Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନା କଟକଣା ଭିତରେ ଏଇ ମହାନଗରରେ ଗଡିଲା ଲୋକାଲ୍‌ ଟ୍ରେନ୍‌
ଆଜିର ଖବର

କରୋନା କଟକଣା ଭିତରେ ଏଇ ମହାନଗରରେ ଗଡିଲା ଲୋକାଲ୍‌ ଟ୍ରେନ୍‌

June 15, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ଭାରତୀୟ ରେଳବାଇ
ଔରଙ୍ଗାବାଦ ରେଳ ଷ୍ଟେସନର ନାମ ହେଲା ଛତ୍ରପତି ସମ୍ଭାଜିନଗର: ରେଳବାଇ ଜାରି କଲା ବିଜ୍ଞପ୍ତି

ମୁମ୍ବାଇ:  ଭାରତରେ କରୋନା  ସ୍ଥିତି ଅଣାୟତ୍ତ ରହିଛି । ଦେଶରେ ସର୍ବାଧିକ ମାମଲା ମହାରାଷ୍ଟ୍ରରୁ ହିଁ ଚିହ୍ନଟ ହୋଇଛନ୍ତି । ଏଠାରେ ଏବେ ଏକ ଲକ୍ଷରୁ ଅଧିକ ଲୋକେ ସଂକ୍ରମଣର ଶିକାର ହୋଇଛନ୍ତି । ମହାରାଷ୍ଟ୍ରର ରାଜଧାନୀ ମୁ୍ମ୍ବାଇରୁ ଅଧିକ ମାମଲା ସାମ୍ନାକୁ ଆସିଛି । ମୁମ୍ବାଇରୁ ପ୍ରାୟ 57 ହଜାରରୁ ଅଧିକ ସଂକ୍ରମିତ ମାମଲା ରହିଛି । ତେବେ କରୋନା ସହିତ ଯୁଦ୍ଧ କରୁଥିବା ଏହି ସହରରେ ଏବେ ଲୋକଲ ଟ୍ରେନ୍‌ର ଆରମ୍ଭ କରାଯିବା ନେଇ ସୂଚନା ରହିଛି ।  କରୋନା କଟକଣା ଭିତରେ ଆଜିଠୁ ମୁମ୍ବାଇରେ ଲୋକାଲ୍ ଟ୍ରେନ୍ ଗଡୁଛି । ଜରୁରୀକାଳୀନ ସେବାରେ ନିୟୋଜିତ ଥିବା ବ୍ୟକ୍ତିଙ୍କ ପାଇଁ କେତେକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି। ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛି ୱେଷ୍ଟର୍ଣ୍ଣ ରେଲଓ୍ୱ ।

ତେବେ ଟ୍ରେନ୍‌ରେ ସାଧାରଣ ଯାତ୍ରୀଙ୍କୁ ଯିବା ପାଇଁ ଅନୁମତି ନାହିଁ । କେବଳ ଜରୁରୀକାଳୀନ ସେବାରେ ନିୟୋଜିତ କର୍ମଚାରୀ ହିଁ  ଟ୍ରେନ୍‌ରେ ଯାଇପାରିବେ।  ସେଥିଲାଗି ଯାତ୍ରୀମାନେ ଅଯଥାରେ ଷ୍ଟେସନରେ ଭିଡ଼ ନ ଲଗାଇବାକୁ କୁହାଯାଇଛି ।ଟ୍ରେନ୍ ଯାତ୍ରା ବେଳେ ସମସ୍ତ ପ୍ରକାର କରୋନା କଟକଣାକୁ ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି ।

ଆଜି ସକାଳ ସାଢେ ପାଞ୍ଚଟାରୁ ଆରମ୍ଭ ହୋଇଛି ଲୋକାଲ ଟ୍ରେନ୍ ଚଳାଚଳ। ଏହା ରାତି ସାଢ଼େ 11ଟା ପର୍ଯ୍ୟନ୍ତ ଚାଲିବ ।  ତେବେ ଏଥିରେ ଯାତ୍ରା କରୁଥିବା କର୍ମଚାରୀମାନେ ସେମାନଙ୍କର ଆଇଡି କାର୍ଡ ଦେଖାଇ ଷ୍ଟେସନରେ ଏଣ୍ଟ୍ରି କରିପାରିବେ । ଏହି କର୍ମଚାରୀମାନଙ୍କୁ କ୍ୟୁ ଆର୍‌ ଆଧାରିତ ଇ -ପାସ୍‌ ଦିଆଯିବ, ଯେଉଁଥିରେ କଲର କୋଡ୍‌ ମଧ୍ୟ ରହିବ ।

କରୋନା କଟକଣା
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କ ସହିତ ଆଉଟସୋର୍ସିଙ୍ଗ ମହାସଂଘର ଆଲୋଚନା ସଫଳ: ଆନ୍ଦୋଳନ ସ୍ଥଗିତ

March 20, 2026

SIR କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗ: ଜଣେ ସହକାରୀ ଶିକ୍ଷୟିତ୍ରୀ ନିଲମ୍ବିତ

March 20, 2026

ଆଜି ମାର୍ଚ୍ଚ ୨୦ ତାରିଖ ଶୁକ୍ରବାର ଖୋଲିବ ଏହି ରାଶିଗୁଡିକର ଭାଗ୍ୟ

March 20, 2026

ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

March 19, 2026
Latest News

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 20, 2026

ମୁଖ୍ୟମନ୍ତ୍ରୀଙ୍କ ସହିତ ଆଉଟସୋର୍ସିଙ୍ଗ ମହାସଂଘର ଆଲୋଚନା ସଫଳ: ଆନ୍ଦୋଳନ ସ୍ଥଗିତ

March 20, 2026

SIR କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗ: ଜଣେ ସହକାରୀ ଶିକ୍ଷୟିତ୍ରୀ ନିଲମ୍ବିତ

March 20, 2026

ହୀରାପଥର ଖଣି ଚିହ୍ନଟ ହୋଇଥିବା ବିଧାନସଭାରେ ଲିଖିତ ଉତ୍ତର ଦେଲେ ଇସ୍ପାତ ଓ ଖଣି ମନ୍ତ୍ରୀ

March 20, 2026

ଆଜି ହେଉଛି ପଖାଳ ଦିବସ: ଜାଣନ୍ତୁ ଏହା କାହିଁକି ପାଳନ କରନ୍ତି ଓଡିଆ?

March 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.