Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁରୁଣାଗଡ଼ରେ ପ୍ରତ୍ନତାତ୍ୱିକ ଗବେଷଣା କାର୍ଯ୍ୟ ଆରମ୍ଭ
ଆଜିର ଖବର

ପୁରୁଣାଗଡ଼ରେ ପ୍ରତ୍ନତାତ୍ୱିକ ଗବେଷଣା କାର୍ଯ୍ୟ ଆରମ୍ଭ

May 14, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ରେଢ଼ାଖୋଲ, (କନ୍ଦର୍ପ ବେହେରା): ରେଢ଼ାଖୋଲ ସହର ନିକଟସ୍ଥ ପୁରୁଣାଗଡ଼ ଗ୍ରାମରେ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ଇତିହାସ ବିଭାଗ ଦ୍ବାରା ଏକ ପ୍ରତ୍ନତାତ୍ତ୍ଵିକ ଗବେଷଣା କାର୍ଯ୍ୟ  ଆରମ୍ଭ ହୋଇଯାଇଛି । ସ୍ଥାନୀୟ ରୀତିନୀତି ଅନୁସାରେ ଭୋର୍ ସକାଳୁ ଭୂମି ପୂଜନ ପୂର୍ବକ ସେହି ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀଙ୍କ ଦ୍ବାରା ଉଦ୍ଘାଟିତ ହୋଇଥିଲା । ବିଶ୍ବବିଦ୍ୟାଳୟର ଡକ୍ଟର ଅତୁଲ ପ୍ରଧାନଙ୍କ ନେତୃତ୍ବରେ ଜୁଲାଇ ମାସ ରୁ ଆରମ୍ଭ ହେବ ବୋଲି ଜଣା ପଡିଛି . ଚଳିତ ବର୍ଷ ଭୀମ ମଣ୍ଡଳୀରେ ଦୀର୍ଘ ୨ ମାସ ଧରି ଖନନ କାର୍ଯ୍ଯ ଚାଲିଥିଲା ।ତାହା ପରେ ପରେ ପୁରୁଣାଗଡ଼ ଖନନ କାର୍ଯ୍ଯ ଆରମ୍ଭ ହେବ । ସ୍ଥାନୀୟ ଲୋକଙ୍କ ମନରେ ଭାରି ଉତ୍ସାହ ଦେଖିବାକୁ ମିଳିଛି । ଏହି ଗବେଷଣା ଦ୍ବାରା ରେଢ଼ାଖୋଲର ଲୁପ୍ତ ଇତିହାସ ପୁଣିଥରେ ଲୋକ ଲୋଚନକୁ ଆସିବା ସହିତ ଓଡ଼ିଶାର ଇତିହାସ ଏବଂ ଭାରତ ଇତିହାସ ସହିତ ଯୋଡ଼ି ହେବ ବୋଲି କୁଳପତି ପ୍ରଫେସର ତ୍ରୀପାଠୀ ମତ ପ୍ରକାଶ କରିଥିଲେ । ରେଢ଼ାଖୋଲ ଉପ ଜିଲ୍ଲାପାଳ ରଶ୍ମିରଞ୍ଜନ ମହନ୍ତ, ଭୀମଭୋଇ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ମାନଭଞ୍ଜନ କହଁର, ଘୋସରାମାଳ ସରପଞ୍ଚ ପ୍ରେମଶୀଳା ପ୍ରଧାନ,ବୁର୍ଡା ସରପଞ୍ଚ ରାଜା ପାଲ, ଭୀମ ମଣ୍ଡଳୀର ସଭାପତି ରମେଶ ସ୍ବାଇଁ, ରେଢ଼ାଖୋଲର ଗଣମାଧ୍ୟମ ପ୍ରତିନିଧି , ଗ୍ରାମବାସୀ, ଆଖପାଖ ଅଞ୍ଚଳର ବୁଦ୍ଧିଜୀବୀ ଏବଂ ଗବେଷଣା କାର୍ଯ୍ଯ ସହ ଜଡ଼ିତ ଥିବା ସ୍କୋଲାର ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।

ପ୍ରତ୍ନତାତ୍ୱିକ ଗବେଷଣା କାର୍ଯ୍ୟ
Share. Facebook Twitter LinkedIn Email WhatsApp Copy Link

Related Posts

ପୁରୀ–କୋରାପୁଟ ଏକ୍ସପ୍ରେସର ଶୁଭାରମ୍ଭ: ଆଦିବାସୀ ସମ୍ପ୍ରଦାୟ ପାଇଁ ସୃଷ୍ଟି ହେବ ନୂତନ ଆର୍ଥିକ ସୁଯୋଗ

July 6, 2026

ନୂତନ ପୁରୀ-କୋରାପୁଟ ଏକ୍ସପ୍ରେସ ଏବଂ ଦୈନିକ ବ୍ରହ୍ମପୁର-ଉଧନା ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ

July 6, 2026

ସମ୍ ହସ୍ପିଟାଲରେ ଅସୁସ୍ଥ ନବଜାତ ଶିଶୁକୁ ନୂଆ ଜୀବନ ଦେଲେ ଡାକ୍ତର

July 6, 2026

ରଣପୁରର ନୂଆପଡ଼ା ସଂରକ୍ଷିତ ଜଙ୍ଗଲରେ ୭୭ତମ ବନମହୋତ୍ସବ ପାଳିତ

July 6, 2026
Latest News

ପୁରୀ–କୋରାପୁଟ ଏକ୍ସପ୍ରେସର ଶୁଭାରମ୍ଭ: ଆଦିବାସୀ ସମ୍ପ୍ରଦାୟ ପାଇଁ ସୃଷ୍ଟି ହେବ ନୂତନ ଆର୍ଥିକ ସୁଯୋଗ

July 6, 2026

ନୂତନ ପୁରୀ-କୋରାପୁଟ ଏକ୍ସପ୍ରେସ ଏବଂ ଦୈନିକ ବ୍ରହ୍ମପୁର-ଉଧନା ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ

July 6, 2026

ସମ୍ ହସ୍ପିଟାଲରେ ଅସୁସ୍ଥ ନବଜାତ ଶିଶୁକୁ ନୂଆ ଜୀବନ ଦେଲେ ଡାକ୍ତର

July 6, 2026

ରଣପୁରର ନୂଆପଡ଼ା ସଂରକ୍ଷିତ ଜଙ୍ଗଲରେ ୭୭ତମ ବନମହୋତ୍ସବ ପାଳିତ

July 6, 2026

ଖୋର୍ଦ୍ଧା ରୋଡ୍ ଡିଭିଜନରେ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ: ବାତିଲ୍ ହେଲା ଏହି ସବୁ ଟ୍ରେନ

July 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.