ବିରୋଧୀ ମେଣ୍ଟର ନାମ “ଇଣ୍ଡିଆ’ ବିରୋଧରେ ଆବେଦନ: ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

Published: Aug 11, 2023, 1:08 pm IST

ନୂଆଦିଲ୍ଲୀ: INDIA ନାମରେ ବିରୋଧୀ ଦଳ ବିରୋଧରେ ଦାଖଲ ହୋଇଥିବା ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଏଭଳି ମାମଲା ନିର୍ବାଚନ ଆୟୋଗରେ ରଖାଯିବା ଉଚିତ ବୋଲି କୋର୍ଟ କହିଛନ୍ତି। ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ସିଧାସଳଖ ଶୁଣାଣି କରିପାରିବେ ନାହିଁ।

Related posts