Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଡେଟିଂ ଆପ୍‌ ଜରିଆରେ ବ୍ୟକ୍ତିଙ୍କୁ ଫସାଇଲେ ମହିଳା, ତା’ପରେ କରିଲେ ଏହି କାମ
ଅପରାଧ

ଡେଟିଂ ଆପ୍‌ ଜରିଆରେ ବ୍ୟକ୍ତିଙ୍କୁ ଫସାଇଲେ ମହିଳା, ତା’ପରେ କରିଲେ ଏହି କାମ

October 19, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଗୁରୁଗାଓଁ : ଏବେ ଅନଲାଇନ୍‌ର ସମୟ । ସ୍ମାର୍ଟ ଫୋନ୍‌ ଯୋଗୁଁ ଲୋକେ ଏବେ ପ୍ରାୟ ସବୁ ଅନଲାଇନ୍‌ରେ କରିବାକୁ ଭଲପାଉଛନ୍ତି ।ଏବେ ଅନଲାଇନ୍‌ ଡେଟିଂ ଆପ୍‌ର ମଧ୍ୟ ଲୋକପ୍ରିୟତା ବଢିଛି । ତେବେ ଏହି ଡେଟିଂ ଆପ୍‌ ଯୋଗୁଁ ପାର୍ଟନର୍‌ ଖୋଜିବା ସହଜ ହେଉଛି । କିନ୍ତୁ ଏହି ଅନଲାଇନ୍‌ ଡେଟିଂ ଆପ୍‌ ଯୋଗୁଁ କିଛି ଲୋକଙ୍କ ଜୀବନ ବରବାଦ ହେଉଥିବାବେଳେ କିଛି ଲୋକେ ଏହାର ଫାଇଦା ଉଠାଉଛନ୍ତି । ଡେଟିଂ ଆପ୍‌ର ଫାଇଦା ଉଠାଇ ଜଣେ ମହିଳା ଜଣେ ବ୍ୟକ୍ତିଙ୍କୁ ବ୍ଲାକ୍‌ମେଲ୍‌ କରିଥିବାର ଘଟଣା ସାମ୍ନାକୁ ଆସିଛି ।

ମିଳିଥିବା ସୂଚନା ଅନୁସାରେ ଗୁରୁଗାଓଁର ଜଣେ ମହିଳା ଡେଟିଂ ଆପ୍‌ ଜରିଆରେ ଜଣେ ବ୍ୟକ୍ତିଙ୍କୁ ଫସାଇ ବ୍ଲାକମେଲ କରିଛନ୍ତି । ଡେଟିଂ ଆପ୍‌ ଜରିଆରେ ଦୁହେଁ ପରିଚିତ ହୋଇଥିବାବେଳେ ଦୁହେଁ ନିଜ ଫୋନ ନମ୍ବର ଦିଆନିଆ ହୋଇଥିଲେ । କିଛି ସମୟଦୁହେଁ ଚାର୍ଟିଂ କରିବା ପରେ ଫୋନ୍‌ ନମ୍ବର ଦିଆନିଆ ହୋଇଥିଲେ । ଏହାପରେ ଦୁହେଁ ଭିଡିଓ କଲ୍‌ରେ ମଧ୍ୟ କଥାବାର୍ତ୍ା ହୋଇଥିଲେ । କିନ୍ତୁମହିଳା ଜଣକ ଏହାର ଫାଇଦା ଉଠାଇ ବ୍ୟକ୍ତିଙ୍କର ନ୍ୟୁଡ୍‌ ଭିଡିଓ ବନାଇଥିବାର ଅଭିଯୋଗ କରିଛନ୍ତି ବ୍ୟକ୍ତି ଜଣକ । ଏହା ପରେ ମହିଳା ଜଣକ ତାଙ୍କୁ ବ୍ଲାକ୍‌ମେଲ୍‌ କରି 5000ଟଙ୍କା ମାଗିଥିଲେ ।

ଏହା ପରେ ମହିଳା ଜଣକ ଆହୁରି ଟଙ୍କା ଦାବି କରିଥିଲେ । ବ୍ୟକ୍ତିଜଣକ ଦେବାକୁ ମନା କରିବାରୁ ମହିଳା ଜଣଙ୍କ ତାଙ୍କ ବିରୋଧରେ ‘ଅନଲାଇନ୍‌ ଦୁଷ୍କର୍ମ’ର ମାମଲା କରିବେ ବୋଲି ଧମକ ଦେଇଥିଲେ । ଏହାପରେ ବ୍ୟକ୍ତିଙ୍କ ନ୍ୟୁଡ୍‌ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏହାପରେ ବ୍ୟକ୍ତିଜଣକ ଉକ୍ତ ମହିଳାଙ୍କ ବିରୋଧରେ ପୋଲିସ୍‌ରେ ଅଭିଯୋଗ କରିଥିଲେ । ପୋଲିସ୍‌ ଏହି ମାମଲାକୁ ଗ୍ରହଣ କରି ଆଇପିସି ଓ ଆଇଟି ଆକ୍ଟର ବିଭିନ୍ନ ଧାରା ଆଧାରରେ ମୋକଦ୍ଦମା ଦାଏର କରି ଯାଞ୍ଚ ଆରମ୍ଭ କରିଛି । (ଏଜେନ୍ସି)

onlinedating
Share. Facebook Twitter LinkedIn Email WhatsApp Copy Link

Related Posts

ଏନ୍‌ଆଇସିୟୁରେ ଅଗ୍ନିକାଣ୍ଡ: ୩ ଶିଶୁ ମୃତ

August 24, 2026

ବଡ଼ ମାଓ ଡମ୍ପ୍‌ ଠାବ: ମାଟି ତଳୁ ମିଳିଲା ୨୩ ବନ୍ଧୁକ, ୪୯୨ ଗୁଳି

August 24, 2026

ଚାଷ କାମ ସାରି ଫେରୁଥିବାବେଳେ ଅଘଟଣ: ବିଦ୍ୟୁତ୍ ଆଘାତରେ ୨ ଚାଷୀ ମୃତ

August 24, 2026

ମା’ଙ୍କୁ ମାରି ଘରେ ପୋତିଦେଲା ପୁଅ, ପଚା ଗନ୍ଧରୁ ଖୋଲିଲା ରହସ୍ୟ

August 24, 2026
Latest News

ଏନ୍‌ଆଇସିୟୁରେ ଅଗ୍ନିକାଣ୍ଡ: ୩ ଶିଶୁ ମୃତ

August 24, 2026

ବଡ଼ ମାଓ ଡମ୍ପ୍‌ ଠାବ: ମାଟି ତଳୁ ମିଳିଲା ୨୩ ବନ୍ଧୁକ, ୪୯୨ ଗୁଳି

August 24, 2026

ଚାଷ କାମ ସାରି ଫେରୁଥିବାବେଳେ ଅଘଟଣ: ବିଦ୍ୟୁତ୍ ଆଘାତରେ ୨ ଚାଷୀ ମୃତ

August 24, 2026

ମା’ଙ୍କୁ ମାରି ଘରେ ପୋତିଦେଲା ପୁଅ, ପଚା ଗନ୍ଧରୁ ଖୋଲିଲା ରହସ୍ୟ

August 24, 2026

ଓଡ଼ିଶା ଲୋକାୟୁକ୍ତ ଚୟନ କମିଟିର ସଦସ୍ୟ ହେଲେ ପୂର୍ବତନ CJI ଜଷ୍ଟିସ୍‌ ଗୋପାଳ ବଲ୍ଲଭ ପଟ୍ଟନାୟକ

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.