Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭାରତୀୟ ବାୟୁସେନା ପାଳନ କଲା ଏହାର ୮୯ ତମ ବାର୍ଷିିକ ଉତ୍ସବ, ଆକାଶରେ ଚିତାକର୍ଷକ ପ୍ରଦର୍ଶନ
ଜାତୀୟ ଖବର

ଭାରତୀୟ ବାୟୁସେନା ପାଳନ କଲା ଏହାର ୮୯ ତମ ବାର୍ଷିିକ ଉତ୍ସବ, ଆକାଶରେ ଚିତାକର୍ଷକ ପ୍ରଦର୍ଶନ

October 8, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଭାରତୀୟ ବାୟୁସେନା
ପଛରେ ପଡ଼ିଲା ଚୀନ: ବିଶ୍ୱର ତୃତୀୟ ସବୁଠାରୁ ଶକ୍ତିଶାଳୀ ବାୟୁସେନା ହେଲା ଭାରତୀୟ ବାୟୁସେନା

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଆଜି ଏହାର ୮୯ ତମ ବାର୍ଷିକୀ ପାଳନ କରୁଛି। ଗତ ଆଠ ଦଶନ୍ଧି ମଧ୍ୟରେ ଭାରତୀୟ ବାୟୁସେନା ବୈଷୟିକ ଜ୍ଞାନକୈଶଳ ଅଗ୍ରଗତି କରିଛି ଏବଂ ଦେଶ ସମ୍ମୁଖରେ ଯେକୈଣସି ଆହ୍ବନର ମୁକାବିଲା ପାଇଁ ଯଥେଷ୍ଟ ଶକ୍ତି ହାସଲ କରିଛି। ଏହା ଭାରତୀୟ ଆକାଶର ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଦେଶର ଲୋକଙ୍କୁ ସାହାଯ୍ୟ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।

ଏହି ଦିବସ ଉପଲକ୍ଷ ଆଜି ପାରମ୍ପାରିକ ଭାବରେ, ଗାଜିଆବାଦର ହିନ୍ଦନରେ ଥିବା ବାୟୁସେନା କେନ୍ଦ୍ରରେ ରଂଗାରଂଗ ଉତ୍ସବ ପାଳନ କରାଯାଇଛି। ଅନେକ ବିମାନ ଚମତ୍କାର ଏରିଲ୍ କ୍ରୀଡା ପ୍ରଦର୍ଶନ କରିଥିଲେ। ଏହି ଉତ୍ସବକୁ ପାଳନ କରିବା ପାଇଁ ଏକ ଗ୍ରାଣ୍ଡ ପରେଡ ଏବଂ ସାଜସଜ୍ଜା ସମାରୋହର ଆୟୋଜନ କରାଯାଇଥିଲା।

ଏୟାର ଷ୍ଟାଫ୍ ମୁଖ୍ୟ ଏୟାର ମାର୍ଶଲ ବିବେକ ରାମ ଚୈଧୁରୀ ପରେଡ ପରିଦର୍ଶନ କରିଥିଲେ। ହିନ୍ଦନ ଏୟାରବେସରେ ଏହି ସମାରୋହକୁ ସମ୍ବୋଧିତ କରି ଭାରତୀୟ ବାୟୁସେନା ମୁଖ୍ୟ କହିଛନ୍ତି ଯେ ଯେ କୈଣସି ମୂଲ୍ୟରେ ଦେଶର ସାର୍ବଭୌମତ୍ୱ ତଥା ଅଖଣ୍ଡତା ରକ୍ଷା କରିବା ବାୟୁସେନାର ସର୍ବୋଚ୍ଚ କର୍ତ୍ତବ୍ୟ।

ସେ କହିଛନ୍ତି ଯେ ବିଗତ ବର୍ଷରେ ଭାରତୀୟ ବାୟୁସେନା ଚ୍ୟାଲେଂଜର ହେବା ସହିତ ଅତ୍ୟନ୍ତ ସଫଳତା ହାସଲ କରିପାରିଛି। ସେ କହିଛନ୍ତି ଯେ କରୋନା ମହାମାରୀ ସମୟରେ ଲୋକଙ୍କୁ ସହାୟତାର ହାତ ବଢାଇଥିଲା ବାୟୁସେନା। ସେହି ସମୟରେ ବାୟୁସେନାର ଉଦ୍ୟମ ଏକ ପ୍ରମୁଖ ସଫଳତା ହୋଇପାରିଛି।

ବାୟୁସେନା ଦିବସ ଭାରତୀୟ ବାୟୁସେନା
Share. Facebook Twitter LinkedIn Email WhatsApp Copy Link

Related Posts

ଟିଏମସି ସାଂସଦ ଇସ୍ତଫା ଦେଲେ ସାଂସଦ ହୋଇପାରିବେ କି ମମତା ? ଜାଣନ୍ତୁ କଣ କହୁଛି ଆଇନ

June 5, 2026

ପାକିସ୍ତାନକୁ ପୁଣି ଧୁଳି ଚଟାଇଲା ଭାରତ: ଏସିଆ କପ୍ ଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ

June 5, 2026

ଯୁବପିଢ଼ିଙ୍କ ପାଇଁ ସୃଷ୍ଟି ହେବ ଅନ୍ତର୍ଜାତୀୟ ସୁଯୋଗ: ଭୁବନେଶ୍ୱରରେ ବୁଝାମଣାପତ୍ର ସ୍ୱାକ୍ଷରିତ

June 5, 2026

ଅନ୍ନାମଲାଇଙ୍କ ପରେ, ଦଳ ଛାଡିଲେ ତାମିଲନାଡୁ ବିଜେପି ଉପାଧ୍ୟକ୍ଷ ଓ ସଚିବ

June 5, 2026
Latest News

ଟିଏମସି ସାଂସଦ ଇସ୍ତଫା ଦେଲେ ସାଂସଦ ହୋଇପାରିବେ କି ମମତା ? ଜାଣନ୍ତୁ କଣ କହୁଛି ଆଇନ

June 5, 2026

ବାଲିଗୁଡା ବିଜେଡିରେ ବଡ଼ ବିଦ୍ରୋହ, ସାମୂହିକ ଇସ୍ତଫା

June 5, 2026

ପାକିସ୍ତାନକୁ ପୁଣି ଧୁଳି ଚଟାଇଲା ଭାରତ: ଏସିଆ କପ୍ ଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ

June 5, 2026

ବଜ୍ରାଘାତରେ ଯୁବତୀ ମୃତ

June 5, 2026

ଯୁବପିଢ଼ିଙ୍କ ପାଇଁ ସୃଷ୍ଟି ହେବ ଅନ୍ତର୍ଜାତୀୟ ସୁଯୋଗ: ଭୁବନେଶ୍ୱରରେ ବୁଝାମଣାପତ୍ର ସ୍ୱାକ୍ଷରିତ

June 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.