ଆଜିର ଖବର ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ହ୍ରାସ ପାଇଲା ଗ୍ୟାସ ଚାହିଦ: ଜାଣନ୍ତୁ କାରଣ ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଦେଶର ଏଲପିଜି ବ୍ୟବହାରକୁ ମଧ୍ୟ ପ୍ରଭାବିତ କରୁଛି। ଯୋଗାଣ ବାଧା ଘରୋଇ ଏବଂ ବାଣିଜ୍ୟିକ ଗ୍ରାହକ ଉଭୟଙ୍କୁ ପ୍ରଭାବିତ କରିଛି, ଯାହା…