ବିଶେଷ ଖବର ନବୀନ ପଟ୍ଟନାୟକଙ୍କ ବିକଳ୍ପ ନାହିଁ କାହିଁକି!! କେଦାର ମିଶ୍ର ଆଜି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୩ତମ ଜନ୍ମଦିନ। ୨୦ ବର୍ଷ ତଳେ ସେ ଯେତେବେଳେ ଓଡିଶା ରାଜନୀତିକୁ ଆସିଲେ ସେତେବେଳେ ସେ ଥିଲେ…