ଆଜିର ଖବର ବରିଷ୍ଠ ଆଇପିଏସ ସ୍ତରରେ ଅଦଳବଦଳ: ଫେରିଲେ ଆଶିଷ କୁମାର ସିଂ ଭୁବନେଶ୍ବର: ଆଜି ରାଜ୍ୟ ସରକାର ବରିଷ୍ଠ ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି। ସେହି ଅନୁସାରେ ଆଜି ୬ ଜଣଙ୍କ ବଦଳି କରାଯାଇଛି। ଏହି ଅଦଳବଦଳରେ…