Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଯୁବକ ମୃତ୍ୟୁ ଘଟଣାକୁ ନେଇ କିସିଣ୍ଡା ଥାନା ଘେରାଉ
ଆଞ୍ଚଳିକ

ଯୁବକ ମୃତ୍ୟୁ ଘଟଣାକୁ ନେଇ କିସିଣ୍ଡା ଥାନା ଘେରାଉ

December 15, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା

ରେଢାଖୋଲ: ଗତ ୧୩/୧୨ରେ କିସିଣ୍ଡା ଥାନା ହୀରାଲୋଇ ଗ୍ରାମରେ ବାଇକ୍ ଦୁର୍ଘଟଣାରେ ଜନୈକ ଯୁବକଙ୍କ ମୃତ୍ୟୁକୁ ନେଇ ଆଜି କିସିଣ୍ଡା ଥାନା ଘେରାଉ କରିଥିଲେ  ଅଂଚଳର କୋତୋଟି ଗ୍ରାମ ପଂଚାୟତର ସରପଂଚ ଓ ମହିଳା , ପୁରୁଷ ମାନେ।

ସୂଚନା ଯୋଗ୍ୟ ଯେ, ଗତ ତା ୧୩/୧୨ ରେ ମେଘପାଳ ପଂଚାୟତ ଟାମ୍ପରସିଂହା ଗ୍ରାମର ଲାଲମୋହନ୍ ପୋଢ କୌଣସି କାମରେ କିସିଣ୍ଡା ଆସୁଥିବା ବେଳେ ହୀରାଲୋଇ ଗ୍ରାମରେ ହମ୍ପସ୍ ରେ ପଡି ମୃତ୍ୟୁ ବରଣ କରିଥିଲେ। ହୀରାଲୋଇ ଗ୍ରାମର ଅରୁଣ ଜାଲ ନାମକ ବ୍ୟକ୍ତି କୁକୁଡା ଚିଆଁ ରାସ୍ତା ପାର ହୋଇ କୌଣସି ଆଡେ ନ ଯିବାକୁ ତାର  ପ୍ରତିବନ୍ଧକ ପାଇଁ ହମ୍ପସ୍ ନିର୍ମାଣ କରିଥିଲେ। ଯା ଫଳରେ ସେଇ ହମ୍ପସ୍ ରେ ଲାଲମୋହନ୍ ପୋଢଙ୍କର ଅକାଳ ବିୟୋଗ ଘଟିଥିଲା।

ଏନେଇ ଅଂଚଳବାସୀ ହମ୍ପସ୍ ନିର୍ମାଣ କରିଥିବା ଅରୁଣ ଜାଲ୍ ଙ୍କୁ ଗିରଫ୍ କରିବାକୁ , ନିଶାକାରବାର ବନ୍ଦ ରଖିବାକୁ ଦାବି କରିଥିଲେ। ପ୍ରଶାସନ ପ୍ରତିଶୃତି ଦେଇଥିବା ବେଳେ ହମ୍ପସ୍ ତିଆରି କରିଥିବା ଅରୁଣ ଜାଲ୍ ଙ୍କୁ ଗିରଫ କରିବାକୁ ଦାବୀ କରିଥିଲେ। ଗତ ୧୩/୧୨ ରେ ଅରୁଣ ଜାଲ ଙ୍କ ର କୁକୁଡା ଫାର୍ମ ଜାଳିଦେଇଥିଲା କେହି ଦୁର୍ବୃତ। ଅରୁଣ ଜାଲଙ୍କୁ ୨୭୧,୩୦୪(ଏ) ଧାରାରେ ଏକ ମାମଲା ରୁଜୁ କରି ଗିରଫ କରିଛି। ନିଶାକାରବାର ବନ୍ଦ କରିବାକୁ ଗ୍ରାମବାସୀ ଦାବୀ କରିଥିବା ବେଳେ ପ୍ରଶାସନ ତାହା କରି ନ ଥିବାରୁ ଅଂଚଳବାସୀ କିସିଣ୍ଡା ଥାନା ଘେରାଉ କରିଥିଲ।

ଘଟଣା ସ୍ଥଳରେ ରେଢାଖୋଲ ଏସ୍ ଡିପିଓ ପ୍ରଶାନ୍ତ କୁମାର ମେହେର୍ ତଥା ଅନ୍ୟ ପୋଲିସ୍ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ରାସ୍ତା ପାଶ୍ୱର୍ରେ ବେଆଇନ୍ ଘର ନିର୍ମାଣ କରିଥିବା ବ୍ୟକ୍ତିର ଘରକୁ ଖୁବ୍ ଶିଘ୍ର ଭଙ୍ଗାଯିବ ବୋଲି ନାକଟିଦେଉଳ ତହସିଲ୍‌ଦାର ଇଂ ସୁକାନ୍ତ ନାଏକ ଦୃଢ ପ୍ରତିଶୃତି ଦେଇଥିଲେ। ଏହି ରାଲି ତଥା ଥାନା ଘେରାଉ ରେ କିସିଣ୍ଡା, ବଳମ୍, ଗିରିଶ୍ଚନ୍ଦ୍ରପୁର, ପାଣିମୋରା ଆଦି ଗ୍ରାମ ପଂଚାୟତର ସରପଂଚ ତଥା ମହିଳା, ପୁରୁଷ ସାମିଲ୍ ହୋଇଥିଲେ।

କିସିଣ୍ଡା ଥାନା ମୃତ୍ୟୁ ଘଟଣା
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ହାଇସ୍କୁଲର ଆଦର୍ଶ ଶିକ୍ଷକ ଓ ସୁନାମଧନ୍ୟ ସାହିତ୍ୟିକ ଜିତେନ୍ଦ୍ର ନାଥ ବରାଳଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା

June 16, 2026

ବାଣପୁର: ତୋରସିଂ ଗ୍ରାମରେ ପାରମ୍ପରିକ କ୍ରୀଡା ପ୍ରତିଯୋଗିତା

June 15, 2026

ବଡ଼କୁଳ ଓଟିଡିସି ପାନ୍ଥନିବାସ ଠାରେ ଗଣପର୍ବ ରଜ ଉତ୍ସବ ପାଳିତ

June 14, 2026

ସଲପଡିହ ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

June 7, 2026
Latest News

ମମତା ବାନାର୍ଜୀଙ୍କୁ ବଡ଼ ଝଟକା : ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କଲା ପୋଲିସ

June 20, 2026

ଯୁକ୍ତ ୩ ନାମଲେଖା ପାଇଁ ବଢ଼ିଲା ସିଟ୍ 

June 20, 2026

ପିଏମ ଆବାସ ହିତାଧିକାରୀଙ୍କୁ ବଡ ଆଶ୍ଵସ୍ତି

June 19, 2026

ଆପାର୍ଟମେଣ୍ଟ ପଞ୍ଜୀକରଣ ପାଇଁ ନୂଆ SOP

June 19, 2026

ଭୟଙ୍କର ସିରିଜ୍ ଦୁର୍ଘଟଣା, ଶିଶୁ ଓ ମହିଳାଙ୍କ ସମେତ ୧୩ ଆହତ

June 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.