Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଫାଇନାଲରେ ପ୍ରବେଶ କଲେ ଅଂଶୁ ମଲିକ, ସେମିଫାଇନାଲରେ ବଜରଙ୍ଗ ପୁନିଆ ଓ ସାକ୍ଷୀ ମଲିକ
ଅନ୍ତରାଷ୍ଟ୍ରୀୟ

ଫାଇନାଲରେ ପ୍ରବେଶ କଲେ ଅଂଶୁ ମଲିକ, ସେମିଫାଇନାଲରେ ବଜରଙ୍ଗ ପୁନିଆ ଓ ସାକ୍ଷୀ ମଲିକ

August 5, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ବର୍ମିଂହାମ: ବର୍ମିଂହାମରେ ଚାଲିଥିବା କମନୱେଲଥ ଗେମ୍ସରେ ଆଜିଠାରୁ କୁସ୍ତି ମ୍ୟାଚ୍ ଆରମ୍ଭ ହୋଇଛି। ଭାରତର ଅଂଶୁ ମଲିକ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ଫାଇନାଲରେ ପହଞ୍ଚିଛନ୍ତି। ସେ ୧ ମିନିଟ ୨ ସେକେଣ୍ଡରେ ସେମିଫାଇନାଲ ମ୍ୟାଚ ଜିତିଛନ୍ତି। ଏହାପୂର୍ବରୁ କ୍ୱାର୍ଟର ଫାଇନାଲରେ ମଧ୍ୟ ଅଂଶୁ ସହଜରେ ଜିତିଥିଲେ।

ସେହିଭଳି ପୁରୁଷ ୬୫ କିଲୋଗ୍ରାମ ଫ୍ରିଷ୍ଟାଇଲରେ ଭାରତର ବଜରଙ୍ଗ ପୁନିଆ ଜିତିଛନ୍ତି। ବଜରଙ୍ଗ ପୁନିଆ ସହଜରେ କ୍ୱାର୍ଟର ଫାଇନାଲରେ ଜିତିଛନ୍ତି। ଏକ ମିନିଟରୁ କମ୍ ସମୟ ମଧ୍ୟରେ ବଜରଙ୍ଗ ମ୍ୟାଚ୍ ଜିତିଥିଲେ। ଏହା ସହ ବଜରଙ୍ଗ ସେମିଫାଇନାଲରେ ପ୍ରବେଶ କରିଛନ୍ତି।

ତେବେ ଫ୍ରିଷ୍ଟାଇଲ୍ ୬୨ କିଲୋଗ୍ରାମ ବର୍ଗରେ ଭାରତର ସାକ୍ଷୀ ମଲିକ୍ ଇଂଲଣ୍ଡର ରେସଲରଙ୍କୁ ପରାସ୍ତ କରିଛନ୍ତି। ଏହା କ୍ୱାର୍ଟର ଫାଇନାଲ ଥିଲା। ଏଭଳି ପରିସ୍ଥିତିରେ ଏହି ବିଜୟ ସହିତ ସାକ୍ଷୀ ମଲିକ ସେମିଫାଇନାଲରେ ପ୍ରବେଶ କରିଛନ୍ତି।

ଅଂଶୁ ମଲିକ କମନୱେଲଥ ଗେମ୍ସ କୁସ୍ତି ବଜରଙ୍ଗ ପୁନିଆ ବର୍ମିଂହାମ
Share. Facebook Twitter LinkedIn Email WhatsApp Copy Link

Related Posts

ଭୟଙ୍କର ଦୁର୍ଘଟଣା: ଜଣେ ମୃତ ୧୦ ରୁ ଅଧିକ ଆହତ

October 15, 2026

କିଏ ହେବ ଟିମ୍ ଇଣ୍ଡିଆର ନୂତନ ମୁଖ୍ୟ ଚୟନକର୍ତ୍ତା, ବିସିସିଆଇର ନୂତନ ଯୋଜନା କ’ଣ?

October 15, 2026

ମୁମ୍ବାଇ ପୋଲିସର ବଡ କାର୍ଯ୍ୟାନୁଷ୍ଠାନ: ଆମିର ଖାନଙ୍କ ଭଣଜାଙ୍କୁ ଭାରତ ଛାଡିବା ପାଇଁ ନୋଟିସ

October 15, 2026

ସାପ କାମୁଡାରେ ଯୁବ ଚାଷୀଙ୍କ ପ୍ରାଣହାନୀ

October 15, 2026
Latest News

ଭୟଙ୍କର ଦୁର୍ଘଟଣା: ଜଣେ ମୃତ ୧୦ ରୁ ଅଧିକ ଆହତ

October 15, 2026

କିଏ ହେବ ଟିମ୍ ଇଣ୍ଡିଆର ନୂତନ ମୁଖ୍ୟ ଚୟନକର୍ତ୍ତା, ବିସିସିଆଇର ନୂତନ ଯୋଜନା କ’ଣ?

October 15, 2026

ମୁମ୍ବାଇ ପୋଲିସର ବଡ କାର୍ଯ୍ୟାନୁଷ୍ଠାନ: ଆମିର ଖାନଙ୍କ ଭଣଜାଙ୍କୁ ଭାରତ ଛାଡିବା ପାଇଁ ନୋଟିସ

October 15, 2026

ସାପ କାମୁଡାରେ ଯୁବ ଚାଷୀଙ୍କ ପ୍ରାଣହାନୀ

October 15, 2026

ଆଇପିଏଲ୍ ଟ୍ରେଡ୍: ସନରାଇଜର୍ସକୁ ଫେରିଲେ ନଟରାଜନ୍

October 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.