Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁରରେ ଖୋଲିଲା ନୂଆ ସପିଂ ମଲ: ୯୯ ଟଙ୍କାରେ ମିଳିବ ଘରୋଇ ଉପକରଣ
ଆଞ୍ଚଳିକ

ବାଣପୁରରେ ଖୋଲିଲା ନୂଆ ସପିଂ ମଲ: ୯୯ ଟଙ୍କାରେ ମିଳିବ ଘରୋଇ ଉପକରଣ

June 28, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ପବିତ୍ର ବାହୁଡ଼ାଯାତ୍ରା ଅବସରରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ତହସିଲ ରୋଡରେ ଖୋଲିଛି ନୂଆ ସପିଙ୍ଗ ମଲ ବଜାର ୯୯। ତେବେ ଉକ୍ତ ସପିଙ୍ଗ ମଲର ନାମରେ ଏହାର ବିଶେଷତ୍ୱ ଲୁଚି ରହିଛି। ଏଠାରେ ବିଭିନ୍ନ ଘରୋଇ ଉପକରଣ ଏବଂ ଶିଶୁମାନଙ୍କ ଖେଳଣା ଉପଲବ୍ଧ ଯାହାର ମୂଲ୍ୟ ରହିଛି ମାତ୍ର ୯୯ ଟଙ୍କା। ଏଠାରେ ଉପଲବ୍ଧ ସମସ୍ତ ସାମଗ୍ରୀର ମୂଲ୍ୟ ୯୯ ଟଙ୍କା ରହିଛି।

ତେବେ ଆମର ନିତ୍ୟ ବ୍ୟବହାର୍ଯ୍ୟ ସମସ୍ତ ପ୍ରକାର ଘରୋଇ ଉପକରଣ ଏଠାରେ ଗ୍ରାହକମାନଙ୍କୁ ମିଳିବ। ବିଭିନ୍ନ ଘର ସାଜସଜା ଜିନିଷ ସହ ଛୋଟ ଶିଶୁଙ୍କ ଖେଳଣା ମଧ୍ୟ ଏଠାରେ ଉପଲବ୍ଧ ଯାହାର ମୂଲ୍ୟ ରହିଛି କେବଳ ୯୯ ଟଙ୍କା। ସମ୍ପ୍ରତି ଯୁଗରେ ସମସ୍ତେ ବିଭିନ୍ନ ଅନଲାଇନ ୱେବସାଇଟରୁ ଘରୋଇ ଉପକରଣ ଶସ୍ତାରେ କିଣୁଥିବାବେଳେ ବଜାର ୯୯ରେ ଉକ୍ତ ସମସ୍ତ ଉପକରଣ ୯୯ ଟଙ୍କାରେ ଉପଲବ୍ଧ।

ଫଳରେ ଗରିବ ଠାରୁ ମଧ୍ୟବିତ୍ତ ସବୁ ବର୍ଗକୁ ଏହା ନିଶ୍ଚିତ ସୁହାଇବ ବୋଲି ୯୯ ବଜାର ସପିଙ୍ଗ ମଲ ମାଲିକ ତଥା ବାଣପୁର ଅଞ୍ଚଳର ସମାଜସେବୀ ଡ଼ା ଶକ୍ତିପ୍ରସାଦ ମହାନ୍ତି କହିଛନ୍ତି। ତେବେ ଆଜି ଉଦଘାଟନ ଦିବସରେ ଉକ୍ତ ସପିଙ୍ଗ ମଲରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା।

ବାଣପୁର ଏନଏସି ବାହୁଡାଯାତ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

ଏବେ ଶସ୍ତା ହେଲା ଚିନି: ଗୋଟିଏ ଝଟକାରେ ମୂଲ୍ୟ ୧୮% କୁ ହ୍ରାସ

August 25, 2026

ଦୁଦୁରା ଫଳ ବିକ୍ରୟ ପାଇଁ କାର୍ଯ୍ୟାନୁଷ୍ଠାନ: ଆମାଜନ, ସ୍ୱିଗି ଏବଂ ବିଗବାସ୍କେଟର ଖାଦ୍ୟ ଲାଇସେନ୍ସ ରଦ୍ଦ

August 25, 2026

ଏହି ୫ ଟି ସହରରେ ୩୫ ଟଙ୍କାରେ ମିଳିବ ପିଆଜ: ସରକାରଙ୍କ ବଡ଼ ନିଷ୍ପତ୍ତି

August 25, 2026

ବର୍ଦ୍ଧିତ ଚିନି ଦର ମଧ୍ୟରେ ଆମଦାନୀ ନିୟମ ପରିବର୍ତ୍ତନ କଲେ ସରକାର

August 25, 2026
Latest News

ଖୋର୍ଦ୍ଧା ରୋଡ୍ ଡିଭିଜନରେ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ବାତିଲ ହେଲା ଏହି ଟ୍ରେନ୍

August 26, 2026

ଭାରତର ବିଜୟରେ ବାଧା ସୃଷ୍ଟି କରିବ କି ବର୍ଷା?: ଜାଣନ୍ତୁ କିପରି ରହିବ କଲମ୍ବୋରେ ପାଗ

August 26, 2026

ରାଜଧାନୀ ଏକ୍ସପ୍ରେସରେ ଚଢାଉ: ଜବତ ହେଲା ମିଆଦ ଶେଷ ହୋଇଥିବା ଖାଦ୍ୟ

August 26, 2026

ବର୍ଷା ଦିନେ ଏହି ପନିପରିବା ଖାଇବା ଠାରୁ ଦୂରେଇ ରୁହନ୍ତୁ, ହୋଇପାରେ କ୍ଷତି

August 26, 2026

ଜସପ୍ରିତ ବୁମରାହଙ୍କ ରାଜତ୍ୱ ଶେଷ: ଏବେ ଏହି ଖେଳାଳି ହେଲେ ନମ୍ବର-୧ ଟେଷ୍ଟ ବୋଲର

August 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.