Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଜୁଆ ଆଡ୍ଡା ଉପରେ ବାଣପୁର ପୋଲିସର ଚଢାଉ: ୩ ଜୁଆଡ଼ି ଗିରଫ
ଆଞ୍ଚଳିକ

ଜୁଆ ଆଡ୍ଡା ଉପରେ ବାଣପୁର ପୋଲିସର ଚଢାଉ: ୩ ଜୁଆଡ଼ି ଗିରଫ

March 12, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରୁ ୩ ଜୁଆଡ଼ିଙ୍କୁ ଗିରଫ କରିଛି ପୋଲିସ। ସୂଚନା ମୁତାବକ ଗତକାଲି ରାତିରେ ମା’ ଭଗବତୀ ମନ୍ଦିର ନିକଟରେ ଜୁଆ ଆଡ୍ଡା ଚାଲିଥିବା ଖବର ପାଇ ଆଇଆଇସି ରମେଶ କୁମାର ଦେବତାଙ୍କ ନିର୍ଦ୍ଦେଶକ୍ରମେ ଉକ୍ତ ସ୍ଥାନରେ ତୁରନ୍ତ ଚଢ଼ାଉ କରାଯାଇଥିଲା।

ଚଢ଼ାଉ ବେଳେ ତାସ ପାଲି ସମେତ ୪୭୭୦ ନଗଦ ଟଙ୍କା ଜବତ କରିଛି ପୋଲିସ। ଆଜି ୩ ଓପିଜି ଅଧିନିୟମ ଅନୁଯାୟୀ କେସ ନମ୍ବର ୧୧୫/୨୪ ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ଆଇଆଇସି ଶ୍ରୀ ଦେବତା ସୂଚନା ଦେଇଛନ୍ତି।

ଜୁଆଡ଼ି ଗିରଫ ବାଣପୁର ପୋଲିସ ମା’ ଭଗବତୀ ମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ମହାବିଦ୍ୟାଳୟର ବାର୍ଷିକ ସାୟନାରା କାର୍ଯ୍ୟକ୍ରମରେ ଅଧ୍ୟାପିକାଙ୍କୁ ସମ୍ବର୍ଦ୍ଧନା

May 5, 2026

ଗୋଦାବରୀଶ ମହାବିଦ୍ୟାଳୟରେ ୬ ଦିନିଆ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

May 5, 2026

ବାଲୁଗାଁ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ଶେଷ ବର୍ଷ ଶିକ୍ଷାର୍ଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା

April 30, 2026

ବାଲୁଗାଁ: ରାଉତରାପଲ୍ଲୀ ଗ୍ରାମରେ ୪ ଦିନ ବ୍ୟାପି ବିଶ୍ଵଶାନ୍ତି ମହାଯଜ୍ଞ, ଆସନ୍ତାକାଲି ପୂର୍ଣ୍ଣାହୁତି

April 30, 2026
Latest News

ମମତା ବାନାର୍ଜୀ ଇସ୍ତଫା ନଦେଲେ କିପରି ସରକାର ଗଠନ କରିବ ବିଜେପି?: ଜାଣନ୍ତୁ ବିଶେଷଜ୍ଞଙ୍କ ମତ

May 6, 2026

ତାମିଲନାଡୁରେ ବିଜୟଙ୍କ ପାଇଁ AIADMK ରେ ଫାଟ!: TVK ସମର୍ଥନରେ ପ୍ରାୟ ୩୦ ବିଧାୟକ

May 6, 2026

ଆଇପିଏଲ ୨୦୨୬: ଅରେଞ୍ଜ କ୍ୟାପ୍ ଦୌଡ଼ର ଶୀର୍ଷ- ୫ରେ ଚାରି ଭାରତୀୟ ଖେଳାଳି

May 6, 2026

ଟ୍ରମ୍ପ୍ ନେଲେ ବଡ ନିଷ୍ପତ୍ତି : ପ୍ରୋଜେକ୍ଟ ଫ୍ରିଡମ୍’କୁ ଅସ୍ଥାୟୀ ଭାବରେ ସ୍ଥଗିତ

May 6, 2026

ପଞ୍ଜାବର ଦୁଇଟି ସ୍ଥାନରେ ବିସ୍ଫୋରଣ

May 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.