ପିଣ୍ଟୁ ବିଷୋୟୀ ବେଗୁନିଆପଡା : ମଦ ବିରୋଧରେ ତେଜିଲେ ସ୍ୱୟଂ ସହାୟକ ଗୋଷ୍ଠୀ। ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବଡ଼ଖଇରଖମା ପଞ୍ଚାୟତର କେ.ନୂଆପଲ୍ଲୀ ଗ୍ରାମରେ ମହିଳା ମାନେ ବେଆଇନ ମଦକୁ ବିରୋଧ କରି ଏକାଠି ହୋଇଛନ୍ତି ମହିଳା। 13ଟି ସ୍ୱୟଂ ସହାୟକ ଗୋଷ୍ଠୀର […]
ସୀତାରାମ ଅଗ୍ରଓ୍ବାଲ ବାଣପୁର : ମହାମାରୀ କରୋନା ଯୋଗୁଁ ବାଣପୁର ବ୍ଲକର ଆଉ ଦୁଇଟି ପଞ୍ଚାୟତ ସଟ୍ଡାଉନ୍ କରାଯାଇଛି। ଆଜିଠାରୁ ଆଗାମୀ ୪୮ ଘଣ୍ଟା ପାଇଁ ଦୁଇଟି ପଞ୍ଚାୟତକୁ ସଟ୍ଡାଉନ୍ ଘୋଷଣା କରାଯାଇଛି। ମିଳିଥିବା ସୂଚନା ଅନୁସାରେ ବାଣପୁର ବ୍ଲକର ନାଚୁଣୀ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବେଆଇନ ମଦ ଚାଲାଣ ଅଭିଯୋଗରେ ଆଜି ଅବକାରୀ ବିଭାଗ ୩ ଜଣଙ୍କୁ ଗିରଫ କରିଛି । ଗିରଫମାନେ ହେଲେ ଚିକିଟିର ଶ୍ରୀକାନ୍ତ ବେହେରା, ବ୍ରହ୍ମପୁରର ରବୀନ୍ଦ୍ର କୁମାର ନାୟକ ଏବଂ ସୁରଜ ହାତୀ । ଘଟଣାରୁ […]
ସୀତାରାମ ଅଗ୍ରଓ୍ବାଲ ବାଣପୁର: ଲକ୍ଡାଉନ୍ ସମୟରେ ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଏକ ଗାଡି ଚୋରି ହୋଇଛି। ବାଣପୁରର ଦକ୍ଷ ପ୍ରଜାପତି ମନ୍ଦିର ସମ୍ମୁଖରୁ ଏକ ଗାଡି ଚୋରି ହୋଇଛି। ଘଟଣାରୁ ପ୍ରକାଶ ଯେ, ଗାଡିର ମାଲିକ ୯ ନମ୍ବର ଓ୍ବାର୍ଡର ରମେଶ […]
କନ୍ଦର୍ପ ବେହେରା ରେଢାଖୋଲ : ରେଢାଖୋଲରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରେଢାଖୋଲ ବ୍ଲକ୍ ଲୁହାପଙ୍କ ହାଇସ୍କୁଲରେ ଥିବା କ୍ବାରେଣ୍ଟିନ୍ ସେଣ୍ଟରର ଜନୈକ ବ୍ୟକ୍ତିଙ୍କ ଠାରେ କରୋନା ପଜିଟିଭ୍ ଥିବା ଜଣା ପଡିଛି । ଆକ୍ରାନ୍ତଙ୍କୁ ତାଳଚେର […]
ବାଣପୁର: ସାଧରଣ ଜନତାଙ୍କ ଆଇନ ସହାୟତା ପାଇଁ ଆଂଚଳିକ ସମସ୍ତ ନ୍ୟାୟାଳୟରେ ସିନିୟର ଜଜଙ୍କ ତତ୍ତ୍ବାବଧାନରେ ତାଲୁକ ଲିଗାଲ କମିଟି ଗଠନ କରାଯାଇଛି। ସେହି କମିଟିରେ ଆଇନଜୀବି ଓ ପାରା ଲିଗାଲ ଭଲିଣ୍ଟିୟର(PLV)ରେଜିଷ୍ଟ୍ରୀଭୁକ୍ତ ସଭ୍ୟଙ୍କ ସହାୟତାରେ ଜାତୀୟ ସର୍ଭିସ ଅଥୋରିଟ୍ ଆକ୍ଟ୧୮୮୭ର […]
ପିଣ୍ଟୁ ବିଷୋୟୀ ବେଗୁନିଆପଡା: କୋଭିଡ ବିରୁଦ୍ଧରେ ଚାଲିଥିବା ସଂଗ୍ରାମରେ କରୋନା ଯୋଦ୍ଧାଙ୍କ ସମ୍ମାନରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ନେତୃତ୍ଵରେ ବେଗୁନିଆପଡା ବ୍ଲକ ଠାରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିଧାୟିକା କହିଥିଲେ ନିଜ ଜୀବନକୁ ବାଜି […]
