Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ବାଣପୁର: ଏଟିଏମ କାର୍ଡ ବଦଳାଇ ୧୭୦୦୦ ରୁ ଉର୍ଦ୍ଧ୍ଵ ଟଙ୍କା ଲୁଟିନେଲେ ଡିଜିଟାଲ ଲୁଟେରା
ଖେଳ

ବାଣପୁର: ଏଟିଏମ କାର୍ଡ ବଦଳାଇ ୧୭୦୦୦ ରୁ ଉର୍ଦ୍ଧ୍ଵ ଟଙ୍କା ଲୁଟିନେଲେ ଡିଜିଟାଲ ଲୁଟେରା

March 20, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଏଟିଏମ ଠକେଇ ମାମଲା ରୁଜୁ ହୋଇଛି। ଏଟିଏମ କାର୍ଡ ବଦଳାଇ ଜଣେ ଦୁର୍ବୃତ୍ତ ଆକାଉଣ୍ଟରୁ ୧୭୦୦୦ ରୁ ଉର୍ଦ୍ଧ୍ଵ ଟଙ୍କା ଲୁଟିନେଇଛନ୍ତି। ଏ ନେଇ ଠକାମିର ଶିକାର ହୋଇଥିବା ବ୍ୟକ୍ତି ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି,

ଅଭିଯୋଗ ମୁତାବକ ବାଣପୁର ଷ୍ଟେଟବ୍ୟାଙ୍କ ଶାଖାର ଏଟିଏମକୁ ଖୁଣ୍ଟପଲ୍ଲୀ ଗ୍ରାମର ମକଦ୍ଦମ ଜେନା (୫୮) ନାମକ ଜଣେ ବୟସ୍କ ବ୍ୟକ୍ତି ଖାତାରେ କେତେ ଟଙ୍କା ଅଛି ଜାଣିବା ପାଇ ଯାଇଥିଲେ। ହେଲେ ଏଟିଏମ ମେସିନ ଚଲା ଜାଣିନଥିବାରୁ ପାଖରେ ଥିବା ଜଣେ ବ୍ୟକ୍ତିକୁ ଏଟିଏମ କାର୍ଡଟିକୁ ଦେଇ ବାଲାନ୍ସ ଟଙ୍କା ତନଖି କରିବାକୁ ସେ କହିଥିଲେ। କିନ୍ତୁ ଚଞ୍ଚକତା କରି ଦୁର୍ବୁତ୍ତ ଜଣକ ଏକ ରସିଦ ଧରାଇ ଟଙ୍କା ବାହାରୁ ନାହିଁ ବୋଲି କହି ଅନ୍ୟ ଏକ ଏଟିଏମ କାର୍ଡ ମକଦ୍ଦମଙ୍କୁ ଫେରାଇ ଦେଇଥିଲା। ପୁଣି ନିଜ ସମ୍ପର୍କୀୟ ଆସିବାରୁ ପୁନର୍ବାର ମକଦ୍ଦମ ମୋଟ ଜମା ରାଶି ଦେଖିବାକୁ କହିବାରୁ ଏଟିଏମ କାର୍ଡଟି ମକଦ୍ଦମଙ୍କର ନୁହେଁ ବୋଲି ଜଣାପଡ଼ିଥିଲା।

ପରେ ମୋବାଇଲ ମେସେଜରୁ ୧୭୫୬୫ ଟଙ୍କା ଦୁର୍ବୁତ୍ତ ଜଣକ ଉଠାଣ କରିଥିବା ଜଣାପଡିଲା। ଏ ନେଇ ମକଦମ ଥାନାର ଦ୍ୱାରସ୍ତ ହୋଇଥିବା ବେଳେ ବାଣପୁର ପୋଲିସ ଏକ ମାମଲା ରୁଜୁ କରି ବ୍ୟାଙ୍କ ସିସିଟିଭିରୁ ଦୁର୍ବୃତ୍ତର ଫୋଟୋ ସଂଗ୍ରହ କରି ତଦନ୍ତ ଚଳାଇଛି।

atm loot banpur
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ପାଇଁ ବଢିଲା ଟି-୨୦ ବିଶ୍ୱକପ୍ ରୁ ବାଦ ପଡ଼ିବାର ଆଶଙ୍କା: ବୁଝନ୍ତୁ ସମ୍ପୂର୍ଣ୍ଣ ସମୀକରଣ

June 22, 2026

କାହା ବିରୁଦ୍ଧରେ ଟିମ୍ ଇଣ୍ଡିଆ ପରବର୍ତ୍ତୀ ସିରିଜ?: ପଢନ୍ତୁ ଜୁନ୍ ଏବଂ ଜୁଲାଇ ମାସର ସଂପୂର୍ଣ୍ଣ କାର୍ଯ୍ୟସୂଚୀ

June 22, 2026

ଇଂଲଣ୍ଡ ବିପକ୍ଷରେ ଦିନିକିଆ ସିରିଜ ପାଇଁ ଟିମ୍ ଇଣ୍ଡିଆ: ଏହି ୧୫ ଖେଳାଳିଙ୍କୁ ସୁଯୋଗ

June 21, 2026

ତ୍ରିରାଷ୍ଟ୍ରୀୟ ସିରିଜ ଜିତିଲା ଭାରତ: ୬୬ ରନରେ ହାରିଲା ଶ୍ରୀଲଙ୍କା

June 21, 2026
Latest News

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.