ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : କରୋନା ସଂକଟକାଳ ଏବଂ ଗ୍ରୀଷ୍ମଋତୁ ପ୍ରଭାବରୁ ରକ୍ତର ଅଭାବ ଦୂର କରିବା ପାଇଁ ଆଜି ବ୍ରହ୍ମପୁର ଟାଉନ୍ ଥାନା ପକ୍ଷରୁ ଏକ ଅଭିନବ ପ୍ରୟାସ କରାଯାଇଛି । ଥାନା ପକ୍ଷରୁ ଏକ ରକ୍ତଦାନ ଶିବିରର […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : ସଂପ୍ରତି ଦେଶ ତଥା ବିଶ୍ୱରେ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଲକ୍ଡ଼ାଉନ୍ ଚାଲିଥିବା ସମୟରେ ରାଜ୍ୟରେ ଯେପରି କୌଣସି ଲୋକ ଭୋକରେ ନରୁହେ ସେଥିପାଇଁ ଅନେକ ସଂସ୍ଥା ଆଗେଇ ଆସିଛନ୍ତି । କିଛି ଉତ୍ସାହୀ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ୪୬ତମ ପୁଣ୍ୟତିଥି ଅବସରରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍ ବହୁମୁଖୀ ସଂଘ ତରଫରୁ ପାଳିତ ହୋଇଯାଇଛି । ଏମ୍କେସିଜି ମେଡ଼ିକାଲ୍ କଲେଜ ସମ୍ମୁଖରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦିଆଯିବା […]
ରମେଶ ମହାନ୍ତି ଜଗତସିଂହପୁର : ଆମ୍ପାନ ମହାବାତ୍ୟାରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାରେ ବିଶେଷ କ୍ଷୟକ୍ଷତି ହୋଇଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିଲେ । ଏହି ଅଘଟଣରେ ଦୁଃଖ ପ୍ରକାଶ କରି ମହୁବା ଗୁଜୁରାଟର ସନ୍ଥ ଶ୍ରୀ ମୋରାରୀ […]
ରମେଶ ମହାନ୍ତି ଜଗତସିଂହପୁର: ଦ୍ରୁତ ବେଗରେ ସଂକ୍ରମଣ ହେଉଥିବା କରୋନା ଭୂତାଣୁ ଦାଉରୁ ରକ୍ଷା ପାଇବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସହିତ ଏନେଇ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି। ଏମିତିକି ଲକଡାଉନ୍ ସମୟରେ ଲୋକମାନଙ୍କର ସମସ୍ୟା […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜେଇ ଚୋରାଚାଲାଣ କରୁଥବା ଅଭିଯୋଗରେ ବଡ଼ବଜାର ପୋଲିସ୍ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ନିକଟରୁ ୨୫ କିଲୋ ଗଂଜେଇ ସହ ଏକ ପଲସର ଗାଡ଼ି ଜବତ ହୋଇଛି । ଘଟଣାରୁ ପ୍ରକାଶ ଯେ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲାକୁ ପ୍ରବାସୀଙ୍କ ଆଗମନ ଲାଗି ରହିଥିବାବେଳେ ପୂର୍ବରୁ ଜଗନ୍ନାଥପୁର ଷ୍ଟେସନରେ ଟ୍ରେନ ରହୁଥିବାବେଳେ ବର୍ତ୍ତମାନ ବ୍ରହ୍ମପୁର ଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରେ ଗଂଜାମ ଜିଲ୍ଲା