Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»୨ କିଗ୍ରା ଗଞ୍ଜେଇ ଜବତ: ୩ ଗିରଫ
ଅପରାଧ

୨ କିଗ୍ରା ଗଞ୍ଜେଇ ଜବତ: ୩ ଗିରଫ

February 11, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ପୋଲିସ୍ ଦୁଇ କିଗ୍ରା ଗଞ୍ଜେଇ ସହିତ ତିନି ଜଣଙ୍କୁ ଗିରଫ କରିଛି। ଶୁଣ୍ଢିମୁଣ୍ଡାଠାରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ବାଇକରୁ ୨ କେଜି ଗଞ୍ଜେଇ ଜବତ କରିବା ସହ ବାଉଁଶୁଣୀ ଅଂଚଳର ୩ ଜଣ ଚୋରାବେପାରିଙ୍କୁ ଗିରଫ୍ କରିଛି।

ଚାଲାଣକାରୀମାନେ ଏକ ମୋଟର ସାଇକେଲ ସାହାଯ୍ୟରେ ବୌଦ୍ଧରୁ ରେଢାଖୋଲ ଅଭିମୁଖେ ଆସୁଥିବା ବେଳେ ପୋଲିସ୍‌ ସେମାନଙ୍କୁ ଧରିବାରେ ସଫଳ ହୋଇଥିଲା। ଗିରଫ ବେପାରିମାନେ ହେଲେ ବାଉଁଶୁଣୀ ଥାନା ଚମଡାବାହାଲ ଗ୍ରାମର ନରୋତମ୍ ଲୁହା, ସୁଶିଲ ଲୁହା ଏବଂ ପଙ୍କୁଆଲ ପଡାର ସୁଦର୍ଶନ ଭୋଇ। ଅଭିଯୁକ୍ତମାନଙ୍କୁ ପୋଲିସ୍ ଆଜି କୋର୍ଟ ଚାଲାଣ କରିଥିଲା। ଜାମିନ୍ ନାମଂଜୁର ହେବାରୁ ସେମାନଙ୍କୁ ହାଜକୁ ପଠାଯାଇଛି।

 

ganjei rairakhol
Share. Facebook Twitter LinkedIn Email WhatsApp Copy Link

Related Posts

ଦିଲ୍ଲୀରେ କଡ଼ା ସୁରକ୍ଷା: ପଦଯାତ୍ରା ପୂର୍ବରୁ ଅଭିଜିତ ଦୀପକେ ଅଟକ

October 16, 2026

ଟିମ୍ ଇଣ୍ଡିଆକୁ ଫେରିଲେ ଭୁବନେଶ୍ୱର କୁମାର: ପଞ୍ଚମ ଟି-୨୦ରେ ମିଳିବ ସୁଯୋଗ?

October 16, 2026

ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

October 16, 2026

ଆଜି ୱାର୍ଲ୍ଡ ଚାମ୍ପିଅନସିପ୍ ଅଫ୍ ଲିଜେଣ୍ଡସ୍‌ର ସେମିଫାଇନାଲ୍ ମ୍ୟାଚ: ଜାଣନ୍ତୁ ସମୟ

October 16, 2026
Latest News

ଦିଲ୍ଲୀରେ କଡ଼ା ସୁରକ୍ଷା: ପଦଯାତ୍ରା ପୂର୍ବରୁ ଅଭିଜିତ ଦୀପକେ ଅଟକ

October 16, 2026

ଡୋଭାଲଙ୍କ ସମର୍ଥନରେ ବାହାରିଲେ ପୂର୍ବତନ ସୈନିକ: ରାହୁଲ ଗାନ୍ଧୀଙ୍କ ବିରୋଧରେ ପ୍ରତିବାଦ

October 16, 2026

ଟିମ୍ ଇଣ୍ଡିଆକୁ ଫେରିଲେ ଭୁବନେଶ୍ୱର କୁମାର: ପଞ୍ଚମ ଟି-୨୦ରେ ମିଳିବ ସୁଯୋଗ?

October 16, 2026

ଷ୍ଟାରଲିଙ୍କ୍ ବିବାଦ: ମସ୍କଙ୍କ ଉପରେ ବର୍ଷିଲେ ଓୱେସି, ବିଜେପିକୁ ମଧ୍ୟ କଲେ ଟାର୍ଗେଟ

October 16, 2026

ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

October 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.