ଆଜିର ଖବର ପୁରୁଣାଗଡ଼ରେ ପ୍ରତ୍ନତାତ୍ୱିକ ଗବେଷଣା କାର୍ଯ୍ୟ ଆରମ୍ଭ ରେଢ଼ାଖୋଲ, (କନ୍ଦର୍ପ ବେହେରା): ରେଢ଼ାଖୋଲ ସହର ନିକଟସ୍ଥ ପୁରୁଣାଗଡ଼ ଗ୍ରାମରେ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ଇତିହାସ ବିଭାଗ ଦ୍ବାରା ଏକ ପ୍ରତ୍ନତାତ୍ତ୍ଵିକ ଗବେଷଣା କାର୍ଯ୍ୟ ଆରମ୍ଭ ହୋଇଯାଇଛି…