Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବିଜେପି ନେତା କିରିଟ ସୋମାୟା ଏବଂ ତାଙ୍କ ପୁଅ ନୀଲ ସୋମାୟାଙ୍କ ବିରୋଧରେ ମାମଲା ରୁଜୁ
ଅପରାଧ

ବିଜେପି ନେତା କିରିଟ ସୋମାୟା ଏବଂ ତାଙ୍କ ପୁଅ ନୀଲ ସୋମାୟାଙ୍କ ବିରୋଧରେ ମାମଲା ରୁଜୁ

April 7, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବିଜେପି ନେତା ତଥା ପୂର୍ବତନ ସାଂସଦ କିରିଟ ସୋମାୟା ଏବଂ ତାଙ୍କ ପୁଅ ନୀଲ ସୋମାୟାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସେମାନଙ୍କ ଉପରେ ଆଇଏନଏସ ବିକ୍ରାନ୍ତର ସଂରକ୍ଷଣ ନାମରେ ଲୋକଙ୍କ ବିଶ୍ୱାସ ଜିତି ଟଙ୍କା ସଂଗ୍ରହ କରିଥିବା ଅଭିଯୋଗ ହୋଇଛି। ଆଇପିସିର ଧାରା ୪୨୦, ୪୦୬, ୩୪ ଅନୁଯାୟୀ ମୁମ୍ବାଇର ଟ୍ରାମ୍ବେ ପୋଲିସ ଏକ ମାମଲା ରୁଜୁ କରିଛି। ଆରଟିଆଇ ଆଧାରରେ ପୂର୍ବତନ ସୈନିକ ବବନ ଭୋସଲେଙ୍କ ଅଭିଯୋଗ ଉପରେ ଏକ ମାମଲା ରୁଜୁ ହୋଇଛି।

କେନ୍ଦ୍ର ବନାମ ରାଜ୍ୟର ଲଢେଇରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କାର୍ଯ୍ୟାନୁଷ୍ଠାନକୁ ସାମ୍ନା କରୁଥିବା ଶିବସେନା ସାଂସଦ ସଞ୍ଜୟ ରାଉତ ଗତକାଲି ବିଜେପି ନେତା କିରିଟ ସୋମାୟାଙ୍କ ଉପରେ ଏକ ବଡ ଅଭିଯୋଗ ଆଣିଥିଲେ। ସଞ୍ଜୟ ରାଉତ ଅଭିଯୋଗ କରିଥିଲେ ଯେ, କିରିଟ୍ ସୋମାୟା ଆଇଏନଏସ ବିକ୍ରାନ୍ତ ପାଇଁ ସଂଗ୍ରହ କରିଥିବା ଅର୍ଥ ରାଶିକୁ ରାଜ ଭବନରେ ଜମା କରାଯାଉଥିଲା। କିନ୍ତୁ ଏହାକୁ ସେଠାରେ ସେ ଜମା ନକରି ନିଯେ ବ୍ୟବହାର କରିଥିଲେ।

ଆଇଏନଏସ ବିକ୍ରାନ୍ତ କିରିଟ ସୋମାୟା ପୂର୍ବତନ ସାଂସଦ ବିଜେପି ନେତା ମାମଲା ରୁଜୁ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରତିବର୍ଷ ୧୦ ହଜାର ଭାରତୀୟଙ୍କୁ ଇସ୍ରାଏଲ ଦେବ ନିଯୁକ୍ତି?: ମୋଦି ଏବଂ ନେତାନ୍ୟାହୁଙ୍କ ବୈଠକରେ ନିଷ୍ପତ୍ତି

February 28, 2026

ବୁଲେଟ୍ ସ୍କୁଟି ମୁହାଁମୁହିଁ ଧକ୍କା: ଚାଳକ ମୃତ, ଅନ୍ୟ ୩ ଗୁରୁତର

February 28, 2026

ଇରାନ ଉପରେ ବଡ଼ ଆକ୍ରମଣ କଲା ଇସ୍ରାଏଲ: ତେହେରାନ ସମେତ ଅନେକ ସ୍ଥାନରେ ବିସ୍ଫୋରଣ

February 28, 2026

“ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ ବଢୁଥିବା ଅର୍ଥନୀତି”: ମୁମ୍ବାଇରେ ପହଞ୍ଚି ଭାରତକୁ ପ୍ରଶଂସା କଲେ କାନାଡା ପିଏମ

February 28, 2026
Latest News

ପ୍ରତିବର୍ଷ ୧୦ ହଜାର ଭାରତୀୟଙ୍କୁ ଇସ୍ରାଏଲ ଦେବ ନିଯୁକ୍ତି?: ମୋଦି ଏବଂ ନେତାନ୍ୟାହୁଙ୍କ ବୈଠକରେ ନିଷ୍ପତ୍ତି

February 28, 2026

ବୁଲେଟ୍ ସ୍କୁଟି ମୁହାଁମୁହିଁ ଧକ୍କା: ଚାଳକ ମୃତ, ଅନ୍ୟ ୩ ଗୁରୁତର

February 28, 2026

ନବୀନ ପଟ୍ଟନାୟକ ଘୋଷଣା କଲେ ଦୁଇ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ, ସେମାନଙ୍କ ନାମ ହେଲା

February 28, 2026

ଇରାନ ଉପରେ ବଡ଼ ଆକ୍ରମଣ କଲା ଇସ୍ରାଏଲ: ତେହେରାନ ସମେତ ଅନେକ ସ୍ଥାନରେ ବିସ୍ଫୋରଣ

February 28, 2026

“ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ ବଢୁଥିବା ଅର୍ଥନୀତି”: ମୁମ୍ବାଇରେ ପହଞ୍ଚି ଭାରତକୁ ପ୍ରଶଂସା କଲେ କାନାଡା ପିଏମ

February 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.