Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»କୁକୁର ଆକ୍ରମଣରେ ହରିଣ ମୃତ
ଆଞ୍ଚଳିକ

କୁକୁର ଆକ୍ରମଣରେ ହରିଣ ମୃତ

July 28, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢ଼ାଖୋଲ: ନାକଟିଦେଉଳ ରେଞ୍ଜ ଜଗନ୍ନାଥପ୍ରସାଦ ଗ୍ରାମରେ ଏକ ହରିଣକୁ କୁକୁର କାମୁଡ଼ିବାରୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ଗୁରୁବାର ଅପରାହ୍ନ ଅପରାହ୍ନ ୪.୩୦ ସମୟରେ ଜଗନ୍ନାଥପ୍ରସାଦ ଶବରପଡ଼ା ଠାରେ ନିକଟସ୍ଥ ଜଙ୍ଗଲରୁ ଚାଲି ଆସିଥିବା ହରିଣକୁ କୁକୁର ଆକ୍ରମଣ କରିଥିଲା। କୁକୁରଟି ହରିଣର ପାଟିରେ କାମୁଡ଼ିଦେଇଥିବାରୁ ହରିଣଟି ମୃତ୍ୟୁବରଣ କରିଥିଲା।

ଏସିଏଫ୍ ଅଶ୍ବିନୀ କୁମାର ବେହେରା, ଫରେଷ୍ଟର ଅରୁଣ କୁମାର ବେହେରା, ଫରେଷ୍ଟଗାର୍ଡ ସୁଭଦ୍ରା ରାଉଳ ତଥା ବନବିଭାଗର ଅନ୍ୟକର୍ମଚାରୀମାନେ ହରିଣକୁ ଉଦ୍ଧାର କରିଥିଲେ ମଧ୍ୟ ବଂଚାଇପାରି ନ ଥିଲେ।

ନାକଟିଦେଉଳ ରେଞ୍ଜ
Share. Facebook Twitter LinkedIn Email WhatsApp Copy Link

Related Posts

୩ କିଲୋମିଟର ଭାରରେ ବୋହିବା ପରେ ଆମ୍ବୁଲାନ୍ସରେ ଜନ୍ମ ନେଲା ଶିଶୁକନ୍ୟା

September 22, 2026

ବ୍ରହ୍ମପୁର ବ୍ୟାଙ୍କ କଲୋନୀ ଉନ୍ନୟନ କମିଟି ବୈଠକ

September 21, 2026

ଚିଲିକା ବ୍ଲକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

September 21, 2026

ପୋଖରୀ ପାଣିରେ ବୁଡ଼ି ନାବାଳିକାର ମୃତ୍ୟୁ

September 21, 2026
Latest News

ପ୍ରବଳ ବର୍ଷାକୁ ଦେଖି ପରିବହନ ଆୟୁକ୍ତଙ୍କ ବୈଠକ, ଆବଶ୍ୟକ ପଡିଲେ ଗାଡିଚଳାଚଳ ବନ୍ଦ ରଖିବାକୁ ନିର୍ଦ୍ଦେଶ

September 23, 2026

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍ ଧକ୍କାରେ ଦମ୍ପତି ମୃତ

September 23, 2026

୨୮ ବର୍ଷ ପରେ ଭାରତକୁ ମିଳିଲା ପଦକ: ଏସୀୟ କ୍ରୀଡ଼ାରେ ରୌପ୍ୟ ଜିତିଲେ ମୀରାବାଇ ଚାନୁ

September 23, 2026

ମେଘାଳୟରେ ୟୁଡିପି କୁ ଝଟକା: ୧୨ ବିଧାୟକଙ୍କ ମଧ୍ୟରୁ ୮ ବିଧାୟକ ବିଜେପିରେ ସାମିଲ

September 23, 2026

ବିଶ୍ୱ ଗୋଲାପ ଦିବସରେ କର୍କଟ ରୋଗ ସଚେତନତା କାର୍ଯ୍ୟକ୍ରମ

September 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.