ଜାତୀୟ ଖବର ପିକ୍ନିକ୍ ପାଲଟିଲା କାଳ: ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ ମୁମ୍ବାଇ: ମହାରାଷ୍ଟ୍ର ରାଇଗଡ଼ ଜିଲ୍ଲାସ୍ଥିତ ଦେବୀଆଗଡ଼ ସମୁଦ୍ରକୂଳରେ ପିକ୍ନିକ୍ ମନାଉଥିବା ବେଳେ ଏକ ହୃଦୟବିଦାରକ ଦୁର୍ଘଟଣା ଘଟିଯାଇଛି। ପୁଣେର ଆଲାଣ୍ଡିସ୍ଥିତ ‘ଘରୋଇ କୋଚିଂ ସେଣ୍ଟର ଡ୍ରିମର ଏକାଡେମୀ’ର…