ସୀତାରାମ ଅଗ୍ରଓ୍ବାଲ ବାଣପୁର: ଆସନ୍ତା ୩୧ ତାରିଖରୁ ଗମ୍ଭାରୀମୁଣ୍ଡା ବଜାରକୁ ତିନି ଦିନ ପାଇଁ ସଟ୍ଡାଉନ୍ ଘୋଷଣା କରାଯାଇଛି। ଗମ୍ଭାରୀମୁଣ୍ଡାରେ ରହିଥିବା କ୍ବାରେଣ୍ଟିନ୍ ସେଣ୍ଟରରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା କାରଣରୁ ସରପଞ୍ଚ ଜ୍ୟୋତ୍ସ୍ନାରାଣୀ ମହାରଥାଙ୍କ ପକ୍ଷରୁ ଏହି ପଦକ୍ଷେପ […]
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି : ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ବିଭିନ୍ନ ପ୍ରକାରର ନିୟମ ପ୍ରଣୟନ କରାଯାଇଥିବା ବେଳେ ଏହାର ସୁବିଧା ଶ୍ରମିକଙ୍କ ନିକଟରେ ଏହାର ସୁବିଧା ପହଞ୍ଚିପାରୁନାହିଁ । ସରକାରଙ୍କ ପକ୍ଷରୁ ଶ୍ରମିକ […]
ସୀତାରାମ ଅଗ୍ରଓ୍ବାଲ ବାଣପୁର : କରୋନା ମହାମାରୀକୁ ମୁକାବିଲା କରିବା ପାଇଁ ଦିନରାତି ଏକ କରିଦେଇଛନ୍ତି ଆମ ଦେଶର ପୁଲିସ, ପ୍ରଶାସନ, ଡାକ୍ତର, ସଫେଇ କର୍ମଚାରୀ ଓ ସାମ୍ବାଦିକ । ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଓଡିଶା ଦ୍ୱାରା ସମଗ୍ର […]
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲାରେ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାପାଳ ସିତାଂଶୁ କୁମାର ରାଉତ ନିମ୍ନଲିଖିତ ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରିଛନ୍ତି। ସେଗୁଡିକ ହେଲା- କଲେଜ୍ ଛକର […]
କନ୍ଦର୍ପ ବେହେରା ରେଢାଖୋଲ: ନାକଟିଦେଉଳ ବ୍ଲକ ଡଇଁଚା ଗ୍ରାମରେ ଥିବା ସେବା ସମବାୟ ସମିତି ତରଫରୁ ମାକ୍ସ ବଂଟନ କରାଯାଇଛି। ସମିତିର ସଂପାଦକ ଆର୍ତ୍ତତ୍ରାଣ ରାଉଳ ୫ ଟି ପଂଚାୟତର ସହସ୍ରାଧିକ ଚାଷୀଭାଇମାନଙ୍କୁ ମାକ୍ସବଂଟନ କରିଥିଲେ। ସାରା ଦେଶରୁ କରୋନା ମହାମାରୀକୁ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : ପ୍ରବଳ ଗ୍ରୀଷ୍ମପ୍ରବାହ ଏବଂ କରୋନା ଯୋଗୁଁ ସହରର ଥିବା ରକ୍ତଭଣ୍ଡାରରେ ରକ୍ତର ଅଭାବ ପରିଲକ୍ଷିତ ହୋଇଛି । ତେଣୁ ଗଞ୍ଜାମର କିଛି ସ୍ଥାନରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରମାନ ଆୟୋଜିତ ହେଉଛି । ଏହି ପରିପ୍ରେକ୍ଷୀରେ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : ଗୁରୁବାର ଦିନ ହଳଦିଆପଦର ନିକଟସ୍ଥ ଜାତୀୟ ରାଜପଥ ନିକଟରେ ଓଡ଼ିଶା ମୋ ପରିବାର ତରଫରୁ ଶୁଖିଲା ଖଶଦ୍ୟ ବଣ୍ଟନ କରାଯାଇଛି । କନ୍ଭେନର୍ ଅରୁପ ପଟ୍ଟନାୟକଙ୍କ ନେତୃତ୍ୱରେ ବସ୍ରେ ଆସୁଥିବା ପ୍ରବାସୀମାନଙ୍କୁ ଶୁଖିଲା ଖାଦ୍ୟ […]
