ଜାତୀୟ ଖବର ଗଣିତଜ୍ଞ ପ୍ରଫେସର ମହେଶ କାକ୍ଡେଙ୍କୁ ‘ରାମାନୁଜନ୍’ ପୁରସ୍କାର ନୂଆଦିଲ୍ଲୀ:ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ (IISc)ର ପ୍ରଫେସର, ବିଶିଷ୍ଟ ଭାରତୀୟ ଗଣିତଜ୍ଞ ମହେଶ କାକ୍ଡେଙ୍କୁ ଚଳିତ ବର୍ଷର ପ୍ରତିଷ୍ଠିତ “ରାମାନୁଜନ୍” ପୁରସ୍କାରରେ ସମ୍ମାନିତ କରାଯାଇଛି। ବିକାଶଶୀଳ…