Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କୋଭିଡ-19 ସଂକ୍ରମଣ ରୋକିବା ଲାଗି ଡିଆରଡିଓ ପ୍ରସ୍ତୁତ କରିଛି ଦୁଇଟି ବିଶୋଧକ ଯନ୍ତ୍ର. ବିନା ସ୍ପର୍ଶରେ ହେବ ବିଶୋଧନ
ବିଶେଷ ଖବର

କୋଭିଡ-19 ସଂକ୍ରମଣ ରୋକିବା ଲାଗି ଡିଆରଡିଓ ପ୍ରସ୍ତୁତ କରିଛି ଦୁଇଟି ବିଶୋଧକ ଯନ୍ତ୍ର. ବିନା ସ୍ପର୍ଶରେ ହେବ ବିଶୋଧନ

April 19, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, କୋଭିଡ-19 ସଂକ୍ରମଣ ରୋକିବା ଦିଗରେ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (DRDO) ନିରବଚ୍ଛିନ୍ନ ପ୍ରୟାସ ଜାରି ରଖିଛି । ଏହା ନିଜର ବୈଜ୍ଞାନିକ ଓ ବୈଷୟିକ ଦକ୍ଷତାକୁ  ଉପଯୋଗ  କରି ବର୍ତ୍ତମାନ ପାଇଁ ଆବଶ୍ୟକ ଦ୍ରବ୍ୟମାନ ପ୍ରସ୍ତୁତ କରୁଛି। ଏହି ପରୀପ୍ରେକ୍ଷୀରେ ମହାମାରୀ କାଳରେ ବିଭିନ୍ନ ସ୍ଥାନକୁ ଜୀବାଣୁ ମୁକ୍ତ କରିବା ପାଇଁ ଦୁଇଟି ଦ୍ରବ୍ୟ ବିକଶିତ କରିଛି ।

Automatic Miss Belt sanitizer defenses unique (MCO) କ୍ଷୁଦ୍ର ଯୁକ୍ତ ବିଶୋଧକ ସିଂଚନ । ଅଗ୍ନି ବିସ୍ଫୋରକ ଏବଂ ପରିବେଶ ନୀରାପତ୍ତା କେନ୍ଦ୍ର (CPFES)  ଏହାର ବିଶେଷଜ୍ଞ ଜ୍ଞାନ ଉପଯୋଗ କରି କ୍ଷୁଦ୍ର ଯୁକ୍ତ ବିଶୋଧକ ସିଂଚନ ବିକଶିତ କରିଛନ୍ତି । ଏହି ସ୍ପର୍ଶ ବିହୀନ ଆଲକହଲ ଯୁକ୍ତ ସାନିଟାଇଜର କୌଣସି କାର୍ଯ୍ୟାଳୟରେ ପ୍ରବେଶ କରିବା ପୂର୍ବରୁ ହାତର ବିଶୋଧକଭାବେ କାର୍ଯ୍ୟ କରିବ ।

ଏକ Altrasonic censor ଦ୍ୱାରା ହାତର ସ୍ପର୍ଶ  ବିନା ଏହାକୁ ପ୍ରୟୋଗ କରି ହେବ । ଏଥିରୁ ନିର୍ଗତ ଏକ ଧୂଆଁଳିଆ ମିଶ୍ରଣର ସ୍ପ୍ରେ ଦ୍ୱାରା ହାତକୁ ପୁରାପୁରି ବିଶୋଧନ କରିହେବ । ଏହି ବିଶୋଧକ ଏକାନ୍ତବାସ, ସଂଗରୋଦ୍ଧ ସ୍ଥାନକୁ ଯିବା ଆସିବା ବେଳେ ମଧ୍ୟ ବିଶୋଧନ ପାଇଁ ବ୍ୟବହାର କରାଯାଇ ପାରିବ ।

UV-C Sanitation box and held  UV – Device ପ୍ରତିରକ୍ଷା ଓ ଅନ୍ୟାନ୍ୟ ବିଜ୍ଞାନ ପ୍ରତିଷ୍ଠାନ (DITAS) ଏବଂ ଆଣବିକ ଔଷଧ ଏବଂ ଅନ୍ୟାନ୍ୟ ବିଜ୍ଞାନ(INMA) ଦିଲ୍ଳୀସ୍ଥିତ ପ୍ରତିରକ୍ଷା ଗବେଷଣା ବିକାଶ ସଂଗଠନ(DRDO) ବିଜ୍ଞାନ ଗବେଷଣା ମିଳିତ ଭାବେ ଏକ ବିଶୋଧକ ଯନ୍ତ୍ର ନିର୍ମାଣ କରିଛନ୍ତି । ଏଥିରୁ ନିର୍ଗତ ରଶ୍ମୀ କୋଭିଡ-19ରେ ରହିଥିବା ସଂକ୍ରମଣ ଜୀବାଣୁ ଗୁଡିକୁ ନଷ୍ଟ କରିଦେଇ ପାରିବ । ଏହି UV-C ମେସିନ ଅଣୁ ଜୀବଗୁଡକୁ ଖୁବ ଶୀଘ୍ର ମାରିଦେଇ ପାରିବ । ଏହା ଜୀବାଣୁଗୁଡିକ ନଷ୍ଟ କରିବା ସହ ପରିବେଶର କୌଣସି କ୍ଷତି କରିବ ନାହିଁ । ଏହି UV-C ବକ୍ସ ମୋବାଇଲ ଫୋନ୍, ଟାବଲେଟ, ଟର୍ଚ୍ଚ ଅଫିସର ଫାଇଲ, ଟଙ୍କା ପଇସା ଭଳି ବ୍ୟକ୍ତିଗତ ଆସବାବଗୁଡିକୁ ଜୀବାଣୁ ମୁକ୍ତ କରିବାରେ  UV-C  lamp ଗୋଟିଏ ମିନିଟ୍ ପାଇଁ କୋଭିଡ-19 ଭୂତାଣୁଗୁଡିକୁ ନିଷ୍କ୍ରିୟ କରିପାରିବ ।

8 ୱାଟ ଯୁକ୍ତ ଏହି UV-C lamp ପାଖରେ ପଡିଲେ କୌଣସି ଅଫିସରେ ଥିବା  ଆସବାବପତ୍ରଗୁଡିକୁ ଭଲ ଭାବେ ବିଶୋଧନ କରିପାରିବ । ଏହାଫଳରେ କାର୍ଯ୍ୟାଳୟ ପରିସ ର ଓ ସର୍ବ ସାଧାରଣ  ସ୍ଥାନଗୁଡିକୁ କୋଭିଡ଼-19 ଭୂତାଣୁ ମୁକ୍ତ କରିପାରବ ।

Drdo DrdoSanitiser ଡିଆରଡିଓ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିବେ ଟ୍ରମ୍ଫ?: ଚିନ୍ତା ବଢାଇଲା ଆମେରିକାର ନୂତନ ବିଲ୍

July 29, 2026

ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନଙ୍କ ଦ୍ଵାରା “ଆମ ରାଷ୍ଟ୍ରପତି: ଆମ ଗୌରବ” ପୁସ୍ତକ ଲୋକାର୍ପିତ

July 29, 2026

ଭୋପାଳରେ ଜେନ-ଜେଡ୍ ଚାଷୀଙ୍କ ପ୍ରତିବାଦ!: ମୁଖ୍ୟମନ୍ତ୍ରୀଙ୍କ ଗୃହ ଅଭିମୁଖେ ପଦଯାତ୍ରା

July 29, 2026

ଗ୍ରାମ ପଞ୍ଚାୟତର ସଶକ୍ତୀକରଣ ପାଇଁ ଓଡ଼ିଶାକୁ ୧୦୯ କୋଟି ଅନୁଦାନ

July 29, 2026
Latest News

ବାଙ୍କିପୁର ଉପନିର୍ବାଚନ ପୂର୍ବରୁ ପ୍ରଶାନ୍ତ କିଶୋରଙ୍କ ଦଳର ୨୦ ନେତା ଗିରଫ

July 29, 2026

ରଥଯାତ୍ରାରେ ପ୍ରାୟ ୧୩ ଲକ୍ଷ ଭକ୍ତଙ୍କୁ ସଫଳତାର ସହ ପରିଚାଳନା କଲା ପୂର୍ବତଟ ରେଳପଥ

July 29, 2026

ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟ ଉପ ନିର୍ବାଚନ ଅଧିକାରୀ ଏସଆଇଆର କାର୍ଯ୍ୟ ସମୀକ୍ଷା

July 29, 2026

ଖଡ଼ଗପୁର ମଣ୍ଡଳରେ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ 

July 29, 2026

ସୋଆ ପକ୍ଷରୁ ୧୧ଟି ଗ୍ରାମରେ ୧୬ଟି କୃଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

July 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.