ପ୍ରବାସୀମାନେ ଓହ୍ଲାଇ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ଯାଉଛନ୍ତି । ଆଜି […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ମହାନଗର ନିଗମ ଅନ୍ତର୍ଗତ ବଡ଼ବଜାର ଅଂଚଳର ଶଙ୍କରପୁର ସାହିରୁ ପୂର୍ବରୁ ଘୋଷଣା କରାଯାଇଥିବା କଣ୍ଟେନ୍ମେଣ୍ଟ ଜୋନ୍କୁ ଉଠାଇ ଦିଆଯାଇଛି । ସୂଚନାଯୋଗ୍ୟ ଏହି ସାହିରେ କିଛି କରୋନା ପଜିଟିଭ୍ ମାମଲା ବାହାରିବା ଯୋଗୁଁ ମହାନଗର ନିଗମ […]
ସୀତାରାମ ଅଗ୍ରଓ୍ବାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁରରେ ଦିନକୁ ଦିନ ମଦୁଆ ଏବଂ ଜୁଆଡିଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ଏହାର ପ୍ରତିବାଦରେ ଗ୍ରାମର ବିଭିନ୍ନ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଏକ ପ୍ରତୀକାତ୍ମକ ଶୋଭାଯାତ୍ରା କରାଯାଇଛି। ବାଣପୁର ବ୍ଲକ […]
ରଞ୍ଜିତ ପଣ୍ଡା କୁଜଙ୍ଗ : କରୋନା ମୁକାବିଲା କ୍ଷେତ୍ରରେ କୁଜଙ୍ଗ ଅଂଚଳରେ ଉଲ୍ଲେଖନୀୟଭାବେ କାର୍ଯ୍ୟ କରିଥିବା ବିଭିନ୍ନ କରୋନା ଯୋଦ୍ଧା ମାନଙ୍କୁ ଆଜି ଉତ୍କଳୀୟମ ଫାଉଣ୍ଡେନ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଟ୍ରଷ୍ଟର ଅଧ୍ୟକ୍ଷ ରାଜୀବଲୋଚନ ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : ବ୍ରହ୍ମପୁର ଗେଟ୍ ବଜାର ଠାରେ ଆର୍ଜେ ଫ୍ୟାନ୍ କ୍ଲବ ପକ୍ଷରୁ ରକ୍ତ ଦାନ ଶିବିର କରାଯାଇଛି । କରୋନା ଭୁତାଣୁ ଜନିତ କଟକଣା କାରଣରୁ ରକ୍ତଭଣ୍ଡାରରେ ରକ୍ତର ଅଭାବ କାରଣରୁ ରୋଗୀଙ୍କ ସୁବିଧା ପାଇଁ […]
କନ୍ଦର୍ପ ବେହରା ରେଢାଖୋଲ: ଆଜି ନାକଟିଦେଉଳ ବ୍ଲକର ବାଟଗାଁରେ ଜଣେ ମହିଳା ପତ୍ର ତୋଳାଳିିଙ୍କୁ ହାତୀ ଦଳି ଦେଇଥିବା ଖବର ହସ୍ତଗତ ହୋଇଛି। ପ୍ରକାଶ ଯେ ନାକ୍ଟିଦେଉଳ ରେଞ୍ଜ ଅଧିନସ୍ଥ ବାଟଗାଁ ପଂଚାୟତର ବେଠିଆବେନି ଗ୍ରାମରେ ଜଣେ ମହିଳା ପତ୍ର ତୋଳି […]
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଆନୁକୂଲ୍ୟରେ ଆଜି ଧର୍ମଗଡ଼ ଥାନା ଅନ୍ତର୍ଗତ ବଗାଡ ପଞ୍ଚାୟତ ଅଫିସ୍ ଠାରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ‘ମୋ ସରକାର’ ଯୋଜନା ମାଧ୍ୟମରେ ହେଉଥିବା ଏହି ରକ୍ତ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର :ଆଜି ବ୍ରହ୍ମପୁର କିନ୍ନର ମହାସଂଘ ତଥା ସାକ୍ଷୀ ତରଫରୁ ଓଡିଶା ବାହାରେ ରହିଥିବା ପ୍ରବାସୀ ଶ୍ରମିକ ମାନଙ୍କୁ ରନ୍ଧା ଖାଦ୍ୟ ଓ ପାଣି ବଣ୍ଟନ କରାଯାଇଛି । କରୋନା ପାଇଁ ରାଜ୍ୟ ବାହାରେ ଥିବା ଶ୍ରମିକ […]
