Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: କାନ୍ଥ ଭୁଶୁଡି ୮୭ ବର୍ଷୀୟା ବୃଦ୍ଧାଙ୍କ ମୃତ୍ୟୁ
ଆଞ୍ଚଳିକ

ବାଣପୁର: କାନ୍ଥ ଭୁଶୁଡି ୮୭ ବର୍ଷୀୟା ବୃଦ୍ଧାଙ୍କ ମୃତ୍ୟୁ

August 16, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ଗୁରୁବାର ରାତିରେ ପ୍ରବଳ ବର୍ଷା ହେବାରୁ ନୀଳାଦ୍ରି ପ୍ରସାଦ ଅନ୍ତର୍ଗତ କସିପଡ଼ା ଗ୍ରାମର ଜଣେ ୮୭ବର୍ଷୀୟା ବୃଦ୍ଧାଙ୍କ ଉପରେ କାନ୍ଥ ଭୁଶୁଡି ପଡିବାରୁ ମୃତ୍ୟୁ ବରଣ ହୋଇଥିବା ଜଣାପଡିଛି। ଖବରରୁ ଜଣାପଡିଛି ଯେ, ଉକ୍ତ ଗ୍ରାମର ଶ୍ରୀମତୀ ଶବରଙ୍କର ତିନି ପୁଅ ମୃତ୍ୟୁ ବରଣ କରିଥିବାରୁ ବୃଦ୍ଧା ଜଣକ ଝିଅ ଘରେ ରହୁଥିଲେ। କିନ୍ତୁ ଝିଅଘର ଅତି ଗରିବ ପରିବାର ହୋଇଥିବାରୁ ମାଟି ଘରେ ରହୁଥିଲେ।

ଗତକାଲି ରାତିରେ ପ୍ରବଳ ବର୍ଷା ହେବା ଫଳରେ ବୃଦ୍ଧା ଜଣକ ଶୋଇଥିବା ବେଳେ କାନ୍ଥ ଭୁଶୁଡି ପଡିଥିଲା। ଯାହାଫଳରେ ବୃଦ୍ଧା ଜଣକ ରାତି ସାରା ଚାପି ହୋଇ ମୃତ୍ୟୁ ବରଣ କରିଥିଲେ। ସକାଳୁ ବାଣପୁର ପୋଲିସ ଖବର ପାଇ ବୃଦ୍ଧାଙ୍କୁ ଉଦ୍ଧାର କରି ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

ତେବେ ସେ ଜଣେ ଗରିବ ନିରାଶ୍ରୟା ବୃଦ୍ଧା ହୋଇଥିବାରୁ ସରକାରୀ ସାହାଯ୍ୟ ପାଇଁ ପରିବାର ଲୋକ ପ୍ରଶାସନକୁ ନିବେଦନ କରିଛନ୍ତି।

ନୀଳାଦ୍ରି ପ୍ରସାଦ ପ୍ରବଳ ବର୍ଷା ବୃଦ୍ଧାଙ୍କ ମୃତ୍ୟୁ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ କଲେଜରେ ନିର୍ବାଚନ ସାକ୍ଷରତା କ୍ଲବର ଆଲୋଚନାଚକ୍ର

August 10, 2026

ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା, ଅରେଞ୍ଜ୍‌ ୱାର୍ଣ୍ଣିଂ

August 9, 2026

ପ୍ରବଳ ବର୍ଷାରେ ବି ଥମିନି ଭକ୍ତିର ପଦଯାତ୍ରା: “ବୋଲବମ୍” ଧ୍ୱନିରେ ମୁଖର ରାସ୍ତା

August 8, 2026

କେରଳରେ ପ୍ରବଳ ବର୍ଷାର ତାଣ୍ଡବ: ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି

August 3, 2026
Latest News

ଆସନ୍ତାକାଲି ଲୋକସଭାରେ ଛାତ୍ରଙ୍କ ସମ୍ପର୍କରେ ଉତ୍ତର ରଖିବେ ଅମିତ ଶାହ!

August 11, 2026

ଅଜିତ ଡୋଭାଲଙ୍କୁ ଭେଟିଲେ ଆମେରିକାର ରାଷ୍ଟ୍ରଦୂତ: ଜାଣନ୍ତୁ କ’ଣ ହେଲା ଆଲୋଚନା?

August 11, 2026

ଶ୍ରୀଲଙ୍କା ସିରିଜରେ ଟିମ ଇଣ୍ଡିଆର ସମ୍ଭାବ୍ୟ ପ୍ଳେଇଂ-୧୧: ବଡ଼ ବୟାନ ଦେଲେ ମହମ୍ମଦ କୈଫ୍

August 11, 2026

ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ: ମଦ ଦୁର୍ନୀତିରେ କଂଗ୍ରେସ ନେତା ରାମ ଗୋପାଳ ଅଗ୍ରୱାଲ ଗିରଫ

August 11, 2026

ବଙ୍ଗଳାର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ହେଲିକପ୍ଟରର ଜରୁରୀକାଳୀନ ଅବତରଣ

August 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.