Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୋରୋନା ଆତଙ୍କ ସତ୍ତ୍ବେ ଜାନ୍‌ର ସୁଟିଂ ଆରମ୍ଭ : ପୂଜା ହେଗଡେଙ୍କ ଭିଡିଓ ଭାଇରାଲ୍‌
ଆଜିର ଖବର

କୋରୋନା ଆତଙ୍କ ସତ୍ତ୍ବେ ଜାନ୍‌ର ସୁଟିଂ ଆରମ୍ଭ : ପୂଜା ହେଗଡେଙ୍କ ଭିଡିଓ ଭାଇରାଲ୍‌

March 17, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ହାଇଦ୍ରାବାଦ : କୋରୋନା ଭାଇରସ୍‌ ଆତଙ୍କ କାରଣରୁ ପ୍ରାୟ ସମସ୍ତ ଫିଲ୍ମ କଳାକାର ନିଜ ଫିଲ୍ମର ସୁଟିଂ ବନ୍ଦ ରଖିଥିବା ବେଳେ ପ୍ରଭାସ୍‌ଙ୍କ ଅପ୍‌କମିଙ୍ଗ ଫିଲ୍ମ ଜାନ୍‌ର ସୁଟିଂ ଜାରି ରହିଛି । ଜର୍ଜିଆରେ ଏହି ଫିଲ୍ମର ସୁଟିଂ ଜାରି ରହିଥିବା ବେଳେ ଫିଲ୍ମ ସେଟ୍‌ରୁ ଏକ ଭିଡିଓକୁ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି ପୂଜା ହେଗ୍‌ଡେ । ଫିଲ୍ମର ନାୟିକା ରହିଥିବା ପୂଜା ଏହି ଭିଡିଓଟିକୁ ସେୟାର କରିଥିବା ବେଳେ ଏହି ଭିଡିଓଟି ଭାଇରାଲ୍‌ ହୋଇଛି । ପୂଜା ଏକ ଝରକା ବାହାରକୁ ବାହାରି ବରଫ ବର୍ଷାରେ ଭିଜୁଥିବାର ଦେଖିବାକୁ ମିଳିଛି । ମାର୍ଚ୍ଚ 15ରୁ ଏହି ଫିଲ୍ମର ସୁଟି ଆରମ୍ଭ ହୋଇଛି । ଏହି ଭିଡିଓ ପରେ ପୂଜାଙ୍କ ଫ୍ୟାନ୍‌ ମାନେ ତାଙ୍କୁ କୋରୋନା ଭାଇରସ୍‌ରୁ ସତର୍କ ରହିବା ପାଇଁ କହିଛନ୍ତି ।

https://www.instagram.com/p/B90txuxFH-O/?utm_source=ig_embed&utm_campaign=embed_video_watch_again

ଏହି ଫିଲ୍ମ ପାଇଁ ପ୍ରଭାସ୍‌ 10 କିଗ୍ରା ଓଜନ ହ୍ରାସ କରିଥିବା ବେଳେ ଫିଲ୍ମରେ ଜବରଦସ୍ତ ଆକ୍ସନ୍‌ ଦେଖିବାକୁ ମିଳିଛି । ପ୍ରଭାସ୍ ଏହି ଫିଲ୍ମରେ ସାର୍ଟଲେସ୍‌ ଅବତାରରେ ମଧ୍ୟ ଦେଖିବାକୁ ମିଳିବ ।

PRABHASH
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଅଗଷ୍ଟ ୭ ତାରିଖ ଶୁକ୍ରବାରରେ ଏହି ଆଠଟି ରାଶି ରୁହନ୍ତୁ ସାବଧାନ

August 7, 2026

ପ୍ରଥମ ଶ୍ରେଣୀ ବହି ବିବାଦ: ତ୍ରୁଟି ଅଭିଯୋଗକୁ ଖଣ୍ଡନ କଲେ ଗଣଶିକ୍ଷା ମନ୍ତ୍ରୀ, ଖୁବଶୀଘ୍ର ମିଳିବ ସଂଶୋଧିତ ବହି

August 7, 2026

ବଡ଼ଭାଇଙ୍କୁ ହତ୍ୟା କଲା ସାନଭାଇ

August 7, 2026

ବରଗଡ଼ରେ ଓକିଲ ସଂଘ ସଭାପତିଙ୍କୁ ମଦ୍ୟପଙ୍କ ଆକ୍ରମଣ, ଗୁରୁତର ଆହତ; ୩ ଅଭିଯୁକ୍ତ ଗିରଫ

August 6, 2026
Latest News

ଆଜି ଅଗଷ୍ଟ ୭ ତାରିଖ ଶୁକ୍ରବାରରେ ଏହି ଆଠଟି ରାଶି ରୁହନ୍ତୁ ସାବଧାନ

August 7, 2026

ପ୍ରଥମ ଶ୍ରେଣୀ ବହି ବିବାଦ: ତ୍ରୁଟି ଅଭିଯୋଗକୁ ଖଣ୍ଡନ କଲେ ଗଣଶିକ୍ଷା ମନ୍ତ୍ରୀ, ଖୁବଶୀଘ୍ର ମିଳିବ ସଂଶୋଧିତ ବହି

August 7, 2026

ବଡ଼ଭାଇଙ୍କୁ ହତ୍ୟା କଲା ସାନଭାଇ

August 7, 2026

ବରଗଡ଼ରେ ଓକିଲ ସଂଘ ସଭାପତିଙ୍କୁ ମଦ୍ୟପଙ୍କ ଆକ୍ରମଣ, ଗୁରୁତର ଆହତ; ୩ ଅଭିଯୁକ୍ତ ଗିରଫ

August 6, 2026

ଏମ୍ସ ଭୁବନେଶ୍ବରରେ ଶୀଘ୍ର ଯକ୍ଷ୍ମା ଚିହ୍ନଟ ଓ ନିରାକାରଣ ଉପରେ ଜାତୀୟ ସମ୍ମିଳନୀ

August 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.