ବାଣପୁର: ମଙ୍ଗଳବାର ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳନ ଅବସରରେ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ, ବାଣପୁର -୨ ଠାରେ ବ୍ଲକ ସ୍ତରୀୟ ନବ ଭାରତ ସାକ୍ଷରତା ଦିବସ କାର୍ଯ୍ୟକ୍ରମର ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳନ ହୋଇ ଯାଇଛି। ଉକ୍ତ ସଭାରେ ସମସ୍ତ CRCC, Learner, VT, Surveyor ମୋଟ ୩୫ ଜଣଙ୍କୁ ସମ୍ମାନିତ କରାଯାଇଛି। ଏଥିରେ ବ୍ଲକ ଶିକ୍ଷାଧିକାରୀ ଓ ସମସ୍ତ ୧୨ ଜଣ CRCC ଓ BRCC ଉକ୍ତ କାର୍ଯ୍ୟ ସୁଚାରୁ ରୂପେ ପରିଚାଳିତ କରିଛନ୍ତି।


