Categories
ଭିଡ଼ିଓ

Deepika shares glimpse of beach vacay with Ranveer

Categories
ଆଜିର ଖବର ମନୋରଂଜନ

ରିଲିଜ୍‌ର ଦୁଇ ଦିନ ମଧ୍ୟରେ ବକ୍ସ ଅଫିସ୍‌ ବ୍ୟାଟେଲ୍‌ରେ ଆଗୁଆ ତାନାଜୀ

ମୁମ୍ବାଇ : 2020 ମସିହାରେ ବଲିଉଡ୍‌ ବକ୍ସ ଅଫିସ୍‌ ପ୍ରଦର୍ଶନ ବଢିଆ ରହିଛି । ବର୍ଷର ପ୍ରଥମ ରିଲିଜ୍‌ ତାନାଜୀ ଏବଂ ଛପାକ୍‌ ରିଲିଜ୍‌ ହୋଇଛି । ଚଳିତ ଶୁକ୍ରବାର ଅଜୟ ଦେବଗନ ଅଭିନୀତ ତାନାଜୀ ଏବଂ ଦୀପିକା ପାଦୁକୋନ୍‌ ଅଭିନୀତ ଛପାକ୍‌କୁ ଦର୍ଶକଙ୍କୁ ଭଲ ରେସ୍‌ପନ୍ସ ମିଳିଛି । ରିଲିଜ୍‌ର ପ୍ରଥମ ଦିନରେ ତାନାଜୀ 15.10 କୋଟି ଆୟ କରିଥିବା ବେଳେ ଛପାକ୍‌ 4.77 କୋଟି ଆୟ କରିଛି । ଦ୍ବିତୀୟ ଦିବସରେ ତାନାଜୀ 20.57 କୋଟି ଆୟ କରିଥିବା ବେଳେ ଛପାକ୍‌ 6.90 କୋଟି ଆୟ କରିଛି । ଓମ୍‌ ରାଉତଙ୍କ ନିର୍ଦ୍ଦେଶିତ ଅଜୟ ଦେବଗନ୍‌ଙ୍କ 100 ତମ ଫିଲ୍ମ ତାନାଜୀ ଛପାକ୍‌ ତୁଳନାରେ 500 ଅଧିକ ସ୍କ୍ରିନ୍‌ରେ ରିଲିଜ୍‌ ହୋଇଛି । ଉଭୟ ଫିଲ୍ମକୁ ଦର୍ଶକ ଏବଂ ସମୀକ୍ଷକଙ୍କ ପକ୍ଷରୁ ପସନ୍ଦ କରାଯାଇଛି ।

Categories
ଭିଡ଼ିଓ

Deepika seeks blessings for Chhapaak at Siddhivinayak Temple | ଆଶିର୍ବାଦ ପାଇଁ ସିଦ୍ଧିବିନାୟକରେ ଦୀପିକା |

Categories
ଭିଡ଼ିଓ

Deepveer share kiss at screening of Chhapaak || ଛପାକ୍ ସ୍କ୍ରିନିଂରେ ବିଶେଷ ମୂହୁର୍ତ୍ତରେ ରଣବୀର-ଦୀପିକା |

Categories
ଭିଡ଼ିଓ

Excuse me It is my money Deepika on being asked | ଛପାକରେ କଣ ଲାଗିଛି ରଣବୀରଙ୍କ ଟଙ୍କା, ଜବାବ ଦେଲେ ଦୀପିକା

Categories
ଭିଡ଼ିଓ

Deepika & Vikrant style for Chhapaak promotions || ପ୍ରମୋସନ ସମୟରେ ଷ୍ଟାଇଲିସ୍ ଅନ୍ଦାଜରେ ଦୀପିକା ଓ ବିକ୍ରାନ୍ତ |

Categories
ଭିଡ଼ିଓ

Chhapaak promotions Deepika Padukone sizzles in red dress || ଛପାକ ପ୍ରମୋସନରେ ଦୀପିକାଙ୍କ ଆକର୍ଷଣୀୟ ଅନ୍ଦାଜ୍

Categories
ଭିଡ଼ିଓ

ଲୋକମତ ଆଓ୍ବାର୍ଡ- 2019ରେ ଷ୍ଟାର୍‌ଙ୍କ ଜଲ୍‌ଓ୍ବା || Deepika Taapsee and others at Lokmat stylish awards

Categories
ଭିଡ଼ିଓ

Deepika Ranveer arrive at U2 concert in style

Deepika Padukone and Ranveer Singh were amongst the first celebs to arrive at legendary Irish rock band U2’s first ever Mumbai concert on Sunday evening. Needless to say that Deepika and Ranveer made a couple entry in style – she in black biker shorts styled with a baggy white shirt and he in a black and red combo.

