ଆଜିର ଖବର ରେଳ ସୁରକ୍ଷା କମିଶନରଙ୍କ ଦ୍ୱାରା କାକିରିଗୁମା–ଲକ୍ଷ୍ମୀପୁର ରୋଡ୍ ନବନିର୍ମିତ ଦ୍ୱିତୀୟ ରେଳ ଲାଇନ୍ ନିରୀକ୍ଷଣ ଭୁବନେଶ୍ୱର: ଦକ୍ଷିଣ ପୂର୍ବ ସର୍କଲର ରେଳ ସୁରକ୍ଷା କମିଶନର (CRS) ଶ୍ରୀ ସୁମିତ ସିଂଘଲ ଆଜି ପୂର୍ବ ତଟ ରେଳପଥର ରାୟଗଡ଼ା ଡିଭିଜନ ଅନ୍ତର୍ଗତ କାକିରିଗୁମା ଓ…