ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ରେ ଇନ୍ଦ୍ରାବତୀ କମାଣ୍ଡ ଏରିଆ ଉନ୍ନୟନ ଏଜେନ୍ସି ( କାଡା) ତରଫରୁ ଇନ୍ଦ୍ରାବତୀ ଆୟାକଟ ଅଂଚଳରେ ଚାଷୀ ମାନଙ୍କ ସୁବିଧା ଦୃଷ୍ଟିରୁ ବିଭିନ୍ନ କାର୍ଯ୍ୟକ୍ରମ ମାନ ଗ୍ରହଣ କରିଥାନ୍ତି। ହେଲେ ଜୁନାଗଡ ଠାରେ […]
ବାଣପୁର/ ବାଲୁଗାଁ: ବାଣପୁର-ବାଲୁଗାଁରେ ଦେଶୀ ମଦ ବନ୍ୟାକୁ ରୋକିବାକୁ ବିଭିନ୍ନ ରାସ୍ତା ଆପଣେଇବା ପରେ ଶେଷରେ ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକଙ୍କ ଦ୍ଵାରସ୍ଥ ହୋଇଛନ୍ତି ମା ଭଗବତୀ ମହିଳା ବିକାଶ ମଞ୍ଚର ସଦସ୍ୟ ଓ ଏହାର ଆବାହକ। ଆଜି ଯୁବ ସମାଜସେବୀ […]
ରମେଶ ମହାନ୍ତି ଜଗତସିଂହପୁର: ଦୃତ ବେଗରେ ସଂକ୍ରମଣ ହେଉଥିବା କରୋନା ମହାମାରୀକୁ ଦୃଷ୍ଟିରେ ରଖି ସପ୍ତାହର ଶନିବାର ଓ ରବିବାର ୨ଦିନ ସରକାରଙ୍କ ପକ୍ଷରୁ ସଟଡାଉନ୍ କଟକଣା ଘୋଷଣା ହୋଇଥିବା ବେଳେ ତିର୍ତ୍ତୋଲ ବ୍ଲକ୍ ଅଞ୍ଚଳରେ ଏହି କଟକଣାକୁ ବେଖାତିର କରାଯାଉଥିବା […]
କନ୍ଦର୍ପ ବେହେରା ରେଢାଖୋଲ: ଭାରତ-ଚୀନ୍ ସୀମା ବିବାଦ ସଂପର୍କରେ କେନ୍ଦ୍ର ସରକାରଙ୍କର ଭୂମିକା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ। ଏ ସଂପର୍କରେ ସମସ୍ତ ତଥ୍ୟକୁ ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପନା କରିବା ଆବଶ୍ୟକ। ଦିଲ୍ଲୀର ସର୍ବଦଳୀୟ ବୈଠକକୁ ପ୍ରଧାନମନ୍ତ୍ରୀ ଆମ୍ ଅଦମୀ ପାର୍ଟିକୁ ନିମନ୍ତ୍ରଣ ନ […]
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରୁ ଆଜି ୨୯ ଜଣ କରୋନା ପଜିଟିଭ୍ ବାହାରିଥିବା ବେଳେ ତନ୍ମଧ୍ୟରୁ ତିର୍ତ୍ତୋଲରୁ ଆଜି ସର୍ବାଧିକ ୧୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନାନୁଯାୟୀ ତିର୍ତ୍ତୋଲ ବ୍ଲକରୁ ବାହାରିଥିବା ଆକ୍ରାନ୍ତଙ୍କ ମଧ୍ୟରୁ ବୋଧେଇ ପଞ୍ଚାୟତରୁ ୨ଜଣ,କୋଲର ପଞ୍ଚାୟତରୁ […]
ବାଣପୁର: ଆଜି ହେଉଛି ଆନ୍ତର୍ଜାତୀୟ ଯୋଗଦିବସ। ଯୋଗ ଦିବସରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଭେଟେଶ୍ୱର ପଞ୍ଚାୟତର ଭାପୁର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ଅନ୍ତର୍ଜାତୀୟ ଯୋଗ ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ରହୁଥିବା […]
ହେମାଙ୍ଗ ରାଉଳ ଗଞ୍ଜାମ: ଏକ ଟ୍ରକରେ ଭର୍ତ୍ତି ହୋଇ ଗୋ ମାଂସ ଚାଲାଣ ବେଳେ ତାହାକୁ କାବୁ କରିଛନ୍ତି ବ୍ରହ୍ମପୁର ବଜରଙ୍ଗ ଦଳର କର୍ମୀମାନେ। ଟ୍ରକଟି ପଶ୍ଚିମବଙ୍ଗରୁ ଏହି ଗୋମାଂସ ନେଇ ଚେନାଇ ଯାଉଥିବାକୁ ନେଇ କୌଣସି ବିଶେଷ ସୂତ୍ରରୁ ଖବର […]
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ପିଡିଏସ୍ କିରୋସିନିର ଚୋରା କାରବାର ବହୁଳ ମାତ୍ରାରେ ଚାଲୁଥିବା ଅଭିଯୋଗ ହେଉଛି। ଏମିତିକି ଜଗତସିଂହପୁର ଜିଲ୍ଲାର ପାରାଦ୍ବୀପ ଠାରୁ ଆରମ୍ଭ କରି ବାଲିକୁଦା ପର୍ଯ୍ୟନ୍ତ ଥିବା ଅନେକ ଚିଙ୍ଗୁଡ଼ି ଘେରିକୁ ବେଧଡକ ଭାବେ ଚୋରା […]
ରମେଶ ମହାନ୍ତି ଜଗତସିଂହପୁର: ତିର୍ତ୍ତୋଲ ସ୍ଥିତ ଶାରଳା ସମବାୟ ସୂତାକଳ ପୁର୍ନବାର କାର୍ଯ୍ୟକ୍ଷମ କରିବାପାଇଁ ଜଗତସିଂହପୁର ଜିଲ୍ଲାର ସଚେତନ ଯୁବକମାନେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଭେଟି ନିଜର ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯଦି ତିର୍ତ୍ତୋଲର ଉକ୍ତ […]
ପିଣ୍ଟୁ ବିଶୋୟୀ କୋଦଳା: କୋଦଳା ଥାନା ଅନ୍ତର୍ଗତ ଦଶ ନଂ ୱାର୍ଡ ବିଷୋୟୀ ସାହିର ଶ୍ରୀ ନିବାସ ପଣ୍ଡା କିଛି ଦିନ ତଳେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିଲେ। ଆଜି କବିସୂର୍ଯ୍ୟନଗର ବିଧାୟିକା ଲତିକା […]
ରମେଶ ମହାନ୍ତି ଜଗତସିଂହପୁର : ଆଜି ପୂର୍ବାହ୍ନରେ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗଧାଡିର କୋଭିଡ୍ ଯୋଦ୍ଧାମାନଙ୍କୁ ସମ୍ମାନିତ କରିବା ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ବିଭିନ୍ନ ରାଜ୍ୟ ଓ ଜିଲ୍ଲାରୁ ଫେରିଥିବା ପ୍ରବାସୀମାନଙ୍କୁ […]
ରମେଶ ମହାନ୍ତି ଜଗତସିଂହପୁର :ଏରସମା ବ୍ଲକ ଢ଼ିଙ୍କିଆ ପଂଚାୟତ ଅଧିନସ୍ଥ ଗୋବିନ୍ଦପୁର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ପ୍ରତିବର୍ଷ ଭଳି ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ଓସଡ଼ମା ତରଫରୁ ବାତ୍ୟା ଆଶ୍ରୟସ୍ତଳୀ ସ୍ତରୀୟ ସାମୁହିକ ଅବିକଳ ନକଲ (ମକଡ୍ରିଲ) ଅନୁଷ୍ଠିତ […]
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଆନୁକୂଲ୍ୟରେ ଆଜି ଭବାନୀପାଟଣା ସ୍ଥିତ ଓଡ଼ିଶା ବ୍ଲଡ଼ ବ୍ୟାଙ୍କ ଠାରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ‘ମୋ ସରକାର’ ଯୋଜନା ମାଧ୍ୟମରେ ହେଉଥିବା ଏହି ରକ୍ତ ଦାନ […]
ସୀତାରାମ ଅଗ୍ରୱାଲ ଚିଲିକା: ଚିଲିକା ବ୍ଳକ ଅନ୍ତର୍ଗତ ଶିଙ୍ଗେଶ୍ଵର ପଞ୍ଚାୟତର ଘିଅଖଲା ଗ୍ରାମର କରୋନା ମୃତକଙ୍କ ପରିବାରକୁ ସାହା ହେଲା “ସମାଜର ଦର୍ପଣ” ସ୍ବେଚ୍ଛାସେବୀ ସଂଗଠନ। ଗତ ମେ ମାସ ୨୬ ତାରିଖରେ ଘିଅଖଲା ଗ୍ରାମର ଗଣେଶ ଜୁଝାରସିଂଙ୍କ ସମ କୋଭିଡ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : ଗଞ୍ଜାମ ଓକିଲ ସଂଘର ସମ୍ପାଦକ ଭାବରେ ନିର୍ବାଚିତ ହୋଇଛନ୍ତି ବରିଷ୍ଠ ଆଇନଜୀବୀ ସୁଧାଂଶୁ ଶେଖର ପଣ୍ଡା । କରୋନା ଭାଇରସ୍ ଆତଙ୍କ କାରଣରୁ ନିର୍ବାଚନକୁ ବାତିଲ କରାଯାଇଥିବା ବେଳେ ଓଡିଶା ବାର୍ କାଉନ୍ସିଲ୍ର ନିର୍ଦ୍ଦେଶ […]
ପିଣ୍ଟୁ ବିଷୋୟୀ ବେଗୁନିଆପଡା : ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୂଲାଙ୍ଗେ ଆଜି କୋଦଳାର ବସଷ୍ଟାଣ୍ଡ ଚାରିଛକ ଠାରେ ପହଞ୍ଚି ସେଠାରେ ବିଭିନ୍ନ ଦୋକାନ ବଜାର ସଫେଇ, ମାସ୍କ ପିନ୍ଧିବା , ସାମାଜିକ ଦୂରତାର ତଦାରଖ କରିଛନ୍ତି । ଏନଏସି ତରଫରୁ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : ବ୍ରହ୍ମପୁର ସ୍ଥିତ ସଞ୍ଜୟ ମେମୋରିଆଲ ବୈଷୟିକ ଅନୁଷ୍ଠାନର ସମ୍ମିଳନୀ ଗୃହରେ ଚନ୍ଦ୍ରକଳ୍ପେଶ୍ବର ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଶ୍ରମିକଙ୍କ ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ […]
ସୀତାରାମ ଅଗ୍ରଓ୍ବାଲ ବାଣପୁର: ଗାଲୁଆ ପଞ୍ଚାୟତ ଅନ୍ତର୍ଗତ ଭୀମପୁରର ଅଗ୍ନି ବିପନ୍ନଙ୍କୁ ସହାୟତାର ହାତ ବଢାଇଛି ଭୀମପୁର କ୍ରୀଡା ସଂଘ(ବିଏସ୍ଏ)। ଅଗ୍ନି ବିପନ୍ନ ପରିବାରକୁ ଭୀମପୁର କ୍ରୀଡା ସଂଘ ପକ୍ଷରୁ ସହାୟତାର ହାତ ବଢାଯାଇଥିବା ବେଳେ କିଛି ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ କରାଯାଇଛି। […]
ବବୁଲୁ ସାହୁ କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଆନୁକୂଲ୍ୟରେ ଆଜି ରାଜୀବ ଜୀ ଉଚ୍ଚ ବିଦ୍ୟାଳୟ, ଗାଈଗାଁ ଠାରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ‘ମୋ ସରକାର’ ଯୋଜନା ମାଧ୍ୟମରେ ହେଉଥିବା ଏହି ରକ୍ତ ଦାନ […]
ରମେଶ ମହାନ୍ତି ଜଗତସିଂହପୁର : କରୋନା ମହାମାରୀ ପାଇଁ ଫିକା ପଡିଛି ଓଡିଆଙ୍କ ମୁଖ୍ୟପର୍ବ ରଜ।ଜଗତସିଂହପୁର ଜିଲ୍ଲାରେ ଦୁଇଦିନିଆ ସଟ୍ ଡାଉନ୍ ଯୋଗୁଁ ସବୁଆଡେ ଖାଁଖାଁ ଲାଗୁଥିବା ବେଳେ ରଜମୌଜରେ ଡୋରିବନ୍ଧା ହୋଇଛି।ତଥାପି ସଙ୍ଗରୋଧ କେନ୍ଦ୍ରରେ ଥିବା ଅନ୍ତେବାସୀମାନେ ଯେପରି ଦୁଃଖୀ […]
ପିଣ୍ଟୁ ବିଶୋୟୀ ବେଗୁନିଆପଡ଼ା: ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଟଙ୍କା ବଣ୍ଟାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ସଂଘର୍ଷରେ ୫ ଜଣ ଆହତ ହେବା ପରେ ବେଗୁନିଆପଡ଼ା ଫାଣ୍ଡିରେ ଦୁଇ ଜଣଙ୍କ ପକ୍ଷରୁ ପୃଥକ ପୃଥକ ଭାବେ ଦୁଇଟି […]