ଜାତୀୟ ଖବର ରାଜନୀତିରୁ ସନ୍ନ୍ୟାସ ନେଲେ ହୁମାୟୁନ୍ କବିର କୋଲକାତା: ‘ଆମ୍ ଜନତା ଉନ୍ନୟନ ପାର୍ଟି’ର ମୁଖ୍ୟ ତଥା ପଶ୍ଚିମବଙ୍ଗ ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣାଶୁଣା ନେତା ହୁମାୟୁନ୍ କବିର ଅଶ୍ରୁପୂର୍ଣ୍ଣ ନୟନରେ ରାଜନୀତିରୁ ଅବସର ଘୋଷଣା କରିଛନ୍ତି।…