Categories
ଭିଡ଼ିଓ

Deepika Sara dazzle at Star Screen Awards

This is the season of award functions, making it the best time as our Bollywood celebs surely know how to turn up the heat when it comes to making glamorous style statements. At The Star Screen Awards that was held in Mumbai on Sunday, it was indeed a lavish affair as the stars lit up the red carpet with one after the other showstopping looks. From modern silhouettes to fairytale gowns and even the traditional saree, if you are looking for some fashion inspiration then you will find it all here as we list down the best-dressed Bollywood celebs at the event.

Categories
ଆଜିର ଖବର

ରଣବୀର-ଦୀପିକାଙ୍କ ନକଲି ଫଟୋ ବ୍ୟବହାର କରିଛି ବିଜେପି

ଭୋଟର ମାନଙ୍କୁ ବିଭ୍ରାନ୍ତ କରିବା ପାଇଁ କିଛି  ବିଜେପି ସମର୍ଥକ ବଲିଉଡ୍‌ର ସେଲିବ୍ରିଟି ଯୋଡି ରଣବୀର ସିଂହ ଏବଂ ଦୀପିକା ପାଦୁକୋନଙ୍କ ଏକ ଫଟୋକୁୁ ଫଟୋଶ୍ପ୍‌ ନିର୍ବାଚନ ପ୍ରଚାରରେ ବ୍ୟବହାର କରିଛନ୍ତି। ପ୍ରକାଶିତ ଫଟୋରେ ଉଭୟ ‘ବିଜେପିକୁ ଭୋଟ ଦିଅନ୍ତୁ’ ସ୍ଲୋଗାନ ଥିବା ଗାମୁଛା ବେକରେ ପକାଇଥିବାର  ଦେଖାଯାଉଛି। ମାତ୍ର ବାସ୍ତବରେ ଉଭୟ କେବଳ କମଳା ରଙ୍ଗର ଗାମୁଛା ବେକରେ ପକାଇଛନ୍ତି। ନିଜ ବିବାହର କିଛି ଦିନ ପରେ ନଭେମ୍ବର ୩୦ରେ ଉଭୟ ମୁମ୍ବାଇର ସିଦ୍ଧି ବିନାୟକ ମନ୍ଦିରକୁ ଯାଇଥିବା ବେଳେ ଏହି ଫଟୋ ନିଆଯାଇଥିଲା। ‘ଏକ୍‌ ବିହାରୀ ଶୌ ପେ ଭାରୀ’ ନାମକ ଏକ ଗ୍ରୁପ୍‌ରେ ସେୟାର କରାଯାଇଥିବା ଏହି ଫଟୋରେ ଲେଖା ଯାଇଛି ‘ପଦ୍ମର ସ୍ବିଚ୍‌ ଦବାଇ ଦେଶର ବିକାଶରେ ସାମିଲ ହୁଅନ୍ତୁ’। ଅନ୍ୟୁନ ୩୬ ହଜାର ଥର ଏହି  ଲାଇକ୍‌ କରାଯିବା ସହିତ ୪ ହଜାର ଥର ସେୟାର କରାଯାଇଛି। ମେ ଭି ଚୌକିଦାର ନାମକ ଏକ ବ୍ୟକ୍ତିଗତ ଆକାଉଣ୍ଟରେ ଏହି ଫଟୋ ସେୟାର କରାଯାଇଥିବା ବେଳେ ୨୬୦୦ରୁ ଅଧିକ ଥର ସେୟାର କରାଯାଇଥିଲା। ଏହାପରେ ଅଲ୍‌ଟ ନ୍ୟୁଜ୍‌ (ALTNEWS.IN) ଏହି ଫଟୋର ତର୍ଜମା କରି ଦେଖିବାକୁ ପାଇଥିଲା ଯେ ଗାମୁଛାରେ ଲେଖାଥିବା ‘ବିଜେପିକୁ ଭୋଟ ଦିଅନ୍ତୁ’ ସ୍ଲୋଗାନଟି ଫଟୋଶପ୍‌ କରାଯାଇଥିଲା। ଅଲ୍ଟ ନ୍ୟୁଜ୍‌ ଏପରି ଏକ ଓ୍ବେବ୍‌ସାଇଟ୍‌ ଯାହା ବିଭିନ୍ନ ପ୍ରକାର ବିଭ୍ରାନ୍ତିକର ଫଟୋ ଏବଂ ଭିଡିଓକୁ ତର୍ଜମା କରି ତାହା ସତ୍ୟତା ନେଇ ସୂଚନା ପ୍ରଦାେନ କରିଥାଏ।