Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବାତ୍ୟା ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ; ଏଥିରେ ଚାଷୀ, ମତ୍ସ୍ୟଜୀବୀ ଏବଂ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ବହୁତ କିଛି ରହିଛି
ବିଶେଷ ଖବର

ବାତ୍ୟା ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ; ଏଥିରେ ଚାଷୀ, ମତ୍ସ୍ୟଜୀବୀ ଏବଂ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ବହୁତ କିଛି ରହିଛି

May 11, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
Odisha chief Minister naveen_announce cyclone pkg
Odisha chief Minister naveen_announce cyclone pkg

ସମୀକ୍ଷା ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ଫନି ବାତ୍ୟା ପ୍ୟାକେଜ ଘୋଷଣା କରିଛନ୍ତି। ଆଜି ସଚିବାଳୟରେ ବସିଥିବା ଏକ ବୈଠକ ପରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ଘୋଷଣା ଅନୁସାରେ ଫନି ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡିକର ଜଳସେଟିତ ଜମି ଚାଷିଙ୍କୁ ମିଳିବ ହେକ୍ଟର ପିଛା 18 ହଜାର ଟଙ୍କା। ସେହିପରି ଅଣ ଜଳସେଚିତ ଜମି ଚାଷିଙ୍କୁ ମିଳିବ 6 ହଜାର 8ଶହ ଟଙ୍କା। ଏଥିସହିତ ବିଭିନ୍ନ କୃଷି ତଥା ମତ୍ସ୍ୟଜୀବୀଙ୍କ ପାଇଁ ଯାହା ଘୋଷଣା କରାଯାଇଛି ତାହା ହେଲା..

1-ଜଳସେଚିତ ଜମି ଚାଷୀଙ୍କୁ ହେକ୍ଚର ପିଛା 18 ହଜାର ଟଙ୍କାର କୃଷି ଇନପୁଟ ସବସିଡି ମିଳିବ

2-ଅଣ ଜଣସେଚିତ ଚାଷୀଙ୍କୁ ହେକ୍ଚର ପିଛା 6 ହାଜାର 8ଶହ ଟଙ୍କା ଇନପୁଟ ସବସିଡ

3-ବାତ୍ୟା ପ୍ରଭାବିତ ଅଞ୍ଚଳରେ ପନିପରିବା ଚାଷୀଙ୍କୁ ମିଳିବ ସହାୟତା। ଏଥିରେ ଏକ ଲକ୍ଷ ମିନି କିଟ ପ୍ରଦାନ କରାଯିବ

4-ପାନବରଜ ଚାଷୀଙ୍କୁ 15 ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ

5-ଛତୁ ଚାଷୀଙ୍କୁ ସେଡ୍ ନିର୍ମାଣ କରିବା ପାଇଁ ପ୍ରତି ୟୁନିଟ ପିଛା 40 ହଜାର ଟଙ୍କା ଦିଆଯିବ

6-କଦଳୀ ଚାଷୀଙ୍କୁ ହେକ୍ଟର ପିଛା 25 ହଜାର ଟଙ୍କା ମିଳିବ

7-ବଳଦ ଓ ଗାଈ ମରିଥିଲେ 30 ହଜାର ଟଙ୍କା ଲେଖାଏଁ ସହାୟତା, ଅନ୍ୟ ବଡ ପଶୁ ମରିଥିଲେ 25 ହଜାର ଟଙ୍କା ଏବଂ ଛେଳି ମରିଥିଲେ 3 ହଜାର ଟଙ୍କା ମିଳିବ

8-ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା କରାଯାଇଥିବା ଛେଳି ଓ ଗାଈ ଚାଷୀଙ୍କ ସେଡ୍ ନିର୍ମାଣ ପାଇଁ 50 ହଜାର ଟଙ୍କା

9-ମତ୍ସ୍ୟଜୀବୀଙ୍କୁ 80 ହଜାର ଟଙ୍କାର ନୂଆ ଡଙ୍ଗା କିଣିବା ପାଇଁ 40 ହଜାର ଟଙ୍କା ଏବଂ 20 ହଜାର ଟଙ୍କାର ଜାଲ ପାଇଁ 10 ହଜାର ଟଙ୍କା ପ୍ରଦାନ କରାଯିବ

10-ମାଛ ଚାଷୀଙ୍କୁ ହେକ୍ଟର ପିଛା 12 ହଜାର 200 ଟଙ୍କା ମିଳିବ

11- ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଅତିରିକ୍ତ 10  ହଜାର ଟଙ୍କାର ମୂଳ ଧନ ପ୍ରଦାନ

12-ଗୋଷ୍ଠୀ ବ୍ୟୟ କରିଥିବା ସ୍ବୟଂ ସହାୟକ ଗୋଷ୍ଠୀକୁ 1 ଲକ୍ଷ ଟଙ୍କା

13-ଘରକୁ ମସଲା ପ୍ରଭୃତି ଯୋଗାଣ କରୁଥିବା ସ୍ବୟଂ ସହାୟକ ଗୋଷ୍ଠୀକୁ 50 ହଜାର ଟଙ୍କା ପ୍ରଦାନ କରାଯିବ।

 

farmer Odisha
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ପୋଲିସର ନୂଆ ପଦକ୍ଷେପ: ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍‌ରେ ମିଳିବ ୧୪ଟି ପୋଲିସ ସେବା

September 11, 2026

କ୍ରସ୍ ଭୋଟିଂ ମାମଲାରେ ନୂଆ ମୋଡ଼, ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ହାଇକୋର୍ଟ ଗଲା ବିଜେଡି

September 11, 2026

ବ୍ରିକ୍ସ ପାଇଁ ଉଡାଣ ଭରିବା ପରେ ଟ୍ରମ୍ପଙ୍କୁ ତାଚ୍ଛଲ୍ୟ କଲେ ଇରାନ ରାଷ୍ଟ୍ରପତି: ଭାରତକୁ ପ୍ରଶଂସା

September 11, 2026

ଓରାଙ୍ଗଉଟାନ୍ ଉଦ୍ଧାରସ୍ଥଳକୁ ନିଷିଦ୍ଧାଞ୍ଚଳ ଘୋଷଣା କଲା ବନବିଭାଗ

September 11, 2026
Latest News

ସ୍ୱିଜରଲ୍ୟାଣ୍ଡରେ ମର୍ମନ୍ତୁଦ ପର୍ଯ୍ୟଟକ ବସ୍ ଦୁର୍ଘଟଣା: ୫ ମୃତ

September 11, 2026

ଓଡ଼ିଶାରେ ସରକାରୀ ବ୍ୟାଙ୍କ ସେବା ବ୍ୟାହତ: ଦେଶବ୍ୟାପୀ ଆନ୍ଦୋଳନରେ ସାମିଲ ହେଲେ ୮ ଲକ୍ଷରୁ ଊର୍ଦ୍ଧ୍ୱ କର୍ମଚାରୀ

September 11, 2026

ଆଉ ଏକ ‘ବିଶ୍ୱ ରେକର୍ଡ’ ସ୍ଥାପନ କଲେ ଜୋ ରୁଟ୍: ଟେଷ୍ଟ କ୍ରିକେଟରେ ରଚିଲେ ଇତିହାସ

September 11, 2026

ପୁରୀ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ପାଇଁ ଆସୁଛି ନୂଆ ଫୋଲ୍ଡିଂ ରାମ୍ପ ବ୍ୟବସ୍ଥା

September 11, 2026

ଶରୀର ପୁରୁଷର, ହେଲେ ଭିତରେ ଗର୍ଭାଶୟ; ସାମ୍ନାକୁ ଆସିଲା ବିରଳ ମାମଲା

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.