thesamikhsya

ଜାପାନ୍‌ର ଏକ ଏଫ୍‌ ୩୫-ଏ ଲଢୁଆ ଯୁଦ୍ଧ ବିମାନ ଅଭ୍ୟାସ ସମୟରେ ପ୍ରଶାନ୍ତ ମହାସାଗରରେ ନିଖୋଜ ହୋଇଛି। ବିମାନଟିର ଧ୍ବଂସାବଶେଷ ପ୍ରଶାନ୍ତ ମହାସାଗରରୁ ମିଳିଥିବା ବେଳେ ପାଇଲଟ୍‌ଙ୍କର…

ପ୍ରଥମ ପର୍ଯ୍ୟାୟ ମତଦାନର ଦୁଇ ଦିନ ପୂର୍ବରୁ ଛତିଶଗଡ଼ରେ ହୋଇଛି ବଡ଼ ଧରଣର ମାଓ ଆକ୍ରମଣ ହୋଇଛି। ଛତିଶଗଡ଼ର ନକ୍ସଲ ପ୍ରଭାବିତ ଦାନ୍ତେଓ୍ଵାଡାରେ ବିଜେପି ବିଧାୟକଙ୍କ ଗାଡି…

ସମୀକ୍ଷା ବ୍ୟୁରୋ ବିଜେଡ଼ି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜେଡ଼ିର ନିର୍ବାଚନ ଇସ୍ତାହାର ୨୦୧୯କୁ ଉନ୍ମୋଚିତ କରିଛନ୍ତି। ଏହି ଇସ୍ତାହାରର ଶୀର୍ଷକ ରହିଛି ‘ନବୀନ ଓଡ଼ିଶାର…

ମତଦାନର ପ୍ରଥମ ପର୍ଯ୍ୟାୟ ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବାକୁ ଯାଉଥିବାବେଳେ ଏବେ ନିର୍ବାଚନୀ ପ୍ରଚାର ପୂରା ଜୋରସୋର୍‌ରେ ଚାଲିଛି। ସମସ୍ତ ରାଜନୈତିକ ଦଳ ଆକ୍ଷେପ ପ୍ରତି…

କରଣ କପାଡିଆଙ୍କ ଡେବ୍ୟୁ ଫିଲ୍ମ ‘ବ୍ଲାଙ୍କ’ ଟ୍ରେଲର ରିଲିଜ୍‌ ପରଠାରୁ ଚର୍ଚ୍ଚାରେ ରହିଛି। ପ୍ରଥମେ ଫିଲ୍ମର ଅଲଗା କାହାଣୀ ପାଇଁ ଏହାର ଚର୍ଚ୍ଚାରେ ରହିଥିବା ବେଳେ ବର୍ତ୍ତମାନ…

ବିଜେଡ଼ି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି  ବିଜେଡ଼ିର ନିର୍ବାଚନ ଇସ୍ତାହାର ୨୦୧୯କୁ ଉନ୍ମୋଚିତ କରିଛନ୍ତି। ଏହି ଇସ୍ତାହାରରେ ସବୁ ବର୍ଗକୁ ଗୁରୁତ୍ବ ଦେବା ସହିତ ଜନମତ…

ଆଜିଠୁ ଆାରମ୍ଭ ହେବାକୁ ଯାଉଛି ସିଙ୍ଗାପୁର ଓପନ ବ୍ୟାଡମିଣ୍ଟନ। ୩ ଲକ୍ଷ ୫୫ହଜାର ଡଲାର ପୁରସ୍କାର ରାଶି ବିଶିଷ୍ଟ ଏହି ପ୍ରତିଯୋଗିତାରେ ନିଜର ଫର୍ମ ନେଇ ଆଶାୟୀ…

କେରଳର ବହୁଚର୍ଚ୍ଚିତ ସିଷ୍ଟର ଅଭୟା (ବୀନା ଥୋମାସ) ହତ୍ୟା ମାମଲାରେ ଆରୋପୀଙ୍କ ଖଲାସ ହେବା ଅନୁରୋଧକୁ କେରଳ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ମଙ୍ଗଳବାର ମାମଲାର ମୁଖ୍ୟ…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି। ଚାଷୀଙ୍କ ପାଇଁ କରାଯାଇଥିବା କାଳିଆ ଯୋଜନାକୁ ନେଇ ସେ ସିଇଓଙ୍କ ପାଖରେ ଫେରାଦ ହୋଇଛନ୍ତି। ବିଜେପିର ଅଭିଯୋଗ…

ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଥିବାବେଳେ ରାଜ୍ୟକଂଗ୍ରେସରେ କନ୍ଦଳ ତୀବ୍ର ରୂପ ନେଇଛି। ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ସୁମିତ୍ରା ଜେନା।…

ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ଅଧ୍ୟକ୍ଷ ଏନ୍‌. ଚନ୍ଦ୍ରାବାବୁ ନାଇଡୁ ଆଞ୍ଚଳିକ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ (ଜେଡିଏସ୍‌) ମୁଖ୍ୟ…

ସାଧାରଣ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଦିନକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ମତଦାନ ଦିନ ଶିକ୍ଷାନୁଷ୍ଠାନ ସହିତ ସରକାରୀ କାର୍ଯ୍ୟାଳୟ, କୋର୍ଟ  ତଥା ବ୍ୟାଙ୍କ…

ପ୍ରଥମ ପର୍ଯ୍ୟାୟ ମତଦାନଙ୍କୁ ଆଉ ଗୋଟିଏ ଦିନ ବାକି ଥିବାବେଳେ ରାଜ୍ୟ କଂଗ୍ରେସର ଟିକେଟ ବିବାଦ ତୁଟୁନି। ନାମାଙ୍କନର ଶେଷଦିନରେ ବି ପୁଣି ଥରେ କଂଗ୍ରେସ ପ୍ରାର୍ଥୀ…

ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଇବା ଅଭିଯୋଗରେ ବିଚ୍ଛିନ୍ନତାବାଦୀ ନେତା ମିରଓ୍ବେଜ୍‌ ଉମର ଫାରୁକ୍‌ ମଙ୍ଗଳବାର ଦିନ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ନିକଟରେ ହାଜର ହୋଇଛନ୍ତି। କ୍ରମାଗତ ଦ୍ବିତୀୟ ଦିନ…

କଳାହାଣ୍ଡି ଜିଲାର ଜୟପାଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାର କରିଛନ୍ତି। ଏହି ଅବସରରେ ନବୀନ କହିଛନ୍ତି ଯେ, ମା’ ମାନେ ହେଉଛନ୍ତି ବିକାଶର ପ୍ରକୃତ ଡବଲ…

ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦରେ କେନ୍ଦ୍ର ସରକାରଙ୍କ ଯାଚିକାକୁ ନେଇ ନିର୍ମୋହି ଆଖଡା ବିରୋଧ କରିଛି। ଏହି ଜମି ମାମଲା ବିଚାରାଧୀନ ଥିବାବେଳେ ବିବାଦୀୟ ସ୍ଥଳ…

ଚଳିତ ଥର ନିର୍ବାଚନ କମିଶନ ସ୍ବଚ୍ଛ ନିର୍ବାଚନ ପାଇଁ ବିଶେଷ ପ୍ରକାରର ପଦକ୍ଷେପ ନେଇଛନ୍ତି । ଏଥିନିମେନ୍ତ ବିଭିନ୍ନ ପ୍ରକାରର ଗାଇଡ୍‌ଲାଇନ୍‌ ଜାରି କରିବା ସହିତ ଦୃଷ୍ଟାନ୍ତମୂଳକ…

କଳାହାଣ୍ଡିରେ ମାରାଥନ ପ୍ରଚାର ଆରମ୍ଭ କରିବା ପୂର୍ବରୁ ମାଣିକେଶ୍ବରୀଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମାଣିକେଶ୍ବରୀଙ୍କ ଦର୍ଶନ ପରେ ପ୍ରଚାର ଆରମ୍ଭ କଲେ ନବୀନ। ଭବାନୀପାଟଣା ଆଇବିରୁ…

ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସର ଉପସଭାପତି ଓମାର ଅବଦୁଲ୍ଲା ଜମ୍ମୁ କଶ୍ମୀର ପାଇଁ ଅଲଗା ପ୍ରଧାନମନ୍ତ୍ରୀ ଦାବି କରିବା ଉପରେ ନିଜର ମତାମତ…

ମଧ୍ୟପ୍ରଦେଶ ଏବଂ ଦିଲ୍ଲୀରେ ଆୟକର ବିଭାଗ ପକ୍ଷରୁ ରେଡ୍‌ କରାଯାଇଥିଲା। ଯାହ ଦ୍ବାରା ୨୮୧ କୋଟି ଟଙ୍କାର ହଓ୍ବଲା ନେଟ୍ଓ୍ବର୍କ ଅର୍ଥ ମିଳିଥିବା ବେଳେ ୧୪ କୋଟି…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନି ଉପରେ ଆଧାରିତ ଫିଲ୍ମକୁ ନେଇ ବିବାଦ ଥମିବାର ନାମ ନେଉନାହିଁ। ସୋମବାର ସୁପ୍ରିମକୋର୍ଟ ଏହି ଚଳଚିତ୍ରର ରିଲିଜ୍‌ ଉପରେ କୌଣସି ହସ୍ତକ୍ଷେପ…