Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୈଫ୍‌-ତବୁଙ୍କ ଜଓ୍ବାନୀ ଜାନେମନ୍‌ର ଟ୍ରେଲର ରିଲିଜ୍‌
ଆଜିର ଖବର

ସୈଫ୍‌-ତବୁଙ୍କ ଜଓ୍ବାନୀ ଜାନେମନ୍‌ର ଟ୍ରେଲର ରିଲିଜ୍‌

January 9, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ସୈଫ୍‌ ଅଲୀ ଖାନ୍‌ଙ୍କ ଅଭିନୀତ ଫିଲ୍ମ ଜଓ୍ବାନୀ ଜାନେମନ୍‌ର ଟ୍ରେଲର ରିଲିଜ୍‌ ହୋଇଛି । ସୈଫଙ୍କ ସହିତ ଏହି ଫିଲ୍ମରେ ତବୁ ମୁଖ୍ୟ ଭୂମିକାରେ ରହିଥିବା ବେଳେ ଆଲିଆ ଫର୍ଣ୍ଣିଚରଓ୍ବାଲା ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସୁଛନ୍ତି । ଟ୍ରେଲରରେ ସୈଫ୍‌ ଜଣେ 40 ବର୍ଷୀୟ ବ୍ୟକ୍ତି ଭୂମିକାରେ ନଜର ଆସିଛନ୍ତି ଯିଏକି ବିବାହ କରିବାକୁ ଚାହୁଁ ନାହାନ୍ତି । ଏହି ସମୟରେ ସୈଫ୍‌ଙ୍କ ଜୀବନରେ ପ୍ରବେଶ କରନ୍ତି ଆଲିଆ ଫର୍ଣ୍ଣିଚରଓ୍ବାଲା । ଆଲିଆ ନିଜକୁ ସୈଫ୍‌ଙ୍କ ଝିଅ ବୋଲି କହିଛନ୍ତି । ପରେ ଜଣାପଡେ ସୈଫ୍‌ ଏବଂ ତବୁଙ୍କ ସନ୍ତାନ ହେଉଛନ୍ତି ଆଲିଆ । ଆଲିଆ ଏହି ଫିଲ୍ମରେ ନିଜର ବଲିଉଡ୍‌ ପଦାର୍ପଣ କରୁଛନ୍ତି । ଟ୍ରେଲର ପରେ ସୈଫ୍‌ଙ୍କ ଅଭିନୀତ କକ୍‌ଟେଲ ସହିତ ଏହି ଫିଲ୍ମର ତୁଳନା କରାଯାଉଛି । ହୁସେନ୍‌ ଏବଂ ଆବ୍ବାସ ଦଲାଲ କାହାଣୀ ଲେଖିଥିବା ବେଳେ ନୀତିନ କକ୍କଡ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । (ଏଜେନ୍ସୀ)

jawanijaneman saifalikhan
Share. Facebook Twitter LinkedIn Email WhatsApp Copy Link

Related Posts

ଟିମ୍ ଇଣ୍ଡିଆକୁ ବଡ଼ ଝଟକା: ଭାରତ ବନାମ ଇଂଲଣ୍ଡ ତୃତୀୟ ODIରୁ ବାଦ ପଡ଼ିବେ ଏହି ଖେଳାଳି 

July 17, 2026

Reliance Digital: ରିଲାଏନ୍ସ ଡିଜିଟାଲର ରଥଯାତ୍ରା ଉପଲକ୍ଷେ ଅଫର, ₹୭,୫୦୦ ପର୍ଯ୍ୟନ୍ତ ଉପହାର

July 17, 2026

ଆନ୍ଧ୍ରପ୍ରଦେଶରେ ୧୨ଟି ନୂତନ କୋଭିଡ-୧୯ ମାମଲା: ୪ ମୃତ

July 17, 2026

ଭାରତର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍‌ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି

July 17, 2026
Latest News

ଟିମ୍ ଇଣ୍ଡିଆକୁ ବଡ଼ ଝଟକା: ଭାରତ ବନାମ ଇଂଲଣ୍ଡ ତୃତୀୟ ODIରୁ ବାଦ ପଡ଼ିବେ ଏହି ଖେଳାଳି 

July 17, 2026

ରାଜ୍ୟସଭାରେ ପ୍ରଥମେ ବନ୍ଦେ ମାତରମ୍ ବିଲ୍ ଆଗତ କରିବେ ଗୃହମନ୍ତ୍ରୀ: ଅପମାନ କଲେ ମିଳିବ କଠୋର ଦଣ୍ଡ 

July 17, 2026

ଭାରତରେ ପ୍ଲାଷ୍ଟିକ୍ ନୋଟ୍ ପ୍ରଚଳନ ପାଇଁ ପ୍ରସ୍ତୁତି ଶେଷ: RBI ନେଲା ବଡ଼ ପଦକ୍ଷେପ

July 17, 2026

Reliance Digital: ରିଲାଏନ୍ସ ଡିଜିଟାଲର ରଥଯାତ୍ରା ଉପଲକ୍ଷେ ଅଫର, ₹୭,୫୦୦ ପର୍ଯ୍ୟନ୍ତ ଉପହାର

July 17, 2026

ଆନ୍ଧ୍ରପ୍ରଦେଶରେ ୧୨ଟି ନୂତନ କୋଭିଡ-୧୯ ମାମଲା: ୪ ମୃତ

July 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.