Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୋସା ତିଆରି କରୁଛନ୍ତି ଐଶ୍ବର୍ଯ୍ୟା , ଭିଡିଓ ଭାଇରାଲ୍‌
ଆଜିର ଖବର

ଦୋସା ତିଆରି କରୁଛନ୍ତି ଐଶ୍ବର୍ଯ୍ୟା , ଭିଡିଓ ଭାଇରାଲ୍‌

March 6, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଚେନ୍ନାଇ : ସୁପରଷ୍ଟାର ତାମିଲ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାଜେଶ ଦୋଷା ତିଆରି କରୁଛନ୍ତି । ତେବେ ବିକ୍ରି ପାଇଁ ନୁହେଁ, ଏକ ଫିଲ୍ମ ସେଟ୍‌ରେ ଐଶ୍ବର୍ଯ୍ୟାଙ୍କ ଏଗ୍‌ ଦୋଷା ତିଆରିର ଭିଡିଓ ଭାଇରାଲ୍‌ ହୋଇଛି । କାକା ମୁଟ୍ଟାଇ, ଚିକ୍କା ଚେଭନ୍ତା ବନମ୍‌, ବାଡା ଚେନ୍ନାଇ ପରି ଫିଲ୍ମ ଜରିଆରେ ବେଶ୍ ଲୋକପ୍ରିୟତା ଲାଭ କରିଥିବା ଐଶ୍ବର୍ଯ୍ୟା ଦୋଷା ତିଆରି କରିବା ସହିତ ଫିଲ୍ମର କ୍ରୁ ସଦସ୍ୟଙ୍କ ସହିତ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଛି । ଭିଡିଓଟିକୁ ଐଶ୍ବର୍ଯ୍ୟା ନିଜ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ସେୟାର କରିବା ପରେ ଫ୍ୟାନ୍‌ ମାନେ ଭିଡିଓଟିକୁ ବହୁତ ପସନ୍ଦ କରିଛନ୍ତି ।

https://www.instagram.com/tv/B9UFT8RJPgR/?utm_source=ig_embed

ଏହି ଭିଡିଓଟି କେଉଁ ଫିଲ୍ମ ସେଟ୍‌ରେ ତାହା ଜଣା ପଡିନଥିଲେ ମଧ୍ୟ ତାମିଲରେ କଥା ହେଉଥିବାରୁ ଏହା ଧ୍ରୁବ ନଟ ଚରିତ୍ରମ ସେଟ୍‌ର ବୋଲି ଅନୁମାନ କରାଯାଉଛି । ଗୌତମ ବାସୁଦେବ ମେନନ୍‌ଙ୍କ ଧ୍ରୁବ ନଟ ଚରିତ୍ରମରେ ଐଶ୍ବର୍ଯ୍ୟା ଏବଂ ବିକ୍ରମ ଏକତ୍ର ନଜର ଆସୁଥିବା ବେଳେ ତେଲୁଗୁ ଷ୍ଟାର ନାନିଙ୍କ ସହିତ ଟକ୍‌ ଜଗଦୀଶ୍‌ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି ଐଶ୍ବର୍ଯ୍ୟା । ଏହି ଫିଲ୍ମଟି ଡିସେମ୍ବର 2020ରେ ପରଦାକୁ ଆସିବ । (ଏଜେନ୍ସି)

aishwaryarajesh
Share. Facebook Twitter LinkedIn Email WhatsApp Copy Link

Related Posts

ଟିମ୍ ଇଣ୍ଡିଆକୁ ବଡ଼ ଝଟକା: ଭାରତ ବନାମ ଇଂଲଣ୍ଡ ତୃତୀୟ ODIରୁ ବାଦ ପଡ଼ିବେ ଏହି ଖେଳାଳି 

July 17, 2026

Reliance Digital: ରିଲାଏନ୍ସ ଡିଜିଟାଲର ରଥଯାତ୍ରା ଉପଲକ୍ଷେ ଅଫର, ₹୭,୫୦୦ ପର୍ଯ୍ୟନ୍ତ ଉପହାର

July 17, 2026

ଆନ୍ଧ୍ରପ୍ରଦେଶରେ ୧୨ଟି ନୂତନ କୋଭିଡ-୧୯ ମାମଲା: ୪ ମୃତ

July 17, 2026

ଭାରତର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍‌ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି

July 17, 2026
Latest News

ଟିମ୍ ଇଣ୍ଡିଆକୁ ବଡ଼ ଝଟକା: ଭାରତ ବନାମ ଇଂଲଣ୍ଡ ତୃତୀୟ ODIରୁ ବାଦ ପଡ଼ିବେ ଏହି ଖେଳାଳି 

July 17, 2026

ରାଜ୍ୟସଭାରେ ପ୍ରଥମେ ବନ୍ଦେ ମାତରମ୍ ବିଲ୍ ଆଗତ କରିବେ ଗୃହମନ୍ତ୍ରୀ: ଅପମାନ କଲେ ମିଳିବ କଠୋର ଦଣ୍ଡ 

July 17, 2026

ଭାରତରେ ପ୍ଲାଷ୍ଟିକ୍ ନୋଟ୍ ପ୍ରଚଳନ ପାଇଁ ପ୍ରସ୍ତୁତି ଶେଷ: RBI ନେଲା ବଡ଼ ପଦକ୍ଷେପ

July 17, 2026

Reliance Digital: ରିଲାଏନ୍ସ ଡିଜିଟାଲର ରଥଯାତ୍ରା ଉପଲକ୍ଷେ ଅଫର, ₹୭,୫୦୦ ପର୍ଯ୍ୟନ୍ତ ଉପହାର

July 17, 2026

ଆନ୍ଧ୍ରପ୍ରଦେଶରେ ୧୨ଟି ନୂତନ କୋଭିଡ-୧୯ ମାମଲା: ୪ ମୃତ

July 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.