ବଡ଼ଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସାନଭାଇ

Published: Feb 15, 2020, 9:52 am IST

ସମୀକ୍ଷା ବ୍ୟୁରୋ

ନୂଆପଡା : ନୂଆପଡା ଜିଲ୍ଲା କୋମନାରେ ଏକ ଅଭାବନୀୟ ଘଟଣା ଘଟିଛି । ବଡଭାଇଙ୍କୁ ଟାଙ୍ଗିଆରେ ହାଣିଛି ସାନଭାଇ । ପାରିବାରିକ କଳହ ପାଇଁ ଏପରି ହତ୍ୟାକାଣ୍ଡ ଘଟିଥିବାର ସୂଚନା ମିଳିଛି । ବାପାଙ୍କ ଏତଲା ଭିତ୍ତିରେ ଅଭିଯୁକ୍ତ ସାନ ଭାଇଙ୍କୁ ଥାନାରେ ଅଟକ ରଖାଯାଇଛି । ଘରୋଇ କହଳ କାରଣରୁ ବହୁମୂଲ୍ୟ ଦେବାକୁ ପଡିଛି । ସାନଭାଇ ରାଗରେ ଟାଙ୍ଗିଆରେ ହାଣି ବଡଭାଇକୁ ହତ୍ୟା କରିଛି ।

Related posts