Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭୋଟ ଗଣତିରେ ହୋଇପାରେ ଅନିୟମିତତା: ଇଭିଏମକୁ ଜଗିବା ପାଇଁ ନିବେଦନ କଲେ କୃଷକ ନେତା ରାକେଶ ଟିକାଏତ
ବିଶେଷ ଖବର

ଭୋଟ ଗଣତିରେ ହୋଇପାରେ ଅନିୟମିତତା: ଇଭିଏମକୁ ଜଗିବା ପାଇଁ ନିବେଦନ କଲେ କୃଷକ ନେତା ରାକେଶ ଟିକାଏତ

March 6, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ପାଇଁ ଶେଷ ପର୍ଯ୍ୟାୟ ମତଦାନ ଆସନ୍ତାକାଲି ଅନୁଷ୍ଠିତ ହେବ। ଏହା ପୂର୍ବରୁ କୃଷକ ନେତା ରାକେଶ ଟିକାଏତ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଭୋଟ୍ ଦେବା ପରେ ଯେଉଁଠାରେ ଇଭିଏମ୍ ରଖାଯାଇଛି ସେହି ସ୍ଥାନଗୁଡିକୁ ଜଗି ରହିବାକୁ ସେ କୃଷକମାନଙ୍କୁ ନିବେଦନ କରିଛନ୍ତି।

ଭାରତ କିଷାନ ୟୁନିଅନର ରାଷ୍ଟ୍ରୀୟ ମୁଖପାତ୍ର ରାକେଶ ଟିକାଏତ ଶନିବାର ବୁଲନ୍ଦସହରରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଏହା କହିଛନ୍ତି। ଅସାଧୁ ପ୍ରକ୍ରିୟାରେ ଉତ୍ତରପ୍ରଦେଶର ଅତି କମରେ ୭୦ ଟି ଆସନ ଜିତିବା ପାଇଁ ପ୍ରସ୍ତୁତି ଚାଲିଛି ବୋଲି ଟିକାଏତ ଆଶଙ୍କା କରିଛନ୍ତି। ମତଗଣନା ପୂର୍ବରୁ ଷ୍ଟ୍ରଙ୍ଗ ରୁମ ପାଖରେ ଜଗି ରହିବାକୁ ସେ କୃଷକମାନଙ୍କୁ ନିବେଦନ କରିଛନ୍ତି। ଏବଂ ଶାନ୍ତିପୂର୍ଣ୍ଣ ଭାବରେ ଭୋଟ୍ ଗଣନା କରିବାକୁ ସେ କହିଛନ୍ତି।

ଗଣନାରେ ଅନେକ ଅନିୟମିତା ହୋଇପାରେ ବୋଲି ରାକେଶ ଟିକାଏତ ଆଶଙ୍କା କରିଛନ୍ତି। ମାର୍ଚ୍ଚ ୯ ଓ ୧୦ ତାରିଖ ଦିନ ଛୁଟି କରି ଚାଷୀଙ୍କୁ ମତ ଗଣନା ଉପରେ ନଜର ରଖିବାକୁ କହିଛନ୍ତି।

ପ୍ରକାଶ ଥାଉ କି ୭ ଟି ପର୍ଯ୍ୟାୟରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ କରାଯାଉଛି। ଏପର୍ଯ୍ୟନ୍ତ ୬ ଟି ପର୍ଯ୍ୟାୟ ପାଇଁ ଭୋଟ୍ ଗ୍ରହଣ ହୋଇଛି। ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ମତଦାନ ସୋମବାର, ମାର୍ଚ୍ଚ ୭ ତାରିଖରେ ଅନୁଷ୍ଠିତ ହେବ। ସମସ୍ତ ପର୍ଯ୍ୟାୟରେ ଭୋଟ୍ ଗଣନା ମାର୍ଚ୍ଚ ୧୦ ତାରିଖରେ ଏକକାଳୀନ କରାଯିବ।

ଅନିୟମିତତା କୃଷକ ନେତା ଭୋଟ ଗଣତି ରାକେଶ ଟିକାଏତ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ବରର ରାଜ ରାସ୍ତାରେ ପୁଣି ରଣହୁଙ୍କାର କରିବ ବିଜେଡି, ଯୋଗ ଦେବେ ନବୀନ

September 24, 2026

“ଜ୍ଞାନେଶ କୁମାର ଇସ୍ତଫା ଦିଅନ୍ତୁ ନଚେତ୍…”: ଅଭିଜିତ୍ ଦୀପକେ ଦେଲେ ୪୮ ଘଣ୍ଟାର ଅଲଟିମେଟମ୍

September 24, 2026

ସୁପର୍ ‘ଏଲ୍-ନିନୋ’ ଆଣୁଛି ବଡ଼ ବିପଦ: ୬ ମାସରେ ଯିବ ବିଶ୍ୱର ୪.୫୧ ଲକ୍ଷଙ୍କ ଜୀବନ

September 24, 2026

“ନିର୍ଣ୍ଣୟ କେବେ? ସମୟସୀମା ପ୍ରଦାନ କରନ୍ତୁ”: ଟିଏମସି ପ୍ରସଙ୍ଗରେ ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟ

September 24, 2026
Latest News

ସ୍ୱଚ୍ଛତା, ସଚେତନତା ଓ ଜନସହଭାଗିତାରେ ଏମସିଏଲ୍‌ର ‘ସ୍ୱଚ୍ଛତା ହିଁ ସେବା-୨୦୨୬’ ଅଭିଯାନ

September 25, 2026

ଦିବ୍ରୁଗଡ଼ ସ୍ଥିତ ଆଇସିଏମଆର-ଏନଆଇଏଚଆର ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

September 25, 2026

ବାଲୁଗାଁ ମହାବିଦ୍ୟାଳୟରେ ଏନଏସଏସ ଦିବସ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

September 25, 2026

ଆଜି ସେପ୍ଟେମ୍ବର ୨୫ ତାରିଖରେ ସାତୋଟି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

September 25, 2026

ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭେଟିଲେ ରାଜ୍ୟସ୍ତରୀୟ ବରିଷ୍ଠ ନାଗରିକ ମହାସଙ୍ଘର ସଦସ୍ୟ

September 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.