Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ୟୁଥ୍ ଅଲିମ୍ପିକ୍ସ ଉଦ୍‌ଯାପିତ: ୨ ସ୍ୱର୍ଣ୍ଣ ସହ ୧୦ଟି ପଦକ ଜିତିଲା ଭାରତ
ଖେଳ

ୟୁଥ୍ ଅଲିମ୍ପିକ୍ସ ଉଦ୍‌ଯାପିତ: ୨ ସ୍ୱର୍ଣ୍ଣ ସହ ୧୦ଟି ପଦକ ଜିତିଲା ଭାରତ

November 14, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Youth Olympics Conclude: India Wins 10 Medals, Including 2 Gold

ଡକାର: ସେନେଗାଲ ରାଜଧାନୀ ଡକାରରେ ଅନୁଷ୍ଠିତ ୟୁଥ୍ ଅଲିମ୍ପିକ୍ ଗେମ୍ସ ଉଦ୍‌ଯାପିତ ହୋଇଛି। ଏହି ପ୍ରତିଯୋଗିତାରେ ଭାରତୀୟ ଖେଳାଳିମାନେ ଅତ୍ୟନ୍ତ ଚମତ୍କାର ପ୍ରଦର୍ଶନ କରି ଦେଶ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ମାତ୍ର ୧୭ ଜଣିଆ ଛୋଟ ଭାରତୀୟ ଟିମ୍‌ରୁ ୯ ଜଣ ଖେଳାଳି ୨ଟି ସ୍ୱର୍ଣ୍ଣ, ୩ଟି ରୌପ୍ୟ ଏବଂ ୫ଟି ବ୍ରୋଞ୍ଜ୍ ସହ ମୋଟ ୧୦ଟି ପଦକ ହାସଲ କରିଛନ୍ତି। ୟୁଥ୍ ଅଲିମ୍ପିକ୍ସ ଇତିହାସରେ ଏହା ଭାରତର ଦ୍ୱିତୀୟ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଅଟେ। ଏହି ସଂସ୍କରଣରେ ଭାରତୀୟ କ୍ରୀଡ଼ାବିତ୍‌ମାନେ ଅନେକ ନୂତନ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବକ୍ସିଂରେ ଭାରତକୁ ପ୍ରଥମ ଥର ପାଇଁ ଦୁଇଟି ସ୍ୱର୍ଣ୍ଣ ପଦକ ମିଳିଥିବା ବେଳେ ବାଳିକା ୪୮ କେଜି ବର୍ଗରେ ଗୁଞ୍ଜନ ଏବଂ ବାଳକ ୫୦ କେଜି ବର୍ଗରେ ଆମ୍ବେକର ମିତେଇ ସ୍ୱର୍ଣ୍ଣ ପଦକ ଅର୍ଜନ କରିଛନ୍ତି। ସେହିପରି ସନ୍ତରଣରେ ଧୀନିଧି ଦେସିଂଘୁ (୧୦୦ ଓ ୨୦୦ ମିଟର ଫ୍ରିଷ୍ଟାଇଲ୍‌) ଦୁଇଟି ବ୍ରୋଞ୍ଜ୍ ପଦକ ଜିତି ଗୋଟିଏ ସଂସ୍କରଣରେ ଡବଲ୍ ପଦକ ହାସଲ କରିବାରେ ପ୍ରଥମ ଭାରତୀୟ ହୋଇଛନ୍ତି। ଓଡ଼ିଆ ଝିଅ ତନ୍ୱୀ ପତ୍ରୀ ପ୍ରଥମ ମହିଳା ବ୍ୟାଡ୍‌ମିଣ୍ଟନ ଖେଳାଳି ଭାବେ ସିଙ୍ଗଲ୍ସ ଇଭେଣ୍ଟ୍‌ରେ ରୌପ୍ୟ ପଦକ ଜିତି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବିଚ୍ କୁସ୍ତିରେ ତାନିୟା ରୌପ୍ୟ ପଦକ ଏବଂ ଦୌଡ଼କୁଦର ମହିଳା ୧୦୦ ମିଟର ବାଧାଦୌଡ଼ରେ ଶୌର୍ଯ୍ୟା ଅମ୍ବୁରେ ବ୍ରୋଞ୍ଜ୍ ପଦକ ଜିତି ପ୍ରଥମ ହୋଇଛନ୍ତି। ପ୍ରକାଶଯୋଗ୍ୟ ଯେ, ଏଥର ୨୦୭ଟି ଦେଶରୁ ୧୫ରୁ ୧୮ ବର୍ଷ ବୟସର ୨୭୦୦ରୁ ଊର୍ଦ୍ଧ୍ୱ ପ୍ରତିଭାବାନ ଖେଳାଳି ୨୫ଟି କ୍ରୀଡ଼ା ଇଭେଣ୍ଟ୍‌ରେ ଅଂଶଗ୍ରହଣ କରିଥିଲେ।

ଭାରତ ୟୁଥ୍ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ
Share. Facebook Twitter LinkedIn Email WhatsApp Copy Link

Related Posts

Family Pension Rules: ସ୍ୱାମୀ କିମ୍ବା ସ୍ତ୍ରୀଙ୍କ ମୃତ୍ୟୁ ପରେ କିଏ ହେବେ ପେନସନ୍‌ର ହକ୍‌ଦାର?

November 14, 2026

୭୧ ବର୍ଷ ବୟସରେ ମାଡ୍ରାସ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ସି.ଏସ୍. କର୍ଣ୍ଣନଙ୍କ ପରଲୋକ

November 14, 2026

ପଶ୍ଚିମବଙ୍ଗରେ ଭୋଟର ତାଲିକା ସଂଶୋଧନ : ଜାନୁଆରୀ ୧୬ରେ ପ୍ରକାଶ ପାଇବ ଚୂଡ଼ାନ୍ତ ତାଲିକା

November 14, 2026

ରାହୁଲ ଗାନ୍ଧୀଙ୍କ ଅଭିଯୋଗ : ମୋଦୀ ମୋ ଫୋନ୍ ଟ୍ୟାପ୍ କରାଉଛନ୍ତି

November 14, 2026
Latest News

ଭୋଗରାଇ କାଳୀପୂଜା ମେଳାରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୧୦ରୁ ଊର୍ଦ୍ଧ୍ୱ ଦୋକାନ

November 14, 2026

କାଳୀପୂଜା ମେଳାରେ ଭୟଙ୍କର ଅଗ୍ନିକାଣ୍ଡ! ଜଳିଗଲା ୧୦ରୁ ଅଧିକ ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପାଉଁଶ

November 14, 2026

ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା: ଆନ୍ଧ୍ର-ଓଡ଼ିଶା ଉପକୂଳ ମୁହାଁ ‘ଅକ୍‌ଭାନ୍‌’! ୧୮ରୁ ପ୍ରବଳ ବର୍ଷା, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

November 14, 2026

WhatsApp New Feature: ନିଜ ଠିକଣା ସେୟାର କରିବାକୁ ଆଉ ଦରକାର ପଡ଼ିବନି ଫଟୋ କିମ୍ବା ଭିଡିଓ

November 14, 2026

Family Pension Rules: ସ୍ୱାମୀ କିମ୍ବା ସ୍ତ୍ରୀଙ୍କ ମୃତ୍ୟୁ ପରେ କିଏ ହେବେ ପେନସନ୍‌ର ହକ୍‌ଦାର?

November 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.