Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅନ୍ଧାଧୁନର ତେଲୁଗୁ ରିମେକରେ ନଜର ଆସିବେ ନିତିନ୍-ନୟନତାରା
ଆଜିର ଖବର

ଅନ୍ଧାଧୁନର ତେଲୁଗୁ ରିମେକରେ ନଜର ଆସିବେ ନିତିନ୍-ନୟନତାରା

August 5, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ହାଇଦ୍ରାବାଦ : ଜାତୀୟ ପୁରସ୍କାର ପ୍ରାପ୍ତ ତଥା ଅଭିନେତା ଆୟୁଷ୍ମାନ ଖୁରାନା, ତବୁ ଓ ରାଧିକ ଆପ୍ତେଙ୍କ ଅଭିନୀତ  ହିନ୍ଦୀ ଚଳଚିତ୍ର ଅନ୍ଧାଧୁନ୍‌ର ରିମେକ ହେଉଛି । ଏହି ରିମ୍‌ରେ ନଜର ଆସିବାକୁ ଯାଉଛନ୍ତି ତେଲୁଗୁ ସୁପରଷ୍ଟାର ନିତିନ୍ ଏବଂ ନୟନତାରା। ଏହି ରିମ୍‌କେ ଫିଲ୍ମରେ ଆୟୁଷ୍ମାନ ଖୁରାନାଙ୍କ ଭୂମିକାରେ ନିତିନ୍ ନଜର ଆସିବାକୁ ଯାଉଛନ୍ତି । ତେବେ ତବୁଙ୍କ ଭୂମିକା ପାଇଁ ନୟନତାରାଙ୍କୁ ମନୋନୀତ କରାଯାଇଛି । ନୟନତାରାଙ୍କ ପକ୍ଷରୁ ସମ୍ମତି ମିଳିନଥିବା ବେଳେ ବାହୁବଲୀ ଫେମ୍ ରମ୍ୟା କ୍ରିଷ୍ଣନଙ୍କୁ ମଧ୍ୟ ଏହି ରୋଲ୍ ଅଫର୍ କରାଯାଇଛି । ନିତିନ ଏହି ଭୂମିକା ପାଇଁ ନୟନତାରାଙ୍କୁ ଅନୁରୋଧ କରିଛନ୍ତି । ତେବେ ନୟନତାରାଙ୍କ ପ୍ରତିକ୍ରିୟା ଜଣାପଡିନାହିଁ । ପ୍ରାରମ୍ଭରୁ ତବୁଙ୍କୁ ଏହି ଚରିତ୍ର ଅଫର କରାଯାଇଥିଲେ ମଧ୍ୟ ସେ ଏହି ଅଫରକୁ ମନା କରି ଦେଇଥିଲେ । ନିତିନଙ୍କ ପ୍ରଡକ୍ସନ୍ ହାଉସ୍ ଶ୍ରେଷ୍ଠ ମୁଭିଜ୍ 3.5 କୋଟି ଟଙ୍କାରେ ଫିଲ୍ମର ତେଲୁଗୁ ରାଇଟ୍ସ କିଣିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଅନ୍ଧାଧୁନ୍ ଫିଲ୍ମଟି ତିନୋଟି ବର୍ଗରେ ଜାତୀୟ ପୁରସ୍କାର ହାସଲ କରିଥିଲା । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

Nuapada Byelection: ବିଜେଡି ଛାଡି କଂଗ୍ରେସରେ ସାମିଲ ହେଲେ ନୂଆପଡା ଏନଏସିର ପୂର୍ବତନ ଅଧ୍ୟକ୍ଷ

October 10, 2025

ପାକିସ୍ତାନକୁ କ୍ଷେପଣାସ୍ତ୍ର ଯୋଗାଇବ ନାହିଁ ଆମେରିକା: ସ୍ପଷ୍ଟ ଭାବରେ ଖାରଜ କଲା ଯୁଦ୍ଧ ବିଭାଗ

October 10, 2025

ବାଇକ ଦୁର୍ଘଟଣାରେ ଚିଲିକା ତହସିଲଦାର ଗୁରୁତର, ଭୁବନେଶ୍ଵର ସ୍ଥାନାନ୍ତର

October 10, 2025

ନୂଆପଡା ଉପନିର୍ବାଚନ, ବସନ୍ତ ପଣ୍ଡାଙ୍କୁ କଣ ବିଜେପି ପ୍ରାର୍ଥୀ କରିବ କି ?

October 10, 2025
Latest News

Nuapada Byelection: ବିଜେଡି ଛାଡି କଂଗ୍ରେସରେ ସାମିଲ ହେଲେ ନୂଆପଡା ଏନଏସିର ପୂର୍ବତନ ଅଧ୍ୟକ୍ଷ

October 10, 2025

ପାକିସ୍ତାନକୁ କ୍ଷେପଣାସ୍ତ୍ର ଯୋଗାଇବ ନାହିଁ ଆମେରିକା: ସ୍ପଷ୍ଟ ଭାବରେ ଖାରଜ କଲା ଯୁଦ୍ଧ ବିଭାଗ

October 10, 2025

ବାଇକ ଦୁର୍ଘଟଣାରେ ଚିଲିକା ତହସିଲଦାର ଗୁରୁତର, ଭୁବନେଶ୍ଵର ସ୍ଥାନାନ୍ତର

October 10, 2025

ନୂଆପଡା ଉପନିର୍ବାଚନ, ବସନ୍ତ ପଣ୍ଡାଙ୍କୁ କଣ ବିଜେପି ପ୍ରାର୍ଥୀ କରିବ କି ?

October 10, 2025

ଭାରତର ଭବିଷ୍ୟତ ଗଢ଼ୁଛି ବାୟୋମେଡିକାଲ୍ ଗବେଷଣା

October 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.