Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜଗା ପ୍ରଧାନ ବିଜେଡିରେ ଯୋଗ ଦେଲେ ହେବେ ଭୁବନେଶ୍ବର ମେୟର, ଚାଲିଛି ମୁଲଚାଲ
ବିଶେଷ ଖବର

ଜଗା ପ୍ରଧାନ ବିଜେଡିରେ ଯୋଗ ଦେଲେ ହେବେ ଭୁବନେଶ୍ବର ମେୟର, ଚାଲିଛି ମୁଲଚାଲ

August 16, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ବିଜେପି ନେତା ଜଗା ପ୍ରଧାନ ବିଜେଡିରେ ଯୋଗ ଦେଲେ ହେବେ ଭୁବନେଶ୍ବର ମେୟର, ଚାଲିଛି ମୁଲଚାଲ

ଭୁବନେଶ୍ବର, ବର୍ତ୍ତମାନ ପଞ୍ଚାୟତ, ମ୍ୟୁନିସପାଲଟି, ଏନଏସି ସହିତ ମହାନଗର ନିର୍ବାଚନ ପାଖେଇ ଆସିଲାଣି। ଏ ନେଇ ବିଧିବଧ ତାରିଖ ଜଣାପଡି ନ ଥିଲେ ମଧ୍ୟ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି। ଏହି ସରଗରମ ଭୁବନେଶ୍ବରରେ ଅଧିକ ଅନୁଭୂତ ହୋଇଛି। ତାହା ହେଉଛି ବିଜେପିର ଭୁବନେଶ୍ବର ନେତା ଜଗନ୍ନାଥ ପ୍ରଧାନ ବିଜେଡିରେ ଯୋଗ ଦେବାକୁ ନେଇ।

ଗତ କିଛି ଦିନ ଧରି ବିଭିନ୍ନ ଗଣମାଧ୍ୟମରେ ଜଗା ବିଜେପି ଛାଡି ବିଜେଡିରେ ଯୋଗଦେବେ ବୋଲି ଖବର ପ୍ରକାଶ ପାଇବାରେ ଲାଗିଛି। ତେବେ ତାହା ମିଛ ନୁହେଁ। କାରଣ ଜଗନ୍ନାଥ ବର୍ତ୍ତମାନ ବିଜେପିର ଅସନ୍ତୁଷ୍ଠ ନେତା ଭାବେ ରହିଛନ୍ତି। ଯେଉଁଦିନ ବାବୁ ସିଂ ବିଜେଡି ଛାଡି ବିଜେପିରେ ଯୋଗଦେଲେ ସେହି ଦିନଠାରୁ ସେ ଅସନ୍ତୁଷ୍ଠ ଅଛନ୍ତି।

ତେବେ ବିଶେଷ ସୁତ୍ରର ଖବର ଅନୁସାରେ ଏହା ଭିତରେ ଜଗା ବିଜେଡିର ନେତା ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ବା ବବିଙ୍କୁ ସାକ୍ଷାତ କରି ସାରିଲେଣି। କେତେକ ମଣ୍ଡଳ ସଭାପତିଙ୍କୁ ନେଇ ବବିଙ୍କ ବାସଭବନରେ ଗୋଟିଏ ରାଉଣ୍ଡ ଆଲୋଚନା କରି ସାରିଲେଣି।

ଖବର ଅନୁସାରେ ଜଗାଙ୍କ ଦାବୀ ହେଉଛି ଯେ, ଭୁବନେଶ୍ବର ମେୟର ପଦବୀ। ଯଦି ବିଜେଡି ଏହି ପଦବୀ ଦେବା ପାଇଁ ରାଜି ତେବେ ସେ ଏବଂ ତାଙ୍କ ଦଳବଳ ସହିତ ବିଜେଡିରେ ଯୋଗ ଦେବେ। ଅନ୍ୟପଟେ ଭୁବନେଶ୍ବର ମହାନଗର ସଂଗଠନ ସମ୍ଭାଳୁଥିବା ବିଜେଡିନେତାମାନେ ଏହା ଜାଣିବା ପରେ ଅସନ୍ତୁଷ୍ଠ ହେବା ଆରମ୍ଭ କରିସାରିଲେଣି। ଫଳରେ ବିଜେଡି କଣ କରିବ ସେ ନେଇ ଚିନ୍ତାରେ ରହିଛି। ତେବେ ଖବର ଅନୁସାରେ ବିଜେଡି କୁଆଡେ ଜଗାଙ୍କୁ କୋଳେଇ ନେବ ବୋଲି ନିଷ୍ପତି ହୋଇଛି।

ଜଗନ୍ନାଥ ପ୍ରଧାନ ପ୍ରଣବ ପ୍ରକାଶ ଦାସ ବିଜେଡି ବିଜେପି ଭୁବନେଶ୍ବର ମେୟର
Share. Facebook Twitter LinkedIn Email WhatsApp Copy Link

Related Posts

ଇସ୍ରାଏଲ-ଆମେରିକା ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତାଙ୍କ ମୃତ୍ୟୁ: ନିଶ୍ଚିତ କଲା ଗଣମାଧ୍ୟମ

March 1, 2026

ଆସନ୍ତାକାଲିଠାରୁ ଜୀ ସାର୍ଥକରେ ମେଗା ଧାରାବାହିକ ‘କିଛି ସତ କିଛି ମିଛ’ର ଶୁଭାରମ୍ଭ

March 1, 2026

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱରଠାରେ ‘ଇନୋଭେସନ ଫେଷ୍ଟିଭାଲ-୨୦୨୬’ ଉଦଘାଟିତ

March 1, 2026

ଆଦିବାସୀ ଉନ୍ନତିକୁ ଗତି: କଳା, ସଂସ୍କୃତି ଓ ଉଦ୍ୟୋଗର ବିକାଶ ପାଇଁ ନୂତନ ପଦକ୍ଷେପ 

March 1, 2026
Latest News

ସମ୍ପୂର୍ଣ୍ଣ ନୂଆ ରୂପରେ ଜିଓଫାଇନାନ୍ସ ଆପ୍ ଶୁଭାରମ୍ଭ: ଏବେ କେଉଁଠି ନିବେଶ କରିବେ କହିବ ଏଆଇ

March 1, 2026

ଆଜି ସେମିଫାଇନାଲ ପାଇଁ ମହା ଲଢେଇ: ଜାଣନ୍ତୁ ଭାରତ ବନାମ ୱେଷ୍ଟଇଣ୍ଡିଜ୍ ମଧ୍ୟରେ କାହାର ପଲ୍ଲା ଭାରି?

March 1, 2026

ଦୁବାଇ ସମେତ ୟୁଏଇ ଉପରେ ସିରିଜ ଆକ୍ରମଣ ଆରମ୍ଭ କଲା ଇରାନ 

March 1, 2026

ଖାମେନେଇଙ୍କ ମୃତ୍ୟୁ ପରେ ପାକିସ୍ତାନରେ ମଧ୍ୟ ବିରୋଧ!: ଆମେରିକୀୟ ଦୂତାବାସ ଉପରେ ଆକ୍ରମଣ, ଆଠ ମୃତ

March 1, 2026

ଖାମେନେଇଙ୍କ ମୃତ୍ୟୁକୁ ନେଇ କାଶ୍ମୀରରେ ଉତ୍ତେଜନା: ଲାଲ ଚୌକରେ ସମର୍ଥକଙ୍କ ପ୍ରତିବାଦ

March 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.