ରଞ୍ଜିତ ପଣ୍ଡା କୁଜଙ୍ଗ : କୁଜଙ୍ଗ ଥାନା ଅନ୍ତର୍ଗତ ଜିଲ୍ଲାନାସୀ ଗ୍ରାମରେ ବାଲି ଚୋରାଚାଲାଣକୁ ନେଇ ଥାନାରେ ଅଭିଯୋଗ କରାଯାଇଛି । ସରପଞ୍ଚ ଏବଂ ତାଙ୍କ ପୁଅ ବାଲି ଚୋରାଚାଲାଣ କରିବା ସହିତ ଏହାର ବିରୋଧ କରିବାରୁ ଗ୍ରାମବାସୀଙ୍କୁ ଆକ୍ରମଣ କରିଥିବା […]
ରଞ୍ଜିତ ପଣ୍ଡା କୁଜଙ୍ଗ : ମାନବ ସେବା ହିଁ ମାଧବ ସେବା ନୀତିକୁ ଆପଣାଇ ଜଣେ ମହିଳାଙ୍କ ଜୀବନ ବଞ୍ଚାଇଛନ୍ତି ବ୍ଲକ୍ ଅଧ୍ୟକ୍ଷା । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ରଘୁନାଥପୁର ବ୍ଲକ ପଞ୍ଚାୟତ ସମିତି ଅଧକ୍ଷା ସ୍ଵପ୍ନସରିତା ବଳ […]
ପିଣ୍ଟୁ ବିଷୋୟୀ ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଗସ୍ତ କରି କରୋନା ସ୍ଥିତି ସମୀକ୍ଷା କରିଛନ୍ତି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ। ବ୍ଲକର 22 ଗୋଟି ପଞ୍ଚାୟତରେ ଥିବା କ୍ୱାରେଣ୍ଟିନ ସେଣ୍ଟର ଗୁଡିକ ପରିଦର୍ଶନ କରିବା ସହ କ୍ୱାରେଣ୍ଟିନ […]
ସୀତାରାମ ଅଗ୍ରଓ୍ବାଲ ବାଣପୁର: ବାଣପୁର ଅନ୍ତର୍ଗତ ତୁମୁରାପୁଟ ପଞ୍ଚାୟତରେ ରାସନ କାର୍ଡକୁ ନେଇ ଏକ ବଡ ଘୋଟାଲା ସାମ୍ନାକୁ ଆସିଛି। ରାସନ୍ କାର୍ଡ ଥାଇ ମଧ୍ୟ ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି ହିତାଧିକାରୀ। ସରକାରୀ ଗରିବ ତଥା ଖଟିଖିଆ ଲୋକଙ୍କ […]
ସୀତାରାମ ଅଗ୍ରଓ୍ବାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଲକ ଅନ୍ତର୍ଗତ ବଉଳାବନ୍ଧ ପଞ୍ଚାୟତର ଦାଶରଥିପୁର ଶାସନରୁ ଜଙ୍ଘୀ ଏକ ଭାଲୁ ଉଦ୍ଧାର ହୋଇଛି। ଦୁଇଟି ଜଙ୍ଘୀ ଭାଲୁ ପରସ୍ପର ମଧ୍ୟରେ ଝଗଡା ହୋଇ ଦୌଡ଼ା ଦୌଡ଼ି ହୋଇ ଯାଉଥିବା ବେଳେ ସେମାନଙ୍କ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : ସବୁଠାରୁ ସଙ୍କଟମୟ ସ୍ଥିତିରେ ସାରା ବିଶ୍ୱ ଗତି କରୁଥିବା ବେଳେ ଭାରତର କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିଛି । ଓଡ଼ିଶାରେ ମଧ୍ୟ ବିଗତ କିଛି ଦିନ ଭିତରେ ରେକର୍ଡ଼ ପରିମାଣର ରୋଗୀ ବୃଦ୍ଧି […]
ଚନ୍ଦ୍ରକାନ୍ତି ବୌଦ୍ଧ ନରସିଂହପୁର : ସାରା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଥିବା ବେଳେ ପ୍ରବାସୀ ଓଡ଼ିଆଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । କଟକ ଜିଲ୍ଲା ନରସିଂହପୁର ବ୍ଲକରେ ସମୁଦାୟ 2198 ଜଣ ପ୍ରବାସୀ […]