଲ୍ସ ଫର୍ ଦି ପବ୍ଲିକ୍ ସଂଗଠନର ଆଜି ଦ୍ୱିତୀୟ ସାଧାରଣ ବୈଠକ ବାବାଜି ତୋଟା ସାହି ସ୍ଥିତ ଗୋପାଳଜୀ ମନ୍ଦିର ପ୍ରାଙ୍ଗଣରେ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ପୁର: ୧୯୯୯ ମସିହା କାର୍ଗିଲ୍ ଯୂଦ୍ଧରେ ବହୁ ଭାରତୀୟ ବୀର ଜବାନ ଦେଶ ମାତୃକା ପାଇଁ ପ୍ରାଣବଳି ଦେଇଥିଲେ। ଏଥିରେ ଷଷ୍ଠ ଓଡ଼ିଆ ଭାବେ ଗଂଜାମ୍ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ୍ ତଥା ବ୍ରହ୍ମପୁର୍ ସହର ନିକଟବର୍ତ୍ତି ଜଗଦଳପୁର୍ […]
କନ୍ଦର୍ପ ବେହେରା ରେଢାଖୋଲ: ବିଶ୍ୱରେ କରୋନା ଯୋଗୁଁ ଛାତ୍ରଛାତ୍ରୀମାନେ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହୋଇଛି। ସରକାର ଗତ ମାର୍ଚ୍ଚ ମାସରୁ ବିଦ୍ୟାଳୟ, ମହାବିଦ୍ୟାଳୟ ଗୁଡିକୁ ସଂପୂର୍ଣ ବନ୍ଦ କରିଥିବା ବେଳେ ଛାତ୍ରଛାତ୍ରୀମାନେ ଅନଲାଇନରେ ପାଠ ପଢିବାକୁ ସରକାର ଶିକ୍ଷକ ମାନଙ୍କୁ […]
ସୀତାରାମ ଅଗ୍ରଓ୍ବାଲ ବାଣପୁର: ଆଜି ସତ୍ୟବାଦୀର ସାରସ୍ବତ ସାଧକ ଉତ୍କଳର ବରପୁତ୍ର ସ୍ବର୍ଗତ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ୬୪ ତମଶ୍ରାଦ୍ଧ ଦିବସ ତଥା ବାଣପୁର ଅଞ୍ଚଳର ସ୍ବନାମଧନ୍ୟ ଶିକ୍ଷାନୁଷ୍ଠାନ ଗୋଦାବରୀଶ ମହାବିଦ୍ୟାଳୟର ୫୮ ତମ ପ୍ରତିଷ୍ଠା ଦିବସ। କରୋନା ସଂକ୍ରମଣ ଯୋଗୁଁ […]
ସୀତାରାମ ଅଗ୍ରଓ୍ବାଲ ଚିଲିକା : ଚିଲିକା ନିର୍ବାଚନମଣ୍ଡଳୀରେ ଲକ ଡ଼ାଉନ ସମୟରେ ଚୋରା ଦେଶୀ ମଦ ବେପାର ଅହେତୁକ ଭାବେ ବୃଦ୍ଧି ପାଉଥିବା ସ୍ଥଳେ ଏହାକୁ ବ୍ରେକ ଦେବା ପାଇଁ ବର୍ତ୍ତମାନ ସାଧାରଣ ଜନତା ଅଣ୍ଟା ଭିଡିଛନ୍ତି l ଏହାର ଏକ […]
ରମେଶ ମହାନ୍ତି ଜଗତସିଂହପୁର: ସରକାରଙ୍କ (ଏନ୍.ଡି.ପି.ଏସ୍)ଆଇନକୁ ତିର୍ତ୍ତୋଲ ଅବକାରୀ ବିଭାଗ ପକ୍ଷରୁ ଖୋଲାଖୋଲି ଭାବରେ ଉଲ୍ଲଙ୍ଘନ କରାଯାଉଥିବା ଜଣାପଡୁଛି। ତିର୍ତ୍ତୋଲକୁ ନୂଆ କରି ଆସିଥିବା ଅବକାରୀ ଅଫିସରଙ୍କ ସରଳତାର ଫାଇଦା ଉଠାଇ ଜନୈକ କନଷ୍ଟେବଳ ନିଜର ସ୍ୱାର୍ଥସାଧନ ଲକ୍ଷରେ ଏପରି କରୁଥିବା ଶୁଣିବାକୁ […]
ପିଣ୍ଟୁ ବିଷୋୟୀ କୋଦଳା: ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ସମୟରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଆଜି ବେଗୁନିଆପଡା ଓ କବିସୂର୍ଯ୍ୟନଗର ବ୍ଲକ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିଛନ୍ତି। ସୁମଣ୍ଡଳ ପଞ୍ଚାୟତର ଭାଲ୍ୟାଝର […]
ପିଣ୍ଟୁ ବିଷୋୟୀ କୋଦଳା(ଗଂଜାମ), ହଜିଗଲା ମାନବିକତା, ଭୁଲିଗଲେ ମଣିଷ ପଣିଆ। ମୃତ୍ୟୁ ପରେ ଅଛୁଆଁ ହୋଇଗଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କୋଦଳାରେ। କୋଦଳା ମେଡିକାଲ ବାହାରେ ପଡି ରହିଥିଲା କରୋନା ମୁକାବିଲାର ଆଗଧାଡିର […]
ସୀତାରାମ ଅଗ୍ରଓ୍ବାଲ ବାଣପୁର/ଚିଲିକା: ଆଜି ଖୋର୍ଦ୍ଧା ଜିଲ୍ଲାରୁ ୧୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବିଶେଷ କରି ବାଣପୁର-ଚିଲିକା ଅଞ୍ଚଳରେ ସ୍ଥାନୀୟ ସଂକ୍ରମଣ ମୁଣ୍ଡ ବ୍ୟାଥାର କାରଣ ପାଲଟିଛି। ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଆଜି ବାଣପୁର ବ୍ଲକର ନନ୍ଦପୁର […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଡ଼ାକ୍ତର, ପୋଲିସ୍, ସରକାରୀ କର୍ମଚାରୀ କିମ୍ବା ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀମାନେ ଆଗଧାଡ଼ିରେ କରୋନା ସହ ଲଢ଼େଇ କରି ମୃତ୍ୟୁବରଣ କରିଲେ ସେମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ପ୍ରଦାନ କରି ବୀମା ରାଶି ପ୍ରଦାନ କରୁଛନ୍ତି। କିନ୍ତୁ ଏହା […]
ସୀତାରାମ ଅଗ୍ରୱାଲ ବାଣପୁର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବାଣପୁର ବ୍ଲକର ଦୁଇଟି ପଂଚାୟତର ତିନିଟି ଗାଁରେ ସଟଡାଉନ ଲାଗୁ କରାଯିବା ସହ ବାଣପୁର ଏନଏସିର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ବାଣପୁର ବ୍ଲକ ତୋରସିଂହ ଗ୍ରାମ ପଞ୍ଚାୟତର ନଛିପୁର […]
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଆଜି ପୁଣି ୧୨ କରୋନା ପଜିଟିଭ ରିପୋର୍ଟ ଆସିଥିବା ବେଳେ ଜିଲ୍ଲାପ୍ରଶାସନ ପକ୍ଷରୁ ଭବାନୀପାଟଣା ସହରକୁ ରବିବାର ମଧ୍ୟରାତ୍ର ପର୍ଯ୍ୟନ୍ତ ସଟଡାଉନ କରାଯାଇଥିବା ସୂଚନା ମିଳିଛି। ଦଶ ଜଣ କରୋନା ଯୋଦ୍ଧାଙ୍କ ପଜିଟିଭ […]
ସୀତାରାମ ଅଗ୍ରୱାଲ ବାଣପୁର: କରୋନା ସଂକଟ ସମୟରେ ବାଣପୁର ଅଞ୍ଚଳରେ ଜୁଆ ଆଡ୍ଡା ଉପରେ ଚଢାଉ। ବାଣପୁର ଥାନା ଅନ୍ତର୍ଗତ ଓଡ଼ଗାଁ ଗାଁ ପାଖ ପାହାଡିଆ ଅଞ୍ଚଳରୁ ଚାଲିଥିବା ଏକ ଜୁଆ ଆଡ୍ଡାରୁ ବହୁ ସଂଖ୍ୟାରେ ଜୁଆ ସାମଗ୍ରୀ, ମୋବାଇଲ, 6ଟି […]