Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚିଲିକା: କ୍ରମଗାତ ୩ ରାଉଣ୍ଡ ପଛୁଆ ହେବା ପରେ ୧୪ ତମ ରାଉଣ୍ଡରେ ଆଗୁଆ ହେଲା ବିଜେପି
ଆଞ୍ଚଳିକ

ଚିଲିକା: କ୍ରମଗାତ ୩ ରାଉଣ୍ଡ ପଛୁଆ ହେବା ପରେ ୧୪ ତମ ରାଉଣ୍ଡରେ ଆଗୁଆ ହେଲା ବିଜେପି

June 4, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଚିଲିକା ବିଧାନସଭା ଆସନ ପାଇଁ ଏପର୍ଯ୍ୟନ୍ତ ୧୪ ତମ ରାଉଣ୍ଡ ଫଳାଫଳ ହସ୍ତଗତ ହୋଇଛି। ଏହି ରାଉଣ୍ଡରେ ବିଜେପି ଏକ ବଡ ଅଗ୍ରଣୀ ହାସଲ କରିଛି। ୧୪ ତମ ରାଉଣ୍ଡରେ ବିଜେଡ଼ି ପ୍ରାର୍ଥୀ ରଘୁନାଥ ସାହୁଙ୍କ ଠାରୁ ବିଜେପି ପ୍ରାର୍ଥୀ ପୃଥ୍ବୀରାଜ ହରିଚନ୍ଦନ ୯୯୧ ଭୋଟରେ ଆଗୁଆ ଅଛନ୍ତି।

୧୪ ତମ ରାଉଣ୍ଡରେ ପୃଥ୍ବୀରାଜ ହରିଚନ୍ଦନ ୪୯୦୧ ଭୋଟ ପାଇଥିବା ବେଳେ ରଘୁନାଥ ସାହୁ ୩୯୧୦ ଭୋଟ ପାଇଛନ୍ତି।

ତେବେ ୧୪ ତମ ରାଉଣ୍ଡ ପର୍ଯ୍ୟନ୍ତ ପୃଥ୍ବୀରାଜ ହରିଚନ୍ଦନ ମୋଟ ୬୬ ହଜାର ୩୯୫ ଭୋଟ ପାଇଥିବା ବେଳେ ରଘୁନାଥ ସାହୁ ମୋଟ ୬୨ ହଜାର ୫୩୧ ଭୋଟ ପାଇଛନ୍ତି। ତଥାପି ୧୪ ତମ ରାଉଣ୍ଡ ଶେଷ ସୁଦ୍ଧା ଚିଲିକାରେ ବିଜେପି ୩୮୬୪ ଭୋଟରେ ଆଗୁଆ ରହିଛି।

BJP Ads
BJD BJP Odisha election
Share. Facebook Twitter LinkedIn Email WhatsApp Copy Link

Related Posts

ଚିଲିକା ବୋଇତ ବନ୍ଦାଣ ଉତ୍ସବ ମଞ୍ଚରେ କବିତା ପାଠୋତ୍ସବ

November 4, 2025

ବାଣପୁର: ସମାଜସେବୀ ଡ଼ା ରାଧାଚରଣ ପଣ୍ଡାଙ୍କ ୫୧ତମ ଶ୍ରାଦ୍ଧୋତ୍ସବ

November 4, 2025

ଆଉ ଏକ ବିସ୍ଫୋରଣ କଲେ କଂଗ୍ରେସ ସାଂସଦ: ନବୀନ ପଟ୍ଟନାୟକଙ୍କ ନାମ କହି ଦେଶକୁ ଦେଲେ ବଡ଼ ବାର୍ତ୍ତା

November 4, 2025

ବାପୁଜୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ସଫେଇ ଓ ବୃକ୍ଷ ରୋପଣ

November 3, 2025
BJP Ads
Latest News

ଘୋଷଣା ହେଲା ଦକ୍ଷିଣ ଆଫ୍ରିକା ବିରୋଧରେ ଟେଷ୍ଟ ଦଳ: ଫେରିଲେ ଉପ-ଅଧିନାୟକ ରିଷଭ ପନ୍ତ

November 5, 2025

ବିଶ୍ୱବ୍ୟାପୀ ବୃଦ୍ଧି ପାଉଛି EDର ଖ୍ୟାତି!: ଭାରତୀୟ ସଂସ୍ଥାକୁ ପ୍ରଶଂସା କଲା FATF

November 5, 2025

Bihar Election 2025: ଆସନ୍ତାକାଲି ବିହାର ବିଧାନସଭା ନିର୍ବାଚନ, ୧୨୧ ଆସନ ପାଇଁ ହେବ ଭୋଟ୍ ଗ୍ରହଣ

November 5, 2025

Vande Mataram: ୧୫୦ ବର୍ଷ ପୂର୍ତି ଅବସରରେ ନଭେମ୍ବର ୭ ରୁ ୨୬ ଓଡ଼ିଶା ଗାଇବ “ବନ୍ଦେ ମାତରମ୍‌”

November 5, 2025

Boita Bandana in Delhi: ଦିଲ୍ଲୀର ହାଉଜ଼ଖାସ ଜଗନ୍ନାଥ ମନ୍ଦିରରେ ପାଳିତ ହେଲା ବୋଇତ ବନ୍ଦାଣ ଉତ୍ସବ

November 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.