ବାୟୁସେନା ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

Published: Oct 8, 2024, 9:26 pm IST

ନୂଆଦିଲ୍ଲୀ: ବାୟୁସେନା ଦିବସରେ ଭାରତର ବୀର ବାୟୁ ସୈନିକ ମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

“ଆମର ବୀର ବାୟୁ ଯୋଦ୍ଧା ମାନଙ୍କୁ ବାୟୁସେନା ଦିବସର ଅଭିନନ୍ଦନ। ସାହସ ଓ ପେସାଦାର ମନୋବୃତ୍ତି ପାଇଁ ଆମ ବାୟୁସେନା ପ୍ରଶଂସାର ପାତ୍ର। ଦେଶକୁ ରକ୍ଷା କରିବା ଦିଗରେ ସେମାନଙ୍କ ଭୂମିକା ପ୍ରଶଂସନୀୟ।”

Related posts