ସୀତାରାମ ଅଗ୍ରଓ୍ବାଲ ବାଣପୁର: ଦି ବ୍ଲଡ଼ ଡୋନର୍ସ, ଓଡ଼ିଶା ତରଫରୁ ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକର ଗାଲୁଆ ଗ୍ରାମ ପଞ୍ଚାୟତରେ କରୋନା ଯୋଦ୍ଧା ମାନଙ୍କୁ ସମ୍ମାନିତ କରାଯାଇଛି। ସାମାଜିକ ଦୂରତ୍ୱ ରକ୍ଷା କରି ଏକ କ୍ଷୁଦ୍ର ସଭାର ଆୟୋଜନ […]
ବବୁଲୁ ସାହୁ ଗୋଲାମୁଣ୍ଡା: ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଅନିୟମିତତା ଯୋଗୁଁ ହିତାଧିକାରୀ ମାନେ ଏହାର ସୁଫଳ ପାଇପାରୁନାହାନ୍ତି। ମାସ ମାସ ଧରି ପିଡିଏସ୍ ବ୍ୟବସ୍ଥାରେ ଲୋକେ କିରୋସିନି ନପାଇ ହନ୍ତସନ୍ତ ହେବାର ଦେଖାଦେଇଛି। କଳାହାଣ୍ଡି ଜିଲ୍ଲାର ଅନ୍ୟତମ ପଛୁଆ ବ୍ଲକ୍ ଭାବରେ […]
ଗୁରୁପଦ ବେରା କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ବଗଡା ଗ୍ରାମ ପଞ୍ଚାୟତର ଜଗନ୍ନାଥପୁର ଗ୍ରାମର ବଣିକୁନ୍ଦ ମଠରେ ଏକ ନୂତନ ଶିବଲିଙ୍ଗ ପ୍ରତିଷ୍ଠା କରାଯାଇଛି । କରୋନା ମହାମାରୀ କାୟା ବିସ୍ତାର କରିଥିଲା ବେଳେ କରୋନାରୁ ରକ୍ଷା ପାଇବା ପାଇଁ ଗ୍ରାମବାସୀ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର :କରୋନା ଲଢ଼େଇରେ ସ୍ୱେଚ୍ଛାସେବୀ ସଂଗଠନ ଏବଂ ସମାଜର ବିଭିନ୍ନ ସ୍ତରର ବ୍ୟକ୍ତିବିଶେଷ ନିଜକୁ ସାମିଲ କରିଛନ୍ତି । ଏହିଭଳି ବିପତ୍ତି ସମୟରେ ଲୋକଙ୍କୁ ସାହାଯ୍ୟ କରୁଥିବା କରୋନା ଯୋଦ୍ଧାଙ୍କୁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ରେଡ଼୍ଜୋନ୍ରେ ଥିବା ଗଂଜାମ ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ପ୍ରତିଦିନ କିଛି କିଛି ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ତା’ଠାରୁ ଅଧିକ ବ୍ୟକ୍ତି ସୁସ୍ଥ ହେଉଥିବା ଖବର ଆଶ୍ୱସ୍ତି ଆଣିଦେଇଛି। ଆଜି […]
କନ୍ଦର୍ପ ବେହେରା ରେଢାଖୋଲ: ସମଗ୍ର ଦେଶରେ କରୋନା ଭାଇରସ୍ ଯୋଗୁଁ ଲକ୍ ଡାଉନ୍ ଥିବାରୁ ସାଧାରଣ ଜନତା ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ଶ୍ରମିକ, କୁଲି ଏବଂ ରିକ୍ସା ଚାଳକ ମାନେ ମଧ୍ୟ ନିଜ ରୋଜଗାରକୁ ହରାଇ ଭୋକ ଉପାସରେ ଦିନ […]
କନ୍ଦର୍ପ ବେହେରା ରେଢାଖୋଲ : ଦିନକୁ ଦିନ ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ବଢିଚାଲିଥିବା ବେଳେ ସମ୍ବଲପୁର ଜିଲ୍ଲା ରେଢାଖୋଲ ଅଂଚଳରେ ପାନୀୟ ଜଳର ଉତ୍କଟ ଅଭାବ ଦେଖା ଦେଇଛି । ସମ୍ବଲପୁର ଜିଲ୍ଲା ରେଢାଖୋଲ ଏନ୍ଏସିର ଶୁଣ୍ଡିମୁଣ୍ଡା ଗ୍ରାମରେ ପାନୀୟ ଜଳର […]