Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ନିର୍ବାଚନୀ ପରବର୍ତ୍ତୀ ହିଂସାକୁ ଦ୍ରୁଷ୍ଟିରେ ରଖି ବାଣପୁରରେ ଅତିରିକ୍ତ ଫୋର୍ସ ମୁତୟନ
ଆଞ୍ଚଳିକ

ନିର୍ବାଚନୀ ପରବର୍ତ୍ତୀ ହିଂସାକୁ ଦ୍ରୁଷ୍ଟିରେ ରଖି ବାଣପୁରରେ ଅତିରିକ୍ତ ଫୋର୍ସ ମୁତୟନ

June 5, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଚିଲିକା (ସୀତାରାମ ଅଗ୍ରୱାଲ): ଚିଲିକା ନିର୍ବାଚନମଣ୍ଡଳୀରେ ନିର୍ବାଚନୀ ପରବର୍ତ୍ତୀ ହିଂସାକୁ ଦୃଷ୍ଟିରେ ରଖି ଅତିରିକ୍ତ ଫୋର୍ସ ବାଣପୁର ଥାନା ଅଞ୍ଚଳରେ ମୁତୟନ କରାଯାଇଛି। ଆଜି ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ବାଲୁଗାଁ ଏସଡିପିଓଙ୍କ ତତ୍ୱାବଧାନରେ ଦୁଇ ସେକ୍ସନ ସିଏପିଏଫ ବାଣପୁର ଥାନା ଅଞ୍ଚଳରେ ମୁତୟନ କରାଯାଇଛି।

ଆଇଆଇସି ରମେଶ କୁମାର ଦେବତାଙ୍କ ତତ୍ୱାବଧାନରେ ଉକ୍ତ ଫୋର୍ସ ବାଣପୁର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଚବିଶ ଘଣ୍ଟା ପାଟ୍ରୋଲିଂ କରିବ। ଯାହାଫଳରେ ସାମ୍ଭାବ୍ୟ ନିର୍ବାଚନୀ ପରବର୍ତ୍ତୀ ହିଂସାକୁ ରୋକାଯାଇପାରିବ।

ଉକ୍ତ ଫୋର୍ସ ସହ ବାଣପୁର ପୋଲିସ ନିରନ୍ତର ପାଟ୍ରୋଲିଂ ଜାରି ରଖିବ ଏବଂ ଜନସାଧାରଣଙ୍କୁ ସଚେତନ ମଧ୍ୟ କରିବ। ଅଞ୍ଚଳରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପୋଲିସର ପ୍ରଥମ ପ୍ରାଥମିକତା ବୋଲି ଆଇଆଇସି ଶ୍ରୀ ଦେବତା କହିଛନ୍ତି।

ସୂଚନା ଥାଉକି ରାଜ୍ୟରେ ସଦ୍ୟ ନିର୍ବାଚନ ଶେଷ ହୋଇଥିବା ବେଳେ ଗତକାଲି ଫଳାଫଳ ଘୋଷଣା ହୋଇଛି। ତେବେ ଚବିଶ ବର୍ଷ ଧରି କ୍ଷମତାସୀନ ବିଜେଡି ଗାଦିଚ୍ୟୁତ ହୋଇଥିବା ବେଳେ ବିଜେପି ପ୍ରଥମ ଥର ପାଇଁ ସରକାର ଗଢିବାକୁ ଯାଉଛି। ତେବେ ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା ଓ ଚିଲିକା ସମ୍ବେଦନଶୀଳ ନିର୍ବାଚନମଣ୍ଡଳୀ ହୋଇଥିବାବେଳେ ଏସପିଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ସମସ୍ତ ଥାନାକୁ ନିର୍ବାଚନୀ ପରବର୍ତ୍ତୀ ହିଂସା ଏଡାଇବା ପାଇଁ ଅତିରିକ୍ତ ଫୋର୍ସ ଯୋଗାଇଦିଆଯାଇଛି।

ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣି

December 15, 2025

ଆଇନ ମନ୍ତ୍ରୀଙ୍କୁ ଭେଟିଲେ ରଙ୍କନାଥ ଦେବ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟିର ସଭ୍ୟ

December 14, 2025

ବାଣପୁର କୋର୍ଟ ପରିସରରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

December 13, 2025

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ମାନବାଧିକାର ଦିବସ ପାଳନ

December 11, 2025
Latest News

ଭାରତୀୟ ରେଳବାଇର ସାର ଲୋଡିଂରେ ୧୧.୭% ବୃଦ୍ଧି, ଚାଷୀଙ୍କୁ ନିରବଚ୍ଛିନ୍ନ ଯୋଗାଣ ସୁନିଶ୍ଚିତ

December 16, 2025

୨୦୧୪ ପୂର୍ବରୁ ବିଜେପିର ଖାତାରେ କେତେ ଟଙ୍କା ଥିଲା, ୧୧ ବର୍ଷ ମଧ୍ୟରେ ଏହା କେତେ ବୃଦ୍ଧି ପାଇଛି?: ଜାଣନ୍ତୁ

December 16, 2025

ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ପାଇଁ ବଡ଼ ଆଶ୍ୱସ୍ତି!: ଇଡିର ଚାର୍ଜସିଟ୍ ଶୁଣିବାକୁ ମନା କଲେ କୋର୍ଟ

December 16, 2025

୬୯ତମ ରାଜ୍ୟସ୍ତରୀୟ ବିଦ୍ୟାଳୟ କ୍ରୀଡା ସମୂହ ବିଚ୍ ଭଲିବଲ ପ୍ରତିଯୋଗିତା: ବାଲେଶ୍ୱର ଜିଲ୍ଲା ବିଜୟୀ

December 16, 2025

୭ମ ଓଡିଶା ପୁସ୍ତକ ମେଳା: ଏପର୍ଯ୍ୟନ୍ତ ପ୍ରାୟ ୫ କୋଟିର ହେଲା ବ୍ୟବସାୟ

December 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.