Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»“ପଡ଼ିଗଲି ରେ ତୋ ପ୍ରେମରେ” ଅଡିଓ ଭିଡ଼ିଓ ଲୋକାର୍ପିତ
ଆଜିର ଖବର

“ପଡ଼ିଗଲି ରେ ତୋ ପ୍ରେମରେ” ଅଡିଓ ଭିଡ଼ିଓ ଲୋକାର୍ପିତ

April 8, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

Warning: Trying to access array offset on false in /home/thesamikhsya/htdocs/thesamikhsya.com/odia/wp-content/themes/smart-mag/partials/single/featured.php on line 78

ଭୁବନେଶ୍ୱର: ଅର୍ଣ୍ଣଭ ପ୍ରଡ଼କସନ୍ସ ପ୍ରସ୍ତୁତି ରେ ପ୍ରେସ୍ କ୍ଲବ ଠାରେ “ପଡ଼ିଗଲି ରେ ତୋ ପ୍ରେମରେ” ମ୍ୟୁଜିକ ଅଡିଓ ଭିଡ଼ିଓ ଲୋକାର୍ପଣ ହୋଇଯାଇଛି। ଏହି ଅଡିଓ ଭିଡ଼ିଓ ଲୋକାର୍ପଣ ଉତ୍ସବରେ ଅତିଥିଭାବେ ଅନେକ ଚଳଚ୍ଚିତ୍ରର ପ୍ରଯୋଜକ ସଚ୍ଚିକାନ୍ତ ଜେନା, ବିନି ପଟ୍ଟନାୟକ ଏବଂ ରମେଶ ବାରିକ ଯୋଗଦେଇ ଵିଧି ଅନୁଯାୟୀ ପ୍ରଭୂ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ବଳନ କରି ଏହି ଅଡିଓ ଲୋକାର୍ପଣ ଉତ୍ସବ ଶୁଭାରମ୍ଭ ହୋଇଥିଲା।

ଅର୍ଣ୍ଣଭ ପ୍ରଡ଼କସନ୍ସ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ଅଡିଓ ଭିଡ଼ିଓ ର ପ୍ରଯୋଜନା ଅଶୋକ ଦାସ କରିଥିବା ବେଳେ ନିର୍ଦ୍ଦେଶନା ଦାୟୀତ୍ୱ ଭାର କାନ୍ଧେଇଛନ୍ତି ଆଲୋକ ଲେଙ୍କା। ଅଭିନୟ ରେ ଅଛନ୍ତି ମିଷ୍ଟର ରାଉତ ଏବଂ ମିଠି। ଡକ୍ଟର ନିର୍ମଳ ନାୟକଙ୍କ ରଚିତ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ଆଜିକାଲିକା ଟ୍ରେଣ୍ଡ ର ସୁପର ହିଟ ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ।

ସଙ୍ଗୀତ ପରିଚାଳନା କରିଛନ୍ତି ରାଜା-ଅନିଲ ଏବଂ କଣ୍ଠଦାନ କରିଛନ୍ତି ସମସ୍ତଙ୍କ ପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ଶୀତଲ କବି। ଗୀତଟି ମିଲନ ଷ୍ଟୁଡିଓରେ ପ୍ରସ୍ତୁତ କରାଯାଇଛି।

ଏହି ଅଡିଓ କୁ ଭିଡ଼ିଓ ରେ ରୂପାନ୍ତରିତ କରିବା ପାଇଁ ଚିତ୍ରତ୍ତୋଳନ ଦାୟୀତ୍ୱ ନେଇଛନ୍ତି ଦେବବ୍ରତ ନାଥ, ସହଯୋଗ କରିଛନ୍ତି ପିଙ୍କୁ। ସାଗରଙ୍କ ଦାୟୀତ୍ୱ ରହିଛି ରୂପସଜ୍ଜା।

ଆର୍ଟ ପିକ୍ସସେଲ ପୋଷ୍ଟର ଡିଜାଇନ କରିଛନ୍ତି ଏବଂ ଭିଡ଼ିଓ ସମ୍ପାଦନା କରିଛନ୍ତି ଅମରଜିତ ଓଝା ଡି. ଆଇ କରିଛନ୍ତି ଅଶ୍ୱିନ (କ୍ୟାମେରା କ୍ଯୁ୍ନ)।  ମ୍ୟୁଜିକ ଭିଡ଼ିଓ ର ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଡି. କେ। ଏହି ମ୍ୟୁଜିକ ଭିଡ଼ିଓ ର ପ୍ରଚାର ପ୍ରସାର ଦାୟୀତ୍ୱ ନେଇଛନ୍ତି ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ।

ମଞ୍ଚ ପରିଚାଳନା କରିଥିଲେ ସୁମଧୁର ଭାଷୀ ଆର.ଜେ ଗୁଡ୍ଡୀ। ଭାରତ ବର୍ଷ ରେ ସବୁଠୁ ଅଧିକ ଅଡିଓ ଓଡ଼ିଶାରେ ପ୍ରସ୍ତୁତ କରାଯାଇଥାଏ ଏବଂ ବହୁ ମାତ୍ରାରେ ଲୋକାଦୃତ ମଧ୍ୟ ହୋଇଥାଏ। ତେଣୁ ଶ୍ରୋତା ତଥା ଦର୍ଶକଙ୍କ ରୁଚିକୁ ଲକ୍ଷ୍ୟ ରଖି ଏହି ଅଡିଓ ଭିଡ଼ିଓ “ପଡ଼ିଗଲି ରେ ତୋ ପ୍ରେମରେ” ଓଡିଶା ଦେଖିବ ବୋଲି ପ୍ରଯୋଜକ ତଥା ନିର୍ଦ୍ଦେଶକ ମତ ପ୍ରକାଶ କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ପଥଚାରୀ ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ

June 5, 2026

ହାଇୱା ଗାଡ଼ି ଧକ୍କାରେ ଦୁଇ ଶଗଡ଼ିଆଙ୍କ ମୃତ୍ୟୁ

June 5, 2026

ଅଂଶୁଘାତରେ ଯୁବକଙ୍କ ପ୍ରାଣହାନୀ

June 5, 2026

ଭୁବନେଶ୍ବରରେ ପ୍ରଖ୍ୟାତ ଅଭିନେତ୍ରୀ କଙ୍ଗନା ରଣୱାତ, ମୁଖ୍ୟମନ୍ତ୍ରୀଙ୍କ ସହ ଦେଖିବେ ସିନେମା

June 5, 2026
Latest News

ପଥଚାରୀ ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ

June 5, 2026

ହାଇୱା ଗାଡ଼ି ଧକ୍କାରେ ଦୁଇ ଶଗଡ଼ିଆଙ୍କ ମୃତ୍ୟୁ

June 5, 2026

ଅଂଶୁଘାତରେ ଯୁବକଙ୍କ ପ୍ରାଣହାନୀ

June 5, 2026

ଭୁବନେଶ୍ବରରେ ପ୍ରଖ୍ୟାତ ଅଭିନେତ୍ରୀ କଙ୍ଗନା ରଣୱାତ, ମୁଖ୍ୟମନ୍ତ୍ରୀଙ୍କ ସହ ଦେଖିବେ ସିନେମା

June 5, 2026

ରାଜ୍ୟସଭା ନିର୍ବାଚନ ପାଇଁ ବିଜେପିରୁ ନାମାଙ୍କନ ଭରିଲେ ଦେବାଶିଷ ସାମନ୍ତରାୟ

June 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.