ଭୁବନେଶ୍ବର: ଆଜି ରାଜ୍ୟ ସରକାର ବରିଷ୍ଠ ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି। ସେହି ଅନୁସାରେ ଆଜି ୬ ଜଣଙ୍କ ବଦଳି କରାଯାଇଛି। ଏହି ଅଦଳବଦଳରେ କେନ୍ଦ୍ର ଡେପୁଟେସନରେ ଥିବା ବରିଷ୍ଠ ଆଇପିଏସ ଅଧିକାରୀ ଆଶିଷ କୁମାର ସିଂ ଓଡିଶାକୁ ଫେରିଛନ୍ତି। ତେବେ ଯେଉଁମାନଙ୍କର ବଦଳି ହୋଇଛି ସେମାନେ ହେଲେ...