Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ନାଚୁଣୀ: ବାପା ଆକଟ କରିବାରୁ ବିଷ ପିଇ ଆତ୍ମହତ୍ୟା କଲା ପୁଅ
ଆଞ୍ଚଳିକ

ନାଚୁଣୀ: ବାପା ଆକଟ କରିବାରୁ ବିଷ ପିଇ ଆତ୍ମହତ୍ୟା କଲା ପୁଅ

August 31, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ନାଚୁଣୀ: ବାପା ଆକଟ କରିବାରୁ ବିଷ ପିଇ ପୁଅ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକ ହେଲେ ନାଚୁଣୀ ଥାନା ଲୋକିପୁର ଗ୍ରାମର ପ୍ରଶାନ୍ତ ବେହେରା (୨୮ ବର୍ଷ)।

ପ୍ରଶାନ୍ତ ଏକ ଘରୋଇ କମ୍ପାନୀରେ କଟକରେ କାର୍ଯ୍ୟ କରୁଥିଲେ। ଗତକାଲି ରକ୍ଷା ବନ୍ଧନ ଉପଲକ୍ଷେ ଗାଁ କୁ ଆସିଥିଲେ। ଗାଁରେ ସାଙ୍ଗମାନଙ୍କ ସହ ଭୋଜି ଭାତ କରିବା ପାଇଁ ଘରୁ ବାହାରି ଆସିଥିଲେ। ହେଲେ କୋଣସି କାରଣ ଯୋଗୁଁ ଗାଁରେ ଭୋଜି ଭାତ ହୋଇ ପାରିନଥିଲା। ତେଣୁ ପ୍ରଶାନ୍ତ ବିଳମ୍ବରେ ଘରକୁ ଫେରିଥିଲେ।

ଏହି ଘଟଣାକୁ ନେଇ ବାପା ପ୍ରସାନ୍ତକୁ ଆକଟ କରିଥିଲେ। ଏଥିରେ ପ୍ରଶାନ୍ତ ମର୍ମାହତ ହୋଇ ଘରେ ବାହାରେ ବିଶ ପିଇ ଦେଇଥିଲେ। ସ୍ଥାନୀୟ ଲୋକେ ଏହା ଜାଣିପାରି ପ୍ରଶାନ୍ତଙ୍କୁ ନାଚୁଣୀ ଓ ପରେ ଟାଙ୍ଗି ହସ୍ପିଟାଲକୁ ନେଇଥିଲେ। ହେଲେ ଟାଙ୍ଗିରେ ଡାକ୍ତର ପ୍ରଶାନ୍ତଙ୍କୁ ମୃତ ଘୋଷଣା କରିଥିଲେ। ନାଚୁଣୀ ପୋଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି।

ନାଚୁଣୀ ବିଷ ପିଇ ଆତ୍ମହତ୍ୟା
Share. Facebook Twitter LinkedIn Email WhatsApp Copy Link

Related Posts

ଉମାମହେଶ୍ବର ଦେବଙ୍କ ପୀଠରେ ଅଷ୍ଟଶମ୍ଭୁ ମିଳନ ମହୋତ୍ସବ

April 15, 2026

ହନୁମାନ ଜୟନ୍ତୀ ଉପଲକ୍ଷେ ବାଇକ ଶୋଭାଯାତ୍ରା

April 14, 2026

ବାଲୁଗାଁ ମହାବିଦ୍ୟାଳୟରେ ଅଗ୍ନି ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ

April 13, 2026

ଗୋଦାବରୀଶ ମହାବିଦ୍ୟାଳୟ ରୋଭର ଓ ରେଞ୍ଜର ମାନଙ୍କ ଜଳ ବଣ୍ଟନ କାର୍ଯ୍ୟକ୍ରମ

April 13, 2026
Latest News

ପୂର୍ବତଟ ରେଳପଥର ରୂପାନ୍ତରମୂଳକ ବର୍ଷ: ରେକର୍ଡ ଭିତ୍ତିଭୂମି ନବୀକରଣ

April 17, 2026

ଦୁଇ ପଡ଼ୋଶୀ ଗଣ୍ଡଗୋଳରେ ବଳି ପଡ଼ିଲେ ଯୁବକ

April 17, 2026

ସୋଆ ପକ୍ଷରୁ ସିବିଏସଇ ଟପ୍ପର ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧନା

April 17, 2026

ଖରିଫ ୠତୁ ପାଇଁ ସାର ଉପଲବ୍ଧତା ଓ ସୁଷମ ବଣ୍ଟନ ସମ୍ପର୍କରେ ଜିଲ୍ଲାପାଳ ମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ବୈଠକ

April 17, 2026

ଲୋକସଭାରେ ତିନୋଟି ବିଲ୍ ପାସ୍ କରିବାକୁ ସରକାରଙ୍କ ପାଖରେ ସଂଖ୍ୟାର ଅଭାବ: ଜାଣନ୍ତୁ ସଂଖ୍ୟା ଖେଳ

April 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.