Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ପଂଚାୟତ ସ୍ତରୀୟ ଲକ୍ଷପତି ଦିଦି ତାଲିମ୍ ଶିବିର
ଆଞ୍ଚଳିକ

ପଂଚାୟତ ସ୍ତରୀୟ ଲକ୍ଷପତି ଦିଦି ତାଲିମ୍ ଶିବିର

August 14, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

କୁଜଙ୍ଗ: କୁଜଙ୍ଗ ବ୍ଲକ୍ ଜିଲ୍ଲାନାସୀ ପଂଚାୟତର ବାତ୍ୟା ଆଶ୍ରୟସ୍ଥଳୀଠାରେ ଆଜି ଏକ ଦୁଇଦିନିଆ ପଂଚାୟତ ସ୍ତରୀୟ ଲକ୍ଷପତି ଦିଦି ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥିଭାବେ ସରପଂଚ ନିଳିନୀପ୍ରଭା ପରିଡ଼ା, ଜିବୀକା ମିଶନର ବିଏଲ୍‌ସି ପ୍ରଶାନ୍ତ କୁମାର ବେହେରା ଯୋଗଦେଇ ସ୍ୱୟଂସହାୟିକା ଗୋଷ୍ଠୀ ସଦସ୍ୟାଙ୍କ ବାର୍ଷିକ ପାରିବାରିକ ଆୟ ୬୦ ହଜାର ଟଙ୍କାରୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧିପାଇବ ସେ ବିଷୟରେ ନିଶ୍ଚିତ ଭାବରେ ଆଲୋଚନା କରିଥିଲେ।

ମହିଳାମାନଙ୍କୁ ଅର୍ଥନୈତିକ ଅଭିବୃଦ୍ଧି ବିଭାଗ ସହାୟତା ଓ ଓଡ଼ିଶା ଜିବୀକା ମିଶନ ଜରିଆରେ ଆଂଚଳିକ ସ୍ତରରେ ଭିଆରପି ଋଣ ଏବଂ ମହାସଂଘ ଜରିଆରେ ସିଆଇଏଫ୍ ଋଣ ମହିଳାମାନଙ୍କୁ ଯୋଗାଇଦେଇ ବିଭିନ୍ନ ଧନ୍ଦାମୂଳକ କାର୍ଯ୍ୟରେ ନିୟୋଜିତ କରାଯିବ। ସେହିପରି ମିଶନଶକ୍ତି ଜରିଆରେ କମ୍ ସୁଧ ହାରରେ ବ୍ୟାଙ୍କ୍ ମିତ୍ର ଋଣ ଯୋଗାଇ ଦିଆଯାଇ ଘରୋଇ ବ୍ୟାଙ୍କ୍ ମାନଙ୍କଠାରୁ ଋଣ ନ ଆଣିବାକୁ ମହିଳାମାନଙ୍କୁ ପରାମର୍ଶ ଦିଆଯାଇଥିଲା।

ଉକ୍ତ ତାଲିମ ଶିବିରରେ ସିଆରପି ଲକ୍ଷ୍ମୀପ୍ରିୟା ରାଉତ ଓ ରୀନାରାଣୀ ମଲ୍ଲିକ୍ ଉର୍ମିଳା ଦାସ ୮ ଆଂଚଳିକ ମଂଚରୁ ୫ ଜଣ ଲେଖାଏଁ ବଛାଯାଇ ମୋଟ୍ ୪୦ ଜଣ ମହିଳା ସଦସ୍ୟାଙ୍କୁ ଲକ୍ଷପତି ଦିଦି ହେବାପାଇଁ ତାଲିମ୍ ପ୍ରଦାନ କରାଯାଇଛି। ଅଭୟ କୁମାର ପରିଡ଼ା, ନାଏବ ସରପଂଚ ରଶ୍ମିତା ମହାନ୍ତି, ଏମ୍‌ବିକେ ପୁଷ୍ପଲତା ମହାପାତ୍ର, ସିଆରପି ଲକ୍ଷ୍ମିପ୍ରୀୟା ରାଉତ, ଉର୍ମିଳା ଦାସ, ରୀନାରାଣୀ ମଲ୍ଲିକ୍‌, ମିନତୀ ବେହେରା,ସୁମିତ୍ରା ବେହେରା, ସୁମିତ୍ରା ମଲ୍ଲିକ୍‌,ସରସ୍ୱତୀ ବେହେରା, ପପିନା ବେହେରା, ସମ୍ପାଦିକା ସସ୍ମିତା ବେହେରା ଓ କୃଷିମିତ୍ର, ପ୍ରାଣୀମିତ୍ର ଅଂଶଗ୍ରହଣ କରିଥିଲେ।

କୁଜଙ୍ଗ ବ୍ଲକ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ଚକ୍ଷୁରେ ଲୁହ, ହୃଦୟରେ ଗର୍ବ: ଚାରି ଶିକ୍ଷକଙ୍କୁ ଅବସର ଓ ବିଦାୟ ସମ୍ବର୍ଦ୍ଧନା

December 20, 2025

ବାଲୁଗାଁ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଏକବିଂଶ ତମ ବାର୍ଷିକ ଉତ୍ସବ

December 18, 2025

ବାଲୁଗାଁ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ମେଜର ବି.କେ. ନରେନ୍ଦ୍ରଙ୍କ ବିୟୋଗରେ ସ୍ମୃତି ଚ଼ାରଣ ସଭା

December 18, 2025

ଗୋଦାବରୀଶ ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

December 16, 2025
Latest News

ଡିସେମ୍ବର ୨୬ରୁ ଏକ ଘଣ୍ଟା ବନ୍ଦ ରହିବ ବହିର୍ବିଭାଗ: ଆନ୍ଦୋଳନ ଚେତାବନୀ ଦେଲେ ଡାକ୍ତର

December 20, 2025

ଚକ୍ଷୁରେ ଲୁହ, ହୃଦୟରେ ଗର୍ବ: ଚାରି ଶିକ୍ଷକଙ୍କୁ ଅବସର ଓ ବିଦାୟ ସମ୍ବର୍ଦ୍ଧନା

December 20, 2025

ବାଲୁଗାଁ ରେଳ ଷ୍ଟେସନ ପରାମର୍ଶଦାତା କମିଟି ବୈଠକ, ଯାତ୍ରୀ ସମସ୍ୟା ଉପରେ ଗୁରୁତ୍ଵ

December 20, 2025

୨୦୨୬ ଟି୨୦ ବିଶ୍ୱକପ୍ ପାଇଁ ୧୫ ଜଣିଆ ଭାରତୀୟ ଦଳ: ଗିଲ୍ ଆଉଟ, ଇଶାନ୍ କିଶାନ୍ ଇନ୍

December 20, 2025

ନ୍ୟୁଜିଲ୍ୟାଣ୍ଡ ଦିନିକିଆ ସିରିଜରେ ଖେଳିବେ ନାହିଁ ହାର୍ଦ୍ଦିକ ଏବଂ ବୁମରାହ: ଜାଣନ୍ତୁ କାରଣ

December 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.