Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁରେ ଏବିଭିପି ପକ୍ଷରୁ ‘ସଂସ୍କାର କେନ୍ଦ୍ର’ ଆରମ୍ଭ
ଆଞ୍ଚଳିକ

ବାଲୁଗାଁରେ ଏବିଭିପି ପକ୍ଷରୁ ‘ସଂସ୍କାର କେନ୍ଦ୍ର’ ଆରମ୍ଭ

November 19, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାଲୁଗାଁରେ ଏବିଭିପି ପକ୍ଷରୁ 'ସଂସ୍କାର କେନ୍ଦ୍ର' ଆରମ୍ଭ
ବାଲୁଗାଁରେ ଏବିଭିପି ପକ୍ଷରୁ 'ସଂସ୍କାର କେନ୍ଦ୍ର' ଆରମ୍ଭ

ବାଲୁଗାଁ: ବୁଧବାର ଦିନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ବାଲୁଗାଁ ପକ୍ଷରୁ ସ୍ଥାନୀୟ କାର୍ଯ୍ୟକର୍ତ୍ତାମାନଙ୍କ ମିଳିତ ସହଯୋଗ ଓ ଉଦ୍ୟମରେ ଛୋଟ ଛୋଟ ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ, ଶିକ୍ଷା ଓ ନୈତିକ ସଂସ୍କାରର ମହତ୍ ଉଦ୍ଦେଶ୍ୟ ନେଇ ଏକ ‘ସଂସ୍କାର କେନ୍ଦ୍ର’ର ଶୁଭ ଉଦ୍‌ଘାଟନ ବାଲୁଗାଁ ସ୍ଥିତ ଗୋପବନ୍ଧୁ କଲୋନୀର ହୋଇଯାଇଛି। ଉକ୍ତ ସଂସ୍କାର କେନ୍ଦ୍ରରେ ପ୍ରତି ସପ୍ତାହରେ ଗୋଟିଏ ଦିନ ବିଦ୍ୟାର୍ଥୀ ପରିଷଦର କାର୍ଯ୍ୟକର୍ତ୍ତାମାନେ ଛୋଟ ଛୋଟ ଶିଶୁମାନଙ୍କୁ ନିଃଶୁଳ୍କ ଶିକ୍ଷାଦାନ ଦେବେ। ପିଲାମାନଙ୍କୁ କେବଳ ପାଠପଢ଼ାରେ ନୁହେଁ, ବରଂ ଉତ୍ତମ ଚିନ୍ତାଧାରା, ଶୃଙ୍ଖଳା, ଶିଷ୍ଟାଚାର, ଗୁରୁଜନଙ୍କ ପ୍ରତି ସମ୍ମାନ ଓ ଦେଶପ୍ରେମ ଭଳି ମହତ୍ ଗୁଣରେ ସମୃଦ୍ଧ କରିବା ଲକ୍ଷରେ ଉକ୍ତ ମହତ ପ୍ରୟାସ ହାତକୁ ନେଇଛି ଏବିଭିପି।

ଉକ୍ତ କେନ୍ଦ୍ରର ଶୁଭାରମ୍ଭ ଅବସରରେ ଗୋପବନ୍ଧୁ ୟୁଥ କ୍ଲବ ସଭାପତି ଅଜୟ ସର୍କାର, ପୁରାତନ ଏବିଭିପି କାର୍ଯ୍ୟକର୍ତ୍ତା ତଥା ଯୁବ ଆଇନଜୀବୀ ସୀତାରାମ ଅଗ୍ରୱାଲ, ବିକାଶ କୁମାର ସେଠି, କୀର୍ତ୍ତି ଖୁଣ୍ଟିଆ, ପ୍ରିୟାଂଶୁ ପ୍ରଧାନ, ବାଲୁଗାଁ ମହାବିଦ୍ୟାଳୟ ଛାତ୍ର ସଂସଦ ସଭାପତି ପୂଜା ଦିହୁଡି, ସମ୍ପାଦକ ରବିନାରାୟଣ ବେହେରା, ଗୋଦାବରୀଶ ମହାବିଦ୍ୟାଳୟ ଛାତ୍ର ସଂସଦ ସଭାପତି ସ୍ୱୟଂ ଶଙ୍କର ସୁପକାର, ଓମ ପ୍ରକାଶ ପ୍ରଧାନ, ଅମର ପାଟ୍ଟଶାଣୀ, ଶେଖର ବେହେରା, ପ୍ରୀତି ପାଇକରାୟ, ରାନି ବେହେରା, ଶୁଭଶ୍ରୀ ପରିଡା, ଶୁଭ୍ରଜିତ ସାମଲ, ପ୍ରିୟଙ୍କା ସ୍ୱାଇଁ ଏବଂ ଅନ୍ୟ ଏବିଭିପି କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।

'ସଂସ୍କାର କେନ୍ଦ୍ର' ଏବିଭିପି ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ଜଙ୍ଗଲରୁ ଯୁବ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର

November 17, 2026

ଚୋରୀ ମାମଲାରେ ୬ ଗିରଫ, ଚୋରି ସାମଗ୍ରୀ ଜବତ

November 17, 2026

ଗୋଦାବରୀଶ ମହାବିଦ୍ୟାଳୟରେ ପୁରୁଣା ବସ୍ତ୍ର ସଂଗ୍ରହ ଅଭିଯାନର ଶୁଭାରମ୍ଭ

November 16, 2026

ନେହେରୁ ସେବା ସଂଘରେ ଭଗବାନ ବିର୍ସାମୁଣ୍ଡାଙ୍କ ଜୟନ୍ତୀ ପାଳିତ

November 16, 2026
Latest News

ଭିଜିଲାନ୍ସ ଜାଲରେ ଗୋଲାମୁଣ୍ଡା ତହସିଲଦାର ଓ ଡ୍ରାଇଭର

November 19, 2026

କୋଟିଆ ପ୍ରସଙ୍ଗରେ ବିଧାନସଭାରେ ହଟ୍ଟଗୋଳ: ତାରାଙ୍କ ଆତ୍ମାହୁତି ଧମକ, ରଘୁରାମଙ୍କ ପାଲଟା ଜବାବ

November 19, 2026

ବାଲୁଗାଁରେ ଏବିଭିପି ପକ୍ଷରୁ ‘ସଂସ୍କାର କେନ୍ଦ୍ର’ ଆରମ୍ଭ

November 19, 2026

ସମ୍ଭାବ୍ୟ ବାତ୍ୟା ମୁକାବିଲା: ପ୍ରଶାସନିକ ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

November 19, 2026

ବାଂଲାଦେଶକୁ ପରାସ୍ତ କରି WTC ମାନ୍ୟତାର ଶୀର୍ଷରେ ପହଞ୍ଚିଲା ଦକ୍ଷିଣ ଆଫ୍ରିକା

November 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.