Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କର୍ଣ୍ଣାଟକ ଏକଜିଟ୍ ପୋଲ୍: କଂଗ୍ରେସ-ବିଜେପି ମଧ୍ୟରୁ କିଏ ଗଢିବ ସରକାର, ନା ଜେଡ଼ିଏସ ହେବ କିଙ୍ଗ ମେକର?
ବିଶେଷ ଖବର

କର୍ଣ୍ଣାଟକ ଏକଜିଟ୍ ପୋଲ୍: କଂଗ୍ରେସ-ବିଜେପି ମଧ୍ୟରୁ କିଏ ଗଢିବ ସରକାର, ନା ଜେଡ଼ିଏସ ହେବ କିଙ୍ଗ ମେକର?

May 10, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ 2023 ପାଇଁ ଭୋଟ୍ ସମାପ୍ତ ହେବା ମାତ୍ରେ ଅନେକ ମିଡିଆ ହାଉସ୍ ଏକ୍ଜିଟ୍ ପୋଲ୍ ଆରମ୍ଭ କରିଛନ୍ତି। ଯେଉଁଥିରେ କଂଗ୍ରେସ ଏପର୍ଯ୍ୟନ୍ତ ସାତୋଟି ଏକଜିଟ୍ ପୋଲ ମଧ୍ୟରୁ ପାଞ୍ଚଟିରେ ସର୍ବ ବୃହତ ଦଳ ଭାବରେ ଉଭା ହେବ ବୋଲି ପୂର୍ବାନୁମାନ କରାଯାଇଛି। ବିଜେପି ଦ୍ଵିତୀୟ ସ୍ଥାନରେ ରହିବ ବୋଲି ଆଶା କରାଯାଇଛି। ଆସନ୍ତୁ ଜାଣିବା ମିଡିଆ ହାଉସ୍ ଗୁଡିକର ପୂର୍ବନୁମାନ…

ରିପବ୍ଲିକ୍ ଟିଭି-ପି MARQ: ବିଜେପି 85-100 ସିଟ୍, କଂଗ୍ରେସ 94-108 ସିଟ୍ ଏବଂ JDS  24-32 ସିଟ୍ ପାଇବ ବୋଲି ଆକଳନ କରାଯାଇଛି।

ଟିଭି 9 ଭାରତ-ପୋଲଷ୍ଟ୍ରାଟ: କଂଗ୍ରେସ 99-109 ସିଟ୍, ବିଜେପି 88-98 ସିଟ୍, JDS 21-26 ଟି ସିଟ୍ ପାଇବ ବୋଲି ଆଶା କରାଯାଉଛି।

ଜି ନ୍ୟୁଜ୍ ମ୍ୟାଟ୍ରାଇଜ୍: କଂଗ୍ରେସ 103-118 ସିଟ୍, ବିଜେପିକୁ 79-94 ଏବଂ JDS 25-33 ସିଟ୍ ପାଇପାରେ।

ଏବିପି ନ୍ୟୁଜ୍-ସି ଭୋଟର: କଂଗ୍ରେସ 81-101 ସିଟ୍, ବିଜେପି 66-86 ଟି ଆସନ ଏବଂ JDS 20-27 ଟି ସିଟ୍ ପାଇବା ବୋଲି ଆକଳନ କରାଯାଇଛି।

ଟାଇମ୍ସ ନାଓଁ-ଇଟିଜି: ବିଜେପି 85 ଟି ସିଟ୍, କଂଗ୍ରେସ 113 ଟି ସିଟ୍ ଏବଂ ଜେଡିଏସ୍ 23 ଟି ସିଟ୍ ପାଉଥିବାବେଳେ ଅନ୍ୟମାନେ 3 ଟି ସିଟ୍ ପାଇପାରନ୍ତି।

ଇଣ୍ଡିଆ ଟିଭି-ସିଏନ୍ଏକ୍ସ: କଂଗ୍ରେସକୁ 110 ରୁ 120 ସିଟ୍, ବିଜେପି 80 ରୁ 90 ସିଟ୍ ଏବଂ ଜେଡିଏସ୍ 20 ରୁ 24 ସିଟ୍ ମିଳିବ ବୋଲି ଆଶା କରାଯାଉଛି।

ଇଣ୍ଡିଆ ଟୁଡେ- ଆକ୍ସିସ ମାଇ ଇଣ୍ଡିଆ: ବିଜେପି 62-80 ସିଟ୍, କଂଗ୍ରେସ 122-140, ଜେଡିଏସ୍ 20-25 ଏବଂ ଅନ୍ୟମାନେ 0-3 ପାଇବ ବୋଲି ଆଶା କରାଯାଉଛି।

ନ୍ୟୁଜ୍ 24-ଚାଣକ୍ୟ: ବିଜେପିକୁ 92 ସିଟ, କଂଗ୍ରେସକୁ 120 ଏବଂ ଜେଡିଏସକୁ 12 ଟି ସିଟ୍ ଦେଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଆମେରିକା ଆକ୍ରମଣରେ ତିନି ଭାରତୀୟଙ୍କ ମୃତ୍ୟୁ ପ୍ରସଙ୍ଗ: ଟ୍ରମ୍ପଙ୍କୁ ସ୍ପଷ୍ଟ ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

June 17, 2026

ଉଦ୍ଧବ ଠାକରେଙ୍କୁ ଲାଗିବ ବଡ଼ ଝଟକା!: ଆଜି ବାଚସ୍ପତିଙ୍କୁ ଭେଟିପାରନ୍ତି ଛଅ ସାଂସଦ

June 17, 2026

ଜୁନ ୧୯ ରେ ପିଏମ-ଭିବିଆରୱାଇ ର ଦେଶବ୍ୟାପୀ ଶୁଭାରମ୍ଭ କାର୍ଯ୍ୟକ୍ରମ

June 16, 2026

ଶୁଭେନ୍ଦୁ ଅଧିକାରୀଙ୍କ ବିଜୟକୁ ଚ୍ୟାଲେଞ୍ଜ: ହାଇକୋର୍ଟରେ ପିଟିସନ୍ ଦାଖଲ କଲେ ଦିଦି

June 16, 2026
Latest News

ଭାରତ ଆଜି ବିଶ୍ୱର ଅନ୍ୟତମ ଆର୍ଥିକ ମହାଶକ୍ତିରେ ପରିଣତ ହୋଇଛି: ଭଦ୍ରକ ସାଂସଦ

June 17, 2026

ଟେଲିଗ୍ରାମ ଉପରେ ଅସ୍ଥାୟୀ ପ୍ରତିବନ୍ଧକ ମାମଲା: ସରକାରଙ୍କ ଆଦେଶ ବିରୁଦ୍ଧରେ କୋର୍ଟ ପହଞ୍ଚିଲା କମ୍ପାନୀ

June 17, 2026

ଝୁଲନ୍ତା ଅବସ୍ଥାରେ ମିଳିଲା ଏମ୍ସ ଭୁବନେଶ୍ଵର ଡାକ୍ତରଙ୍କ ମୃତଦେହ

June 17, 2026

ହସ୍ତଚାଳିତ ପ୍ରକ୍ରିୟାରେ ଭତ୍ତା ବାଣ୍ଟିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ

June 17, 2026

ଜୁଲାଇ ୧୦ରୁ ସାମୁହିକ ଛୁଟି: ଚେତାବନୀ ଦେଲେ ଯୋଗାଣ ସହାୟକ କର୍ମଚାରୀ